ଏପ୍ରିଲ ୧୦ରୁ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଦିଲ୍ଲୀ : ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏପ୍ରିଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏହି ବୁଷ୍ଟର ଡୋଜ ସମସ୍ତ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ବ୍ୟକ୍ତିମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ।ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇନାହିନ୍ତି ସେମାନଙ୍କୁ କିନ୍ତୁ […]

Continue Reading

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡା ଟ୍ରେଜେରୀ ଅଫିସରେ କାମ କରୁଥିବା ବରିଷ୍ଠ କିରାଣି ସମର ହେମ୍ବ୍ରମ୍ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ପେନସନ ବିଲ୍ ପାସ କରେଇଦେବା ନାଁରେ ଅଭିଯୋଗ କାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଜ ନେଉଥିଲେ ।ଏହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଏବଂ ଲାଞ୍ଜ ନେଉଥିବା ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ […]

Continue Reading

ଚହଲଙ୍କ ଚାଂଚଲ୍ୟକର ଖୁଲାସାରେ ଚହଲିଗଲେ ସମସ୍ତେ !

ପୁଣେ: ଭାରତୀୟ କ୍ରିକେଟର ଲୋକପ୍ରିୟ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଆଜି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଯାହାକି ସମସ୍ତ କ୍ରିକେଟପ୍ରେମୀଙ୍କ ମନକୁ ଚହଲାଇ ଦେଇଛି । ରବିଚନ୍ଦ୍ରନ ଅଶ୍ୱୀନ ଓ କରୁଣ ନାୟାରଙ୍କ ସେ ଏକ ଆଲୋଚନା ଭିଡିଓରେ ଏହା ଖୁଲାସା କରିଛନ୍ତି । ୨୦୧୩ରେ ଚହଲ ମୁମ୍ବାଇ ଇଣ୍ଡିଆ ଟିମ ସହିତ ଜଡିଥ ଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ ପରେ ହୋଟେଲରେ ଏକ ପାର୍ଟିର ଆୟୋଜନ ହୋଇଥିଲା । ଜଣେ […]

Continue Reading

ଶ୍ରୀଲଙ୍କା ସଙ୍କଟ ଓ ଜନବିରୋଧୀ ରାଜନୀତି

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… ପ୍ରତ୍ୟେକ ଘଟଣାରେ ରାଜନୀତିର ରଙ୍ଗ ଦେଇ ସେଥିରୁ କିପରି ରାଜନୈତିକ ଫାଇଦା ହାସଲ କରିହେବ, ରାଜନୈତିକ ଦଳମାନଙ୍କର ମୂଖ୍ୟ ଲକ୍ଷ ହୋଇଯାଇଛି । ଏହି ଦୌଡ଼ରେ ସମ୍ପ୍ରତି ସରକାରରେ ଥିବା ଦଳ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି । ଅବଶ୍ୟ ସରକାରଙ୍କ ପାଖରେ ନିଜର ପ୍ରଚାର କରିବା ପାଇଁ ଓ ପୁନଶ୍ଚ ଗାଦି ଦଖଲ କରିବା ପାଇଁ ଯଦି କୌଣସି ବିକାଶର ଉଦାହରଣ ନଥାଏ, ତେବେ ସେ […]

Continue Reading

ଗିରଫ ହେଲେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ

ଭଞ୍ଜନଗର :  ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତୀକେଶ୍ୱର ରାଉଳଙ୍କୁ ଆଜି ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦୀର୍ଘ ୪୮ ଘଣ୍ଟାଧରି ଯନ୍ତ୍ରୀ ଘରେ ରେଡ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ କ୍ୟାସ୍‌ ଜବତ କରାଯାଇଛି। କାର୍ତ୍ତିକେଶ୍ୱରଙ୍କ ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ ଆପାର୍ଟମେଣ୍ଟରୁ ୨ କୋଟି ୫୦ ଲକ୍ଷ […]

Continue Reading

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ କହିଛନ୍ତି । ‘ନାସ୍ତିକ ହିନ୍ଦୁ ଗଣତନ୍ତ୍ରର ମୃଗତୃଷ୍ଣାରୁ ଆମକୁ ବଞ୍ଚିବାକୁ ହେବ’ ବୋଲି କହିଛନ୍ତି ଅଲକାଏଦା ମୁଖ୍ୟ ଜୱାହିରି । ତା ସହ କର୍ଣ୍ଣାଟକରେ ହିଜାବ ବିବାଦରେ ସକ୍ରିୟ […]

