ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ୟୁକ୍ରେନରେ ଯୁଦ୍ଧ ବିରତି ଘୋଷଣା କଲା ଋଷ୍

ଦିଲ୍ଲୀ : ଋଷ୍ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଏହି ଲଢେଇ ମଧ୍ୟରେ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନର ଦୁଇ ସହରରରେ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ଭାରତୀୟ ସମୟ ଅନୁସାରେ ସାଢେ ୧୧ଟାରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ର ବିରତି ଘୋଷଣା କରିଛି ଋଷ୍ । ମାରିୟୋପୋଲ ଓ ବୋଲେନୋବାଖା  ଦୁଇ ସହରରେ […]

Continue Reading

ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାପାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ବାଭିମାନ […]

Continue Reading

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ସେହିପରି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ବିଜେଡିର ମେୟର ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ଦଳେଇ । ଏହି ଦୁଇ ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି […]

Continue Reading

ଭାରତ-ଶ୍ରୀଲଙ୍କା ପ୍ରଥମ କ୍ରିକେଟ ଟେଷ୍ଟ: କୋହଲି ପୁନର୍ବାର ନିରାଶ କଲେ, ଶତକ ହାସଲରୁ ପନ୍ତ ବଂଚିତ

ମୋହାଲୀ: ଏଠାରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଶତକ ହାସଲ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଏହି ପୂର୍ବତନ ଅଧିନାୟକ ୪୫ ରନ କରି ପୁନର୍ବାର ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ରିଷଭ ପନ୍ତ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅଳ୍ପକେ ଶତକ ହାସଲରୁ […]

Continue Reading

“ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ଚଳଚିତ୍ରର ଶୁଭ ମହୁରତ

ମୟୁରଭଞ୍ଜ: ସିନେମା ଜଗତକୁ ଫିକା କରିଦେଇଛି କରନା । କଟକଣା ଉଠିଲା ପରେ ପୁଣି ଚଳଚିତ୍ର ଜଗତରେ ନୂଆ ଆଶା ବାନ୍ଧିଛନ୍ତି ପ୍ରଯୋଜକ, ନିର୍ଦେଶକ ଏବଂ କଳାକାର। କରୋନା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା ଓମ୍ ପ୍ରଡକ୍ସନର ଦୁଇଟି ଓଡ଼ିଆ ଚଳଚିତ୍ରର ଆଜି ବାରିପଦା ସ୍ଥିତି ହରିହର ମନ୍ଦିରରେ ଆଜି ଶୁଭ ମହୁରତ ହୋଇଛି। ଓମ୍ ପ୍ରଡକ୍ସନର ଏହି ୨ ଟି ଚଳଚିତ୍ର ନାମ “ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ରହିଛି । ନିର୍ଦେଶକ […]

Continue Reading

ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ବୋମାମାଡ଼ ଘଟଣା: ୟୁକ୍ରେନ ରାଷ୍ଟପତି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର: ଆଜି ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ସେନା ଆକ୍ରମଣ କରିଛି । ଏହି ପ୍ରସଙ୍ଗରେ ୟୁକ୍ରେନ ରାଷ୍ଟପତି ଭୋଲଦିମିର ଜେନେଲକ୍ସି ଜାପାନ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଟ୍ୱିଟ୍ କରି ଜଣାଇଛନ୍ତି । ଋଷ ଉପରେ ଜାପନ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି ତେଣୁ ୟୁକ୍ରେନ ରାଷ୍ଟ୍ରପତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।https://platform.twitter.com/embed/Tweet.html?creatorScreenName=Odisha_Sambad&dnt=false&embedId=twitter-widget-0&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfSwidGZ3X3NwYWNlX2NhcmQiOnsiYnVja2V0Ijoib2ZmIiwidmVyc2lvbiI6bnVsbH19&frame=false&hideCard=false&hideThread=false&id=1499680634628972549&lang=en&origin=https%3A%2F%2Fodishasambad.in%2Fzelenskyy-briefs-japanese-pm-over-russian-attack-on-nuke-plant%2F&sessionId=3bfd57293f912217006795bd6131e68602ebfcc9&siteScreenName=Odisha_Sambad&theme=light&widgetsVersion=75b3351%3A1642573356397&width=550px CONTINUED DIALOGUE WITH  PM @KISHIDA230. INFORMED ABOUT RUSSIA’S NUCLEAR […]

