ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଦିଆଗଲା ଅନ୍ତିମ ବିଦାୟ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ହେମାନନ୍ଦ ବିଶ୍ୱାଳ ଆରପାରିକୁ ଚାଲିଯାଇଛନ୍ତି । ଆଜି ବିଧାନସଭାରେ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଗାର୍ଡ ଅଫ୍ ଦିଆଯାଇଥିଲା । ବିରାଟ ଶୋଭାଯାତ୍ରାରେ ହେମାନନ୍ଦ ବିଶ୍ୱାଳଙ୍କୁ ବିଧାନସଭାକୁ ନିଆଯାଇଥିଲା । ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଂଗ୍ରେସ ଭବନରେ […]

Continue Reading

ପୌର ନିର୍ବାଚନ: ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜିଛି ବିଗୁଲ । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ । ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ଏଥର ନାମାଙ୍କନ ସହ ପ୍ରାର୍ଥୀଙ୍କ ୨ଟି ସତ୍ୟପାଠ ବାଧ୍ୟତାମୂଳକ । ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ରହିବା ଆବଶ୍ୟକ । ଏହା ସହ ଗୋଟିଏ ସ୍ତ୍ରୀ ଜୀବିତ ଏବଂ ୨ରୁ ଅଧିକ ପିଲା […]

Continue Reading

ଆତ୍ମରକ୍ଷାର ଶେଷ ପ୍ରୟାସରେ ୩ଟି ପୋଲ ଉଡାଇଲା ୟୁକ୍ରେନ୍: କିଭରୁ ୩୨ କିମି ଦୂରରେ ଅଛନ୍ତି ଋଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଅଧିକୃତ କରିବାର ନିକଟତର ହୋଇଛି ଋଷିଆ । ୟୁକ୍ରେନକୁ ୩ ଆଡୁ ଆକ୍ରମଣ କରିଥିବା ଋଷିଆ ମାତ୍ର ୩୨ କିମି ଦୂରରେ ରହିଛି । ୟୁକ୍ରେନ ରାଜଧାନୀ କିଭ ଅଧିକାର କରିବା ଠାରୁ ମାତ୍ର ୩୨ କିମି ଦୂରରେ ରହିଥିବା ବେଳେ ଆସନ୍ତାକାଲି କିଛି ଦିନ ମଧ୍ୟରେ ୟୁକ୍ରେନକୁ ଅଧିକୃତ କରିନେବ । ତେବେ ୟୁକ୍ରେନ ପକ୍ଷରୁ ଆତ୍ମରକ୍ଷାର ଶେଷ ପ୍ରୟାସ କରାଯାଇଛି । କିଭକୁ ସଞ୍ଜୋଗ କରୁଥିବା ୩ଟି ପୋଲକୁ ଉଡାଇ ଦେଇଛନ୍ତି […]

Continue Reading

ୟୁକ୍ରେନ ପାଇଁ ବଡ ବିପଦ: ଯୁଦ୍ଧରେ ଋଷ ଛାଡିଲା ଭୟଙ୍କର ସ୍ପେଶାଲ କମାଣ୍ଡୋ ଫୋର୍ସ “ସ୍ପେଶନାଜ’

ନୂଆଦିଲ୍ଲୀ: ତିନି ପଟରୁ ୟୁକ୍ରେନକୁ ଘେରି ନେଇଛି ଋଷ ସେନା । ସେନା କ୍ୟାମ୍ପ ଏବଂ ଏୟାରବେସ ସହିତ ବିଭିନ୍ନ ବଡ ବଡ କୋଠାକୁ ନିଜ ଅକ୍ତିଆରକୁ ନେଇଛି ଋଷ । ତେବେ ୟୁକ୍ରେନର ରାଜଧାନୀ କିଭ ଅଞ୍ଚଳରୁ ମାତ୍ର କିଛି ଦୂରେ ଋଷ ସେନା ଆତଙ୍କ ମଚାଇଥିବା ବେଳେ ଯୁଦ୍ଧ ଧିରେ ଧିରେ ଭୟଙ୍କର ରୂପ ନେଉଛି । ତେବେ ଏହା ମଧ୍ୟରେ ଆଉ ଏକ ଘଟରା ମଧ୍ୟ ସାମନାକୁ ଆସିଛି । ୟୁକ୍ରେନକୁ ହରାଇବା […]

Continue Reading

ପଞ୍ଚାୟତ ନିର୍ବାଚନ: ସକାଳ ୮ଟାରୁ ହେବ ଭୋଟ୍ ଗଣତି

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଶେଷ ହୋଇଛି । ଏହା ପରେ ୨୬ ଫେବ୍ରୁଆରୀ ବା ଆସନ୍ତାକାଲିଠାରୁ ହେବ ଭୋଟ୍ ଗଣତି । ଏନେଇ ଆଜି ପ୍ରେସମିଟରେ ଭୋଟ ଗଣତିକୁ ନେଇ ସୂଚନା ଦେଇଛନ୍ତିି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ । ତାଙ୍କ କହିବା ମୁତାବକ, ‘ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରତି ରାଉଣ୍ଡ ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବ । କଡ଼ା ସୁରକ୍ଷା […]

Continue Reading

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସେଲ୍ କରାଯାଇଛି । ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ । ରେସିଡେଣ୍ଟ୍ କମିଶନର ରବିକାନ୍ତ ସ୍ୱତନ୍ତ୍ର ସେଲ୍ ର ନୋଡାଲ୍