ଅମେରୁଦଣ୍ଡୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେଦିନ ଚକ୍ରଧର ବଡ଼ ବ୍ୟସ୍ତ ଥିଲା। ଏତେ ବ୍ୟସ୍ତ ଯେ, ତା ବାପା ମାଆ ପାଖରେ ଠିଆ ହୋଇଥିଲେ ବି ସେ ସେମାନଙ୍କୁ ଦେଖିପାରୁନଥିଲା। କାରଣଟା କଣ .. ତା ଶାଳକର ବାହାଘର। ବରଯାତ୍ରୀ ବାହାରିବ କନିଆ ଘରକୁ। ସେଥିପାଇଁ କେତେ କଣ ପ୍ରସ୍ତୁତି ଦରକାର। ତେଣୁ ସେ ସେଥିରେ ବ୍ୟସ୍ତ। ଅବଶ୍ୟ ଏ ପ୍ରସ୍ତୁତି ଚାଲିଛି ଚକ୍ରଧରର ଶ୍ୱଶୂର ଘରେ। ଯେଉଁଠି ସେ ବାହା ହେଲା […]

Continue Reading

ବହୁତ ସହିଗଲୁ, ଏଣିକି ଋଷିଆକୁ ଜବାବ ଦେବୁ: କଡା ପ୍ରତିକ୍ରିୟା ପ୍ରକାଶ କଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୮ ଦିନ ବିତିଲାଣି । ଋଷିଆ ତରଫରୁ ନିୟମିତ ଆକ୍ରମଣ କରାଯାଉଥିବା ବେଳେ ୟୁକ୍ରେନ ନୀରବ ରହିଥିଲା । ତେବେ ୟୁକ୍ରେନ ପକ୍ଷରୁ ଆକ୍ରମଣ କରିବା ପାଇଁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଭୋଲୋଡମିର ଜେଲେନ୍ସକି । ଜେଲେନ୍ସକି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ନିଜର ଆତ୍ମରକ୍ଷା କରିଥିଲା । ବର୍ତ୍ତମାନ ଆଉ ଆମେ ଆତ୍ମରକ୍ଷା କରିବୁ ନାହିଁ ବରଂ ଋଷକୁ କଡା ଯବାବ ଦେବୁ । ଏହି ଯବାବ […]

Continue Reading

ସାର ବଦଳରେ କୃଷକ ବ୍ୟବହାର କରିବେ ନାନୋ ପାର୍ଟିକିଲ୍: ରୋଗ ପୋକରୁ ଫସଲକୁ ରକ୍ଷା କରିବ IIT କାନପୁରର ଏହି ଆବିଷ୍କାର

ନୂଆଦିଲ୍ଳୀ: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକ ଅଭିନବ ଉଦ୍ଭାବନ କରିଛନ୍ତି ଆଇଆଇଟି କାନପୁରର ବୈଜ୍ଞାନିକ ମାନେ । ମୃତିକାକୁ କ୍ଷତି ପହଞ୍ଚାଉନଥିବା ଏକ ପ୍ରକାର ସାର ଉଦ୍ଭାବନ କରିଛନ୍ତି । ନାନୋ ପାର୍ଟିକିଲର ଏହି ସାରଟି ମୃତିକାକୁ କୌଣସି ପ୍ରକାର କ୍ଷତି ପହଞ୍ଚାଉନଥିବା ବେଳେ ଏହା ଫସଲକୁ କୀଟଦାଉରୁ ରକ୍ଷା କରିଥାଏ । ଏହି ନାନୋ ପାର୍ଟିକିଲର ନାମ ବାୟୋ ଡିଗ୍ରେଡେବଲ କାର୍ବୋନଏଡ ମେଟାବୋଲାଇଟ (ବାୟୋଡିସିଏମ୍) ରଖାଯାଇଛି । ଆଇଆଇଟି କାନପୁର ପକ୍ଷରୁ ଇଣ୍ଡିଆନ […]

Continue Reading

କାନ୍ଦି ପକାଇଲେ ଋଷୀ ସୈନିକ: ଆତ୍ମ ସମର୍ପଣ ପରେ ଯବାନଙ୍କୁ ମାଆଙ୍କ ସହ କଥା କରାଇଲେ ୟୁକ୍ରେନ ବାସୀ

ନୂଆଦିଲ୍ଳୀ: ୟୁକ୍ରେନରେ ଋଷ ସୈନିକମାନଙ୍କ ଆତଙ୍କ ଗତ ୮ ଦିନରୁ ଜାରି ରହିଛି । ଅନ୍ୟ ପଟେ ଦେଖିବାକୁ ମିଳିଛି ଯବାନଙ୍କର ଏକ ଭିଡିଓ, ଯାହା ଆପଣଙ୍କ ଛାତିକୁ ମଧ୍ୟ ଥରାଇ ଦେବ । ୟୁକ୍ରେନ ଉପରେ ବର୍ବରତା ଯୋଗୁଁ ଋଷକୁ ହୃଦୟହୀନ କୁହାଯାଉଥିବା ବେଳେ ଅନେକ ଭିଡିଓ ଏମିତି ଅଛି ଯେଉଁଥିରେ ଋଷର ସୈନିକମାନେ ବେସାହାରା ଅନୁଭବ କରୁଥିବା ମନେ ହେଉଛି । ଏହିଭଳି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଋରେ ଜଣେ ଯବାନ […]

Continue Reading

ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ: ହାଣ୍ଡିଶାଳରେ ପଡ଼ିଲା ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ

