ମୁସ୍ତାକ ଅହମ୍ମଦ ଆତଙ୍କବାଦୀ ଘୋଷିତ
ନୂଆଦିଲ୍ଲୀ: ଭାରତର ଗୃହ ବ୍ୟାପାର ମନ୍ତଣାଳୟ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷିତ କରିଛି । ପାକିସ୍ତାନରେ ସେ ଅଲଉମର ମୁଜାହିଦୀନ ଆତଙ୍କବାଦୀ ସଂଗଠନ ସ୍ଥାପନ କରିଛନ୍ତି । ୧୯୯୯ରେ ଇଣ୍ଡିଆନ ଏୟାରଲାଇନ ବିମାନ ଅପହରଣ କରିବା ପରେ ଆତଙ୍କବାଦୀମାନେ ଯାତ୍ରୀଙ୍କ ବଦଳରେ ୩ଜଣଙ୍କୁ ଜେଲରୁ ଛାଡିବା ପାଇଁ କହିଥିଲେ । ସେମାନଙ୍କ ମଧ୍ୟରେ ମୁସ୍ତାକ ରହିଥିଲେ । ମୁସ୍ତାକଙ୍କ ସହ ମାସୁଦ ଆଝାର ଓ ଅହମ୍ମଦ ସୟିଦ ଶେଖଙ୍କୁ ଜେଲରୁ ଛଡା ଯାଇଥିଲେ । ଅଲକାଏଦା, […]
Continue Reading
