ଭାରତୀୟ ରିଜର୍ଭ ବ୍ୟାଙ୍କରେ ପ୍ରାର୍ଥୀ ଚୟନ ପାଇଁ ବିଜ୍ଞପ୍ତି: ୯୫୦ ପଦବୀ ପଡିଛି ଖାଲି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରିବାକୁ ଇଚ୍ଚୁକ ଥିବା ବ୍ୟକ୍ତିମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ RBIର ଅଫିସିଆଲ ୱେବସାଇଟ rbi.gov.in ମାଧ୍ୟମରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୮ ତାରିଖକୁ ଧାର୍ଯ୍ୟ କରାଯାଇଛି । ଜଈଓର ଏହି ପଦଗୁଡିକ ପାଇଁ ମୋଟ ୯୫୦ […]

Continue Reading

ଋଷ ସୈନ୍ୟଙ୍କୁ ମିଳିବ କଡା ଜବାବ: ହତିଆର ଉଠାଇଲେ କିଭର ସାଧାରଣ ନାଗରିକ

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ ଯୁଦ୍ଧ । କିଭ ଅଧିକାର କରିବା ପାଇଁ ଋଷ ସେନାବାହିନୀ ନିକଟତର ହେବାକୁ ଲାଗିଛି । ଏହା ମଧ୍ୟରେ ହତିଆର ଉଠାଇଛନ୍ତି କିଭର ସାଧାରଣ ନାଗରିକ । ଋଷର ସୈନ୍ୟ ଯଦି କିଭ୍ ଅଧିକାର କରନ୍ତି ତେବେ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଜବାବ ମିଳିବ । ୟୁକ୍ରେନର ସାଧାରଣ ଲୋକ ହତିଆର ଉଠାଇବାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସାଧାରଣ […]

Continue Reading

କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆସନ୍ତାକାଲିରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି । ଦୁଇ ବର୍ଷ ପରେ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି। ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପିଲାମାନେ […]

Continue Reading

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି ଆଗୁଆ ରହିଛି । ପୁରୀ ଜିଲ୍ଲା ପରିଷଦରେ ଏବେ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ କୌଣସି ବି ଆସନରେ ଆଗୁଆ ରହିପାରିନାହାଁଁନ୍ତି ବୋଲି […]

Continue Reading

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୩ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ ବଢୁଛି ଦ୍ୱନ୍ଦ । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି ତାହା ଦେଖିବାକୁ ସାରା ଓଡ଼ିଶାବାସୀ ଚାହିଁ ବସିଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ବିଜେଡ଼ି ବହୁତ ଆଗରେ ରହିଛି । ବିଭିନ୍ନ ଜୋନ୍ ଗୁଡିକରେ ବିଜେଡ଼ି ଆଗକୁ ଆଗକୁ ବଢି ଚାଲିଛି । […]

Continue Reading

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି […]

Continue Reading

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର ବିଜେଡି ୧୪ ଓ ବିଜେପି ୧୩ଟି ଜିତିଥିଲେ । କଂଗ୍ରେସ ୫ଟି ଜୋନରେ ଜିତିଥିଲା । ସିପିଆଇ, ସିପିଏମ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ […]

Continue Reading

ବିଜେଡିରେ ମିଶିଲେ ୨ଶହରୁ ଅଧିକ ବିଜେପି କର୍ମୀ

ଭୁବନେଶ୍ୱର : ବଢୁଛି ବିଜେଡିର ବଳ । ଆଜି ଭୁବନେଶ୍ୱର ୪୦ ଓ ୪୧ ନମ୍ବର ୱାର୍ଡର ୨ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଧାରାକୁ ନେଇ ବିଜେପି କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ବିଜେଡିର ଶକ୍ତି ଆହୁରି ବୃଦ୍ଧି ହୋଇଛି ।ଅନ୍ୟପଟେ ଯାହାକୁ ବି ପୌର ନିର୍ବାଚନରେ ନବୀନ ବାବୁ […]

Continue Reading

ଋଷ୍-ୟୁକ୍ରେନ ଯୁଦ୍ଧ :୨୧୯ ଜଣ ଛାତ୍ରଛାତ୍ରୀ ଭାରତ ଫେରୁଛନ୍ତି , ରୋମାନିଆରୁ ଉଡାଣ ଭରିଲା ବିମାନ

ଭୁବନେଶ୍ୱର : ଋଷ୍-ୟୁକ୍ରେନ ଯୁଦ୍ଧରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଭାରତ ଫେରୁଛନ୍ତି ।୨୧୯ ଜଣ ଭାରତୀୟ ନାଗରିକଙ୍କ ସହ ମୁମ୍ବାଇକୁ ପ୍ରଥମ ବିମାନ ଶନିବାର ରୋମାନିଆର ବୁଖାରେଷ୍ଟ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଦିନରାତି ଉଦ୍ୟମ ଚାଲିଛି । ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଟ୍ୱିଟ କରି କହିଛନ୍ତି । ସୂଚନା […]

Continue Reading

୩୧୫ ଜୋନର ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ, ୨୬୮ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ତାଜା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି । ସମସ୍ତ ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟ […]

Continue Reading