Continue Reading

କୋହଲିଙ୍କ ଆଉଟ ନେଇ ସଠିକ ଭବିଷ୍ୟବାଣୀ, ସେହ୍ୱାଗ ବି ହୋଇଗଲେ ଚକିତ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୧୦୦ତମ ଟେଷ୍ଟର ପ୍ରଥମ ଇନିଂସରେ ବହୁ ପ୍ରତୀକ୍ଷୀତ ଶତକ ହାସଲ କରିବାରୁ ବଂଚିତ ହୋଇଛନ୍ତି । ସେ ୪୫ ରନ କରି ଲାସିଥ ଏମବୁଲଦେନିୟାଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ । ତେବେ କୋହଲି ତାଙ୍କ ୧୦୦ତମ ଟେଷ୍ଟରେ ଶତକ ହାସଲ କରିପାରିବେ ନାହିଁ ଏବଂ ଏମବୁଲଦେନିୟାଙ୍କ ବୋଲିଂରେ ଆଉଟ ହେବେ ବୋଲି ଶ୍ରୁତି ନାମକ ଟୁଇଟର ୟୁଜର ମ୍ୟାଚର ପୂର୍ବ ଦିନ ୧୨.୪୬ […]

Continue Reading

ପେଶାୱାର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: ୩୦ ମୃତ, ୫୦ରୁ ଅଧିକ ଆହତ

ପେଶାୱାର: ପାକିସ୍ତାନର ପେଶାୱର ଅଂଚଳରେ ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ୩୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ରବାନୀ ବଜାର ନିକଟରେ ଥିବା ମସଜିଦରେ ନମାଜ ପଢ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ୨ଜଣ ଆତଙ୍କୀ ମସଜିଦରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା […]

Continue Reading

ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଛି ଆମେରିକା !

ଦିଲ୍ଲୀ : ଋଷ୍ ର ରାଷ୍ଟ୍ରପତି ଭ୍ଲାନ୍ଦମୀର ପୁଟିନଙ୍କୁ ଆମେରିକା ରିପବ୍ଲିକାନ ସିନେଟର ଲିଣ୍ଡେସ ଗ୍ରାହମ ହତ୍ୟା ପାଇଁ ଆହ୍ୱାନ ଦେଇଛନ୍ତି ।  ଏଥିପାଇଁ ସେ ବ୍ରୁଟସ୍ ଏବଂ କର୍ଣ୍ଣେଲ ଷ୍ଟାଫେନବର୍ଗଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଜୁଲିୟସ କେସର ଜଣେ ରୋମୀୟ ଜେନେରାଲ ଯିଏକି ବ୍ରୁଟସ୍ ଦ୍ୱାରା ହତ୍ୟା କରାଯାଇଥିଲା । ଜର୍ମାନ ସେନା ଅଧିକାରୀ କର୍ଣ୍ଣେଲ ଷ୍ଟାଫେନବର୍ଗ ଜୁଲାଇ ୨୦, ୧୯୪୪ ରେ ଆଡଲଫ ହିଟଲରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ଗୋଟିଏ ପରେ […]

Continue Reading

ବାପା ହେଲେ ଗାୟକ ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି ବୋଲି ସେ କହିଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ ଭଗବାନଙ୍କୁ କନ୍ୟା ରତ୍ନ ମାଗୁଥିଲି । ଜଣେ ଭଲ ବାପା ହେବା ପାଇଁ ମୁଁ ଯଥାସମ୍ଭବ ଉଦ୍ୟମ କରିବି […]

Continue Reading