ୟୁକ୍ରେନକୁ ଆମେରିକାର ଝଟକା: ମିଗ୍-୨୯ ଫାଇଟର୍ ଜେଟ୍ ଦେବାକୁ ମନା କରିଦେଲେ ବାଇଡେନ୍ ସରକାର
ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ଦିନ ଧରି ଯୁଦ୍ଧ ଲାଗିରହିଛି । ୟୁକ୍ରେନ ବର୍ତ୍ତମାନ ମାଟିରେ ମିଶିବା ପରିସ୍ଥିତିରେ ଆସି ପହଞ୍ଚିଛି । ଏହା ଭିତରେ ୟୁକ୍ରେନକୁ ଆମେରିକା ଏକ ବଡ଼ ଝଟକା ଦେଇଛି । ଏହି କ୍ରମରେ ପୋଲାଣ୍ଡର ୨୮ ମିଗ୍-୨୯ ଫାଇଟର୍ ଜେଟ୍ ଦେବା ଅଫର୍ କୁ ମନା କରିଦେଇଛି । ଆମେରିକୀ ପ୍ରତିରକ୍ଷା ମନ୍ତ୍ରାଳୟ ପୋଲାଣ୍ଡ୍ ର ମିଗ୍-୨୯ ଫାଇଟର୍ ଜେଟ୍ କୁ ଜର୍ମାନୀରେ ଆମେରିକା ବାୟୁସେନା ଆଡ୍ଡାକୁ ଟ୍ରାନ୍ସଫର୍ କରିବା […]
Continue Reading
