ଫ୍ରିଜରେ ଟଙ୍କା ଲୁଚାଇଥିଲେ କଟକର ନିର୍ବାହୀ ଯନ୍ତ୍ରୀ! ବାହାରିଲା ପୁଳା ପୁଳା…
କଟକ: ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ବିପୁଳ ସମ୍ପତ୍ତି । ଯନ୍ତ୍ରୀଙ୍କ ଫ୍ରିଜର ପରିବା ଟ୍ରରେ ଲୁଚାଯାଇଥିବା ୭୫ ହଜାର ଟଙ୍କା ଜବତ କରାଯାଇଛି । ଘର ଭିତରୁ ନଗଦ ୩ ଲକ୍ଷ ୩୧ ହଜାର ଟଙ୍କା ଓ ଅଧକିଲୋ ସୁନା ଜବତ ହୋଇଛି । ମହାନଦୀ ବିହାର ଘରର ମୂଲ୍ୟ ୨ କୋଟି ୨୪ ଲକ୍ଷ […]
Continue Reading
