୧୦୦୦ ଲୋକଙ୍କୁ ଛଟେଇ କରିବ ରିଲାଏନ୍ସ! ଦଶ ହଜାର କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା
ନୂଆଦିଲ୍ଲୀ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଏକ କମ୍ପାନୀ ବଡ଼ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର ସହାୟକ କମ୍ପାନୀ ରିଲାଏନ୍ସ ଜିଓମାର୍ଟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଏହାବାଦ ପ୍ରାୟ ୧୦,୦୦୦ ଲୋକଙ୍କ ଚାକିରୀ ଏବେ ବିପଦରେ ପଡିଛି। ଇକୋନୋମିକ୍ସ ଟାଇମ୍ସ ଏହି ରିପୋର୍ଟ କରିଛି। ତେବେ ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ରିଲାଏନ୍ସ ରିଟେଲ କିଛି ଦିନ ପୂର୍ବରୁ ‘ମେଟ୍ରୋ କ୍ୟାଶ ଏବଂ କ୍ୟାରି’ […]
Continue Reading
