ଜମୁଛି ପ୍ରଚାର ,ହାଟ ବଜାର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମର ପାର୍କ ଚା ଖଟି,ଓ ଭିଡ ସ୍ଥାନକୁ ଟାର୍ଗେଟ କରୁଛନ୍ତି ମେୟର ପ୍ରାର୍ଥୀନୀ । ସକାଳୁ ସକାଳୁ ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ଓ ପରିବା ହାଟ ବୁଲି […]

Continue Reading

ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଭୁବନେଶ୍ୱର: ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା କାଶ୍ମୀର ଗୁରେଜର ବାରାମ ଅଞ୍ଚଳରେ ଘଟିଛି । ହେଲିକେପ୍ଟରଟି ଉଡାଣ ଭରିବା ପରେ ତୁଷାରପାତର ସମ୍ମୁଖୀନ୍ନ ହୋଇଥିଲା । ହେଲିକେପ୍ଟରରେ ଥିବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚୁଛନ୍ତି । ସୂଚନା ଅନୁସାରେ ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି ।

Continue Reading

”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

ଦିଲ୍ଲୀ :ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ’’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ”ଦ କାଶ୍ମୀର ଫାଇଲ୍ସ” ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ କରାଯାଇଛି ।ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ ନିର୍ମଲ ଖାନ୍ନା ତାଙ୍କ ସ୍ୱାମୀଙ୍କୁ ଦର୍ଶାଯାଇଥିବାର ଦୃଶ୍ୟ ମଧ୍ୟ ଅପସାରଣ କିମ୍ବା ସଂଶୋଧନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । […]

Continue Reading

୪ ରାଜ୍ୟର ଫଳାଫଳ ପରେ ବିଜେପିର ବିଜୟ ଉତ୍ସବ: କର୍ମୀଙ୍କୁ ଏମିତି ବାର୍ତ୍ତା ଦେଲେ ମୋଦୀ

ନୂଆଦିଲ୍ଲୀ: ୪ ରାଜ୍ୟରେ ବିଜୟ ପରେ ବିଜେପି ପାଳନ କରୁଛି ବିଜୟ ଉତ୍ସବ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବିଜୟ ଉତ୍ସବ ପାଳନ । ଉତ୍ସବ ପାଇଁ ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ । ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ । ଏହି ଅବସରରେ […]

Continue Reading

ଅନ୍ଧବିଶ୍ୱାସକୁ ହରାଇବା ସହିତ କ୍ଷମତାକୁ ଫେରିଲେ ଯୋଗୀ: ଭାଙ୍ଗିଲେ ଏହି ସବୁ ରେକର୍ଡ

ନୂଆଦିଲ୍ଲୀ : ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ଅନେକ ନୂଆ ରେକଡର଼୍ ସୃଷ୍ଟି କରିଛନ୍ତି । ୧୯୫୨ରୁ ଏଯାବତ ୭୦ ବର୍ଷ ମଧ୍ୟରେ ୨୧ ଜଣ ନେତା ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯୋଗୀ ଆଦିତ୍ୟନାଥ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏକି ୫ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛନ୍ତି । ଖାଲି ସେତିକିନୁହେଁ ରାଜ୍ୟର ପଂଚମ ମୁଖ୍ୟମନ୍ତ୍ରୀ ଭାବେ ସେ ଦ୍ୱିତୀୟ ପାଳି ସରକାର ଗଢ଼ିବେ […]

Continue Reading

ପୁଣି ଧୋନୀ ସାଜିଲେ ମେଣ୍ଟର: U-19 କ୍ରିକେଟରଙ୍କୁ ଦେଲେ ଲମ୍ବ ଲମ୍ବା ଛକା ମାରିବାର ଟିପ୍ସ

ନୂଆଦିଲ୍ଳୀ: ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୨ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହାରି ମଧ୍ୟରେ ସୁରଟରେ ଲିଗ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଧୋନୀବାହିନୀ । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ରବିନ ଉତ୍ଥାପା, ଅମ୍ବାତି ରାୟୁଡୁ ଏବଂ ସାଥୀ ଖେଳାଳିମାନେ ଖୁବ ପ୍ରାକ୍ଟିସ ଜାରି ରଖିଛନ୍ତି । ତେବେ ପ୍ରାକ୍ଟିସ ସେସନର ଏକ ଭିଡିଓ ଏବେ ସୋଶଲ […]

Continue Reading

ରକେଟ୍-ବୋମାମାଡ଼ ପରେ ଏବେ କେମିକାଲ୍ ଆଟାକ୍ କରିପାରେ ରୁଷ, ଆମେରିକା ଦେଲା ଚେତାବନୀ

ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ହମଲା ଜାରି ରହିଛି । ଦୁଇ ସପ୍ତାହ ଧରି ହମଲା ଜାରି ରହିଛି । ରୁଷ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ ମଧ୍ୟ ପଛକୁ ହଟି ନାହିଁ । ଏହା ଭିତରେ ଆମେରିକା ଚେତାବନୀ ଦେଇଛି ଯେ, ୟୁକ୍ରେନ ଉପରେ ଏବେ ରୁଷ କେମିକାଲ୍ ଆଟାକ୍ କରିପାରେ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ରୁଷ, ୟୁକ୍ରେନ ଉପରେ ଏବେ ବାୟୋଲଜିକାଲ୍ […]

Continue Reading

ନିର୍ବାଚନ ହାରିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଲାଲକୁଆଁ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ବଡ଼ ଟକ୍କର । ଏହାରି ମଧ୍ୟରେ ଉତ୍ତରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନରେ ହାରିଛନ୍ତି । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି । ସେହପରି ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ହାରିଛନ୍ତି । ପଟିଆଲା କ୍ୟାପଟେନଙ୍କୁ ହରାଇଛନ୍ତି ଆପର ଅଜିତ ପଲ କୋହଲି । ପ୍ରାୟ ୧୩ ହଜାରରୁ […]

Continue Reading

ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଛି ଅନୁମତି । ଦେଶରେ କରୋନା ସଂକ୍ରମଣ ହ୍ରାସ ସ୍ଥିତିକୁ ଦେଖି ନିର୍ବାଚନ କମିଶନର ନିଷ୍ପତ୍ତି ନେଇଛନ୍ତି । ଭୋଟ ଗଣା ଓ ଜିତିବା ପରେ ବିଜୟ ଶୋଭାଯାତ୍ରା କରିପାରିବେ ପ୍ରାର୍ଥୀ । ଏଥିପାଇଁ କଟକଣା କୋହଳ ସହ ଅନୁମତି ଦେଇପାରିବ ସ୍ଥାନୀୟ ପ୍ରଶାସନ । ତେବେ ସମଗ୍ର ଦେଶରେ କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଦେଶବ୍ୟାପି […]

Continue Reading

ଜିତିଲେ ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତ୍ ହାସଲ କଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ । ହେନଗାଙ୍ଗ ଆସନରୁ ପ୍ରାୟ ୧୮ ହଜାର ଭୋଟରେ ଜିତିଛନ୍ତି ବୀରେନ୍ । ସେ କଂଗ୍ରେସ ପ୍ରାର୍ଥୀ ପି ଶରତଚନ୍ଦ୍ରଙ୍କ ଠାରୁ ୧୭,୭୮୨ ଭୋଟ୍ ରେ ଜିତ୍ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସ୍ଥିତିକୁ ନଜର ରେ ରଖି ନିର୍ବାଚନ କମିଶନ ଏହି […]

Continue Reading