ବିଶ୍ୱରେ ଏକଘରିକିଆ ହୋଇଯିବ ରୁଷ, ଏହି ୮ଟି ଘାତକ ବ୍ରହ୍ମାସ୍ତ୍ରରେ ଆଗାମୀ ଦିନରେ ଛଟପଟ ହେବେ ପୁଟିନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ନଜର ବର୍ତ୍ତମାନ ରୁଷିଆ-ୟୁକ୍ରେନ ଉପରେ ରହିଥିବା ବେଳେ ମୁଖ୍ୟ ଟାର୍ଗେଟରେ ରହିଛି ରୁଷ୍ । ଇତିମଧ୍ୟର ବିଭିନ୍ନ ରାଷ୍ଟ୍ର ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏକଛତ୍ରବାଦ, ଜିଦଖୋର ମନୋଭାବକୁ ଦୃଢ଼ ବିରୋଧ କରିଛନ୍ତି । ଅନେକ ରାଷ୍ଟ୍ର ରୁଷ ଉପରେ ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଲଗାଇଲେଣି । ୧- କଟକଣା ଯୋଗୁଁ ବର୍ତ୍ତମାନ ରୁଷର ମୁଦ୍ରା ରୁବଲର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ହ୍ରାସ ପାଉଛି । ରୁବଲର ମୂଲ୍ୟ ଯଦି କ୍ରମାଗତ ଭାବେ […]

Continue Reading

ଋଷ ତରଫରୁ ଆଶ୍ୱସ୍ତି: ପ୍ରଭାବିତ ହେବନି ଭାରତ ସହ ହୋଇଥିବା ପୁରୁଣା ଡିଫେନ୍ସ ଡିଲ, ପହଞ୍ଚିବ ମିସାଇଲ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ବିପକ୍ଷରେ ଯୁଦ୍ଧ କାରଣରୁ ଋଷ ସହ ଏବେ ଅନେକ ଦେଶ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ୟାଙ୍କରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମେରିକା ସମେତ ଅନେକ ରାଷ୍ଟ୍ର ଦ୍ୱାରା ଋଷ ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଏହି ସମୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି ଋଷ ରାଜଦୂତ ଡେନିସ ଅଲିପୋ । ଭାରତ-ଚୀନ ମଧ୍ୟରେ ହୋଇଥିବା ଡିଫେନ୍ସ ଡିଲ ଉପରେ ପ୍ରତିବନ୍ଧକର କୌଣସି ପ୍ରଭାବ ପଡିବ […]

Continue Reading

ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ବଳି ପଡୁଛନ୍ତି ଭାରତୀୟ: ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ସୂଚନା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପ୍ରତିଦିନ ଶହ ଶହ ସୈନ୍ୟସାମନ୍ତଙ୍କ ସହ ବଳି ପଡୁଛି ସାଧ।।ରଣ ଜନତାଙ୍କ ମୂଲ୍ୟବାନ ଜୀବନ । ଏଥି ମଧ୍ୟରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପଞ୍ଜାବର ଚନ୍ଦନ ଜିନ୍ଦଲ ନାମକ ଜଣେ ଭାରତୀୟ ଛାତ୍ର ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ନବୀନଙ୍କ ପରେ ଚନ୍ଦନ ଦ୍ୱିତୀୟ ଭାରତୀୟ ଛାତ୍ର ଭାବେ ୟୁକ୍ରେନ ଯୁଦ୍ଧରେ […]

Continue Reading

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଭାରତ ସମେତ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ମଧ୍ୟ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ: ସପ୍ତାହେ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଏହି ଯୁଦ୍ଧ ଏବେ ବିଶ୍ୱବାସୀଙ୍କ ପାଇଁ ମହଙ୍ଗା ମାଡ ସହିତ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଏମିତିକି ଏହି ଯୁଦ୍ଧ ଏବେ ବିଶ୍ୱର ଟୀକାକରଣ ଅଭିଯାନ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି । ଭାରତରେ କରୋନା ବିପକ୍ଷରେ ଔଷଧ ନିର୍ମାଣ କରାଯାଇ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି । ତେବେ ଯୁଦ୍ଧ ପରିସ୍ଥିତି ପାଇଁ ଆମେରିକା ଏବଂ […]

Continue Reading

ହୋଇପାରେ ରାଇନାଙ୍କ କମବ୍ୟାକ: ଅକ୍ସନରେ ଅନସୋଲ୍ଡ ରହିବା ପରେ ଏବେ ଏହି ଦଳରେ ସାମିଲ ହୋଇପାରନ୍ତି ମିଷ୍ଟର IPL

ନୂଆଦିଲ୍ଲୀ: ଇଣ୍ଡଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣରେ ମିଷ୍ଟର IPL ସୁରେଶ ରାଇନାଙ୍କୁ ନିଜର କରିନାହିଁ କୌଣସି ଦଳ । ଏମିତିକି ପୂର୍ବ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ତାଙ୍କ ଉପରେ ଭରଷା ଦେଖାଇ ନାହିଁ । ଅକ୍ସନ ପାଇଁ ୨ କୋଟି ଟଙ୍କା ବେସ ପ୍ରାଇସ ରଖିଥିବା ବେଳେ ରାଇନା ଚଳିତ ସିଜନ ପାଇଁ ଅନସୋଲ୍ଡ ରହିଛନ୍ତି । ତେବେ ପୁଣି ଥରେ IPLରେ ତାଙ୍କ କମବ୍ୟାକକୁ ଅପେକ୍ଷା କରିଛନ୍ତି ପ୍ରଶଂସକ । ଏହି […]