Continue Reading

କେନ୍ଦ୍ର ମନା କରୁଛି ମୁମ୍ବାଇରୁ ଚିହ୍ନଟ ସଂକ୍ରମିତ ଏକ୍ସଇ ଭେରିଏଣ୍ଟ ନୁହଁ, ମୁମ୍ବାଇ ଏବେ ମାସ୍କ-ଫ୍ରି

ମୁମ୍ବାଇ: କରୋନା ସଂକ୍ରମଣ ପ୍ରାୟ କମି ଆସୁଥିବା ବେଳେ ହଠାତ୍ ମୁମ୍ବାଇରୁ ଆସିଲା ନୂଆ ଭେରିଏଣ୍ଟ ଖବର । ସଙ୍ଗେସଙ୍ଗେ ସାରା ଦେଶରେ ଖେଳିଗଲା ଖବର । ନୂଆ ଭେରିଏଣ୍ଟକୁ ନେଇ ଲୋକେ ହଠାତ୍ ଚିନ୍ତିତ ହୋଇପଡ଼ିଲେ । ତେବେ ଅଧିକାଂଶ ଲୋକେ ଟୀକା ନେଇଥିବାରୁ ଡର ଟିକେ କମ୍ । ତେବେ କରୋନା ସଂକ୍ରମଣ ଭାରତରେ ବ୍ୟାପିବା ଦିନରୁ ମୁମ୍ବାଇ ସର୍ବାଗ୍ରେ । ବୁଧବାର ନୂଆ ଭେରିଏଣ୍ଟ ଏକ୍ସଇ ମଧ୍ୟ ମୁମ୍ବାଇରୁ ଚିହ୍ନଟ ହୋଇଛି । […]

Continue Reading

ଲିଙ୍ଗରାଜ ପି.ଏଚ୍ ହେବ ଷ୍ଟେସନ, ଭୁବନେଶ୍ୱର ଷ୍ଟେସନର ହେବ ନବୀକରଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ସ୍ୱୀକୃତି

ଭୁବନେଶ୍ୱର : କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରେ ଦୁଇଟି ପ୍ରକଳ୍ପ ପାଇଁ ସାଂସଦ ଅପରାଜିତା କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିବେଦନ କରିଥିଲେ ।ତାହା ଆଜି ସଫଳ ରୂପାୟନ ହୋଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା । ଭୁବନେଶ୍ୱର ରେଳ ଷ୍ଟେସନ ନବିକରଣ ହେବ ବୋଲି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱୀକୃତି ଦେଇଛନ୍ତି ।ଏହି ସବୁ […]

Continue Reading

ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ ଖାଇପିଇ ଘରେ ଶୋଇଥିଲେ । ସେହି ସମୟରେ ଦୁହିଁଙ୍କ ଘରେ ହଠାତ୍ ନିଆଁ ଲାଗିଯିବା ଫଳରେ ୨୮ ବର୍ଷୀୟ ବିଜୟ କୁଣ୍ଡିଙ୍ଗ ଗୁରୁତର ଭାବେ ଆହତ ହୋଇଥିଲେ । […]

Continue Reading

XE ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ , ଗହଳିରେ ମାସ୍କ ପିନ୍ଧନ୍ତୁ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ XEକୁ ନେଇ ଭୟଭୀତ ହେବା ଦରକାର ନାହିଁ ।ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଏହା ପ୍ରାଥମିକ ପର୍ଯ୍ୟାୟ ଗତକାଲି ଚିହ୍ନଟ ହୋଇଛି ।ଏଥିପ୍ରତି ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡକ୍ଟର ରମାରମଣ ମହାନ୍ତି କହିଛନ୍ତି । ଗତକାଲି ମୁମ୍ବାଇରେ କରୋନାର ନୂଆ ଭାରିଆଣ୍ଟ XE ଚିହ୍ନଟ ହୋଇଥିଲା । ସଂକ୍ରମିତ ଜଣ ମହିଳା ଥିଲେ । ହେଲେ କେନ୍ଦ୍ର ସରକାର ଏହି ଘଟଣାକୁ ଅସ୍ୱିକାର […]

Continue Reading