ଭୁବନେଶ୍ୱର: ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ ରାଜ୍ୟରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି । କାରଣ ଯୁଦ୍ଧ ପାଇଁ ଖାଇବା ତେଳ ଦର ଅଚାନକ ବୃଦ୍ଧି ପାଇଛି । ୩୦ ଟଙ୍କା ପର୍ଯ୍ୟନ୍ତ ପାମୋଲିନ ତେଲ ଦର ବୃଦ୍ଧି ପାଇଛି । ପାମୋଲିନ ତେଲ […]

Continue Reading

ରାଜଧାନୀରେ ବଢ଼ୁଛି ସାଇବର ଠକେଇ ମାମଲା: ମାସକରେ ଲୁଟିଲେଣି ୧.୩୯ କୋଟି

ଭୁବନେଶ୍ୱର:  ରାଜଧାନୀରେ ଦିନକୁ ଦି ବଢ଼ିଚାଲିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ନୂଆ ନୂଆ ତରିକାରେ ପ୍ରତିଦିନ ଲୁଟୁଛନ୍ତି ନିରୀହ ଲୋକଙ୍କୁ । ଏହାରି ମଧ୍ୟରେ ସାଇବର ସେଲର ତଥ୍ୟ । ତଥ୍ୟ ଅନୁଯାୟୀ ଫେବୃଆରୀରେ କେବଳ ରାଜଧାନୀରୁ ୧.୩୯ କୋଟି ସାଇବର ଠକେଇ ହୋଇଛି । ୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଛନ୍ତି ଏହି ଠକ । ତେବେ ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା […]

Continue Reading

ନିବେଶକଙ୍କୁ ଝଟକା: ଲଞ୍ଚ ହେବନି LICର ଆଇପିଓ , ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ଇତିହାସରେ ଲଞ୍ଚ ହେବାକୁ ଥିବା ସବୁଠାରୁ ବଡ ଆଇପିଓ ବର୍ତ୍ତମାନ ଲଞ୍ଚ ହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏଲଆଇସିର ଆଇପିଓ ଲଞ୍ଚ ହୋଇଥିଲେ ଏହା ଭାରତୀୟ ଷ୍ଟକ ବଜାରରେ ଇତିହାସ ସୃଷ୍ଟି କରିଥାନ୍ତା । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ତମ ଆଇପିଓ ଲଞ୍ଚ ପେଟିଏମ ନାମରେ ରହିଛି । ପେଟିଏମ ୧୮୫୦୦ କୋଟି ଟଙ୍କାର ଆଇପିଓ ଲଞ୍ଚ କରିଥିଲା । ଏପରି ପରସ୍ଥିତିରେ ଏଲଆଇସି ଆଇପିଓର ମୂଲ୍ୟ ୫ […]

Continue Reading

GST ଠକେଇ: ଭୁବନେଶ୍ୱରରେ ଗୁଟଖା କମ୍ପାନୀ ଉପରେ ବଡ଼ଧରଣର ଚଢ଼ାଉ

ଭୁବନେଶ୍ୱର: ଜିଏସଟି ଫାଙ୍କିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ଆଜି ବଡ଼ ଧରଣର ଚଢ଼ାଉ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଟଖା ଡିଷ୍ଟ୍ରିବ୍ୟୁଟର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବି ଜିଏସଟି ଚଢ଼ାଉ ହୋଇଛି । ତେବେ ରାଜ୍ୟର ୧୪ଟି ଜିଲ୍ଲାରେ ୧୦୦ରୁ ଅଧିକ ଜିଏସଟି ଟିମ୍ ଆଜି ଚଢ଼ାଉ କରିଛି । ୨୦ଟି ବଡ଼ ଟୋବାକୋ କମ୍ପାନୀ ଉପରେ ଏବେ ବି ଚଢ଼ାଉ ଚାଲିଛି । […]

Continue Reading

ଖାରକିଭରେ ବନ୍ଦ ହେଲା ବିଜୁଳି ସପ୍ଲାଏ, ତୈଳ ଡିପୋରେ ଭୀଷଣ ହମଲା; ହୁ ହୁ ହୋଇ ଜଳୁଛି(Video)

କିଭ୍‌: ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲା ଜାରି ରଖିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ଉପରେ ଅଧିକ ଆକ୍ରମଣ ହେଉଥିବା ଖବର ମିଳିଛି । ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି। ରୁଷର ମିସାଇଲ୍ ଓ ରକେଯ୍ ମାଡ଼ କାରଣରୁ ବର୍ତ୍ତମାନ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି । ଏଠାରେ ଅଲଆଉଟ ଆଟାକ ଆରମ୍ଭ କରିଛି […]

Continue Reading

ପୁଣି ଖାରକିଭରେ ମିସାଇଲ ମାଡ଼, ଉଡ଼ିଗଲା ମିଲିଟାରୀ ହସ୍ପିଟାଲ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନ ରାଜଧାନୀ କିଭ ନିକଟତର ହେବାରେ ଲାଗିଛନ୍ତି ରୁଷ ସେନା । ଖାରକିଭରେ ଠୁଳ ହେଉଛନ୍ତି ରୁଷିଆ ସେନା । ଖାରକିଭରେ ରୁଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି । ଖାରକିଭରେ ହସ୍ପିଟାଲ ଉପରକୁ ରୁଷିଆ ସେନା ଆକ୍ରମଣ କରିଛି । ଏହାରି ମଧ୍ୟରେ ଏୟାରଷ୍ଟ୍ରାଇକ ହୋଇଥିବା ଖାରକିଭ ସହରର ପହଞ୍ଚିସାରିଛନ୍ତି ରୁଷର ଲ୍ୟାଣ୍ଡିଂ ଫୋର୍ସ । ସେଠାରେ ରୁଷ ସୈନିକ […]

Continue Reading