Continue Reading

ୟୁକ୍ରେନବାସୀଙ୍କ ସାହାରା ପାଲଟିଛି କିଭ୍ ସ୍ଥିତ ଏହି ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍, ଆଶ୍ରୟ ସହିତ ମିଳୁଛି ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାକାର ସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ୟୁକ୍ରେନବାସୀଙ୍କ ସମେତ ଅନ୍ୟ ଦେଶରୁ ଆସି ସେଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଏହା ଭିତରେ ୟୁକ୍ରେନ ରାଜଧାନୀ କିଭ୍ ରେ ଥିବା ଏକ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍ ଭାରତୀୟ ଛାତ୍ର ଓ ୟୁକ୍ରେନୀ ନାଗରିକଙ୍କ ପାଇଁ ସାହାରା ହୋଇ ସାମନାକୁ ଆସିଛି । ଏହି ରେଷ୍ଟୁରାଣ୍ଟ ଲୋକଙ୍କୁ ମାଗଣା ଖାଦ୍ୟ ସହିତ […]

Continue Reading

ଖାରକିଭରେ ଭୁଶୁଡ଼ିଲା ପୋଲିସ ବିଲ୍ଡିଂ: ଚାଲିଗଲା ୨୧ ଜୀବନ, ୧୧୨ ଆହତ । ଦେଖନ୍ତୁ Video

କିଭ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ରୁଷ ସେନାର ମିସାଇଲ ମାଡ଼ରେ ଭୁଶୁଡିପଡିଛି ପୋଲିସ ବିଲ୍ଡିଂ । ରୁଷର ଏହି ଅଳାକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଖାରକିଭ ରାଜ୍ୟପାଳ ସୂଚନା ଦେଇଛନ୍ତି । […]

Continue Reading

ସତ ଓଗାଳିବ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ: ଡିସିପି ଉମାଶଙ୍କରଙ୍କ ସୂଚନା

ଭୁବନେଶ୍ୱର: ଚର୍ଚ୍ଚିତ ନକଲି ସ୍ୱାମୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ୧୭ ସ୍ତ୍ରୀର ନକଲି ସ୍ୱାମୀ ରମେଶ ସ୍ୱାଇଁର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସକୁ ମିଥ୍ୟା ତଥ୍ୟ ଦେଇଥିବା ସନ୍ଦେହରେ ପୁନର୍ବାର ପଚରାଉଚରା କରିବ ପୋଲିସ । ପୁଣି ଥରେ ରିମାଣ୍ଡ ଆବେଦନ କରିବ ପୋଲିସ । ଦୁଇ ଦୁଇ ଥର ରିମାଣ୍ଡରେ ଅନେକ ମିଛ କହିଛି ଠକ ରମେଶ, ଏଥିପାଇଁ ଆଗାମୀ ରିମାଣ୍ଡ ସମୟରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର […]

Continue Reading

ଆସିଲା ମାର୍ଚ୍ଚ ଗାଇଡଲାଇନ: ସର୍ବସାଧାରଣରେ ହୋଲି ପାଳନ ନେଇ କଟକଣା

ଭୁବନେଶ୍ୱର: ମାର୍ଚ୍ଚ ମାସ ପାଇଁ ଜାରି ହେଲା କୋଭିଡ ମାର୍ଗଦର୍ଶିକା । ନୂଆ ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣରେ ହୋଲି ଉତ୍ସବ ପାଳନ ହୋଇପାରିବନି, କେବଳ ଘରେ ରହି ଖେଳିପାରିବେ ହୋଲି । ଏହାଛଡ଼ା ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ, ମେଳା, ପ୍ରଦର୍ଶନୀ, ବାଣିଜ୍ୟ, ମେଳାକୁ ଅନୁମତି ରହିଛି । ସେହିଭଳି ବିବାହ, ବ୍ରତଘରରେ ସର୍ବାଧିକ ୫ ଶହ ଜଣ ଯୋଗ ଦେଇପାରିବେ ଏବଂ ଅନ୍ତେଷ୍ଟିକ୍ରିୟା, ଶେଷକୃତ୍ୟରେ ୨୫୦ ଜଣଙ୍କୁ ମିଳିବ ଅନୁମତି । ତେବେ ଏଥିପାଇଁ […]

Continue Reading

ଓଡ଼ିଆ ଝିଅଙ୍କ କମାଲ: ସମ୍ମାନିତ କଲେ ହରିୟାଣା ରାଜ୍ୟପାଳ

ଭୁବନେଶ୍ୱର:  ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି ଜୈବ ରାସାୟନିକ ବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି। ଜୈବ ରାସାୟନିକ ବିଜ୍ଞାନରେ ଏବେ ସେ ପିଏଚଡି କରୁଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟଣା ୧୩ତମ ସମାବେଶ ରେ ତନୁଜା ମହାନ୍ତି କୁ ହରିୟଣା ରାଜ୍ୟପାଳ ବନ୍ଦରୁ ଦତ୍ତାତ୍ରେୟ ସମ୍ମାନିତ କରିଥିଲେ।

Continue Reading