ଅନ୍ତର୍ଜାତିୟ ବିବାହ କଲେ ନବୀନ ସରକାର ଦେବେ ଅଢେଇ ଲକ୍ଷ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଳୀ: ସାମାଜିକ ଉତ୍ଥାନ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାର ନାମ ସୁମଙ୍ଗଳ ଯୋଜନା ରଖାଯାଇଛି । ଏହି ଯୋଜନା ଅନୁସାରେ ବିବାହ କଲେ ଦମ୍ପତ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଅନ୍ତର୍ଜାତିୟ ବିବାହ କରୁଥିବା ଯୋଡି ଆବେଦନ କରିବା ସହିତ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ତେବେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି […]
Continue Reading
