ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଖାଇ ଆଡମିଶନ ମାମଲା , ୨ ଅଟକ

ଭୁବନେଶ୍ୱର : ବିଜେବି କଲେଜ ଜାଲ ସାର୍ଟିଫିକେଟରେ ଆଡମିଶନ ମାମଲା । ଏହି ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ ଥାନା ପୋଲିସ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟଲ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ସେନେଇ ପୋଲିସ ପଚରା ଉଚରା କରୁଛି । କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ ଆନୁସାରେ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ ଜାଲ ସାର୍ଟିଫିକେଟ […]

Continue Reading

ଫସଲ ନଷ୍ଟ , ଋଣ ନେଲା ଚାଷୀଙ୍କ ଜୀବନ , କ୍ଷତିପୂରଣ ଦାବି କଲେ ପରିବାର

ଯାଜପୁର : ଜୀବନ ନେଇଗଲା ଋଣ ଭାର । ଋଣ ଭାର ସହି ନପାରି ଜୀବନ ହାରିଦେଲେ ଚାଷୀ ।ଯାଜପୁର ଜିଲ୍ଲା ବିଂଝାରପୁରର ଜରି ନାଉବାଙ୍କ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଠ ହୋଇଯାଇଥିବା ବେଳେ । ଧାର କରଜ ସୁଝିବା ଚିନ୍ତାରେ ତାଙ୍କର […]

Continue Reading

ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି: ବାପ ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର :ହତ୍ୟାକାଣ୍ଡ ମମାଲାର ଶୁଣାଣି । ଐତିହାସିକ ରାୟ ଶୁଣାଇଲେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ । ଏକ ହତ୍ୟାକାଣ୍ଡ ମାମଲାରୁ ରାୟ ଶୁଣାଣି କରି ବାପା ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୨ ଜଣ ସାକ୍ଷ ପ୍ରମାଣକୁ ଭିତ୍ତ କରି ନବରଙ୍ଗପପୁର ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେ ମାମଲାର ବିଚାର କରି ବାପ ଓ ତିନି ପୁଅଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ଏବଂ […]

Continue Reading

ଲିିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା : ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ ,ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର : ଶିଶୁପାଳଗଡ ଏଟିଏମ ଲୁଟ ଘଟଣା । ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଘଟଣା ସ୍ଥଳରୁ ଲୁଟରେ ବ୍ୟବହୃତ ପିକଅପ୍ ଭ୍ୟାନ ମଧ୍ୟ ଜବତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମେସିନ ମିଳିଥିବାବେଳେ ଏଟିଏମରୁ ପ୍ରାୟ ୨୩ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସି କଲୋନୀରେ ଥିବା ଏସବିଆଇ ଏଟିଏମ୍ ଲୁଟ କରି ନେଇଥିଲେ ଦୁର୍ବୃତ୍ତ । ମେସିନ […]

Continue Reading

ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ଏଟିଏମ୍ ଲୁଟ୍ । ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଟଙ୍କା ଲୁଟିନେଇଥିବା ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଶିଶୁପାଳଗଡ ଇନ୍ଦିରା କଲୋନୀରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତ ମାନେ ଲୁଟ କରିଛନ୍ତି । ଏଟିଏମକୁ କାଟି ପ୍ରାୟ ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟିନେଇଛନ୍ତି ଦୁବୃର୍ତ୍ତ ମାନେ । ଏହି ଲୁଟ ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ […]

Continue Reading

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ସମାରୋହ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ସ୍ଥାପନା ସମାରୋହ ସ୍ଥାନୀୟ ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ହରପ୍ରସନ୍ନ ଦାସ ମୁଖ୍ୟ ବକ୍ତା, ପ୍ରଦୀପ୍ତ କୁମାର ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଭାରତର ବିକାଶରେ ଏହି ସ୍ବେଛାସେବୀ ସଙ୍ଗଠନର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ ଏବଂ ବିଭିନ୍ନ ପୌରାଣିକ ବିଷୟରେ ତାତ୍ଵିକ ଜ୍ଞାନ […]

Continue Reading

ଜାଲ୍ ସାର୍ଟିଫିକେଟ୍ ଦେଇ ବିଜେବି କଲେଜରେ ଆଡମିଶନ : ୮ ଜଣଙ୍କ ନାରେ ଥାନାରେ ଏତଲା ଦାଏର

ଭୁବନେଶ୍ୱର :ନକଲି ସାର୍ଟିଫିକେଟ ଦେଖାଇ ଆଡମିିଶନ କରିବା ପଡିଲା ମହଙ୍ଗା । ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ଆଜି ସେମାନଙ୍କ ନାଁରେ କଲେଜ ପକ୍ଷରୁ  ବରଗଡ ଥାନାରେ ଏତଲା ଦିଆଯାଇଛି  । ସେଥି ମଧ୍ୟରୁ ୪ ଜଣ କଟକର ହୋଇଥିବା ବେଳେ ଅନ୍ୟ ଚାରି ଜଣ ଭଦ୍ରକର ବୋଲି ଜଣାପଡିଛି ।ଏନେଇ ବିଜେବି କଲେଜ ପ୍ରିନ୍ସପାଲ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହି ଫେକ ସାର୍ଟିଫିକେଟ […]

Continue Reading

ସମ୍ମୁଖକୁ ଆସିଲା ଯୁଦ୍ଧର ଆଉ ଏକ କରୁଣ ଚିତ୍ର:ମାଆମାନେ ପିଲାଙ୍କ ପିଠିରେ ଲେଖୁଛନ୍ତି ଠିକଣା

କୀଭ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କେତେକ ଭୟଙ୍କର ତାହାର ଆଉ ଏକ ନଗ୍ନ ଚିତ୍ର ସମ୍ମୁଖକୁ ଆସିଛି । କିପରି ମାଆମାନେ ପିଲାମାନଙ୍କୁ ବଂଚାଇବା ପାଇଁ ସେମାନଙ୍କ ପିଠିରେ ଠିକଣା ଲେଖୁଛନ୍ତି ତାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହା ଭାଇରାଲ ହୋଇଛି । ଯଦି ରୁଷ ସେନା ଆକ୍ରମଣରେ ଅଭିଭାବକଙ୍କ ମୃତ୍ୟୁ ଘଟେ ତାହାହେଲେ ସେମାନଙ୍କ ପରିଚୟ ମିଳିପାରିବ । ଫଟୋରେ ଡାଇପର ପିନ୍ଧିଥିବା ଗୋଟିଏ ଛୋଟ ପିଲା ପିଠିରେ ପରିବାର […]

Continue Reading

ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ । ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ଏଥିରୁ୧୫ ଜଣ ନିର୍ଦେଶକ […]

Continue Reading

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ , ଝାଡଖଣ୍ଡରୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ । ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଚର୍ଚ୍ଚିତ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । କମଳାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା କରୁଛି । ରମେଶଙ୍କୁ ରିମାଣ୍ଡରେ ଆଣି ପଚାର ଉଚରା କରିବା ପରେ କମଳା ବିରୋଧରେ ପ୍ରମାଣ ମିଳିଥିଲା।ସୂଚନା ଅନୁସାରେ ଡାକ୍ତର ରମେଶ ସ୍ୱାଇଁ ମିଛ କଥା କହି […]

Continue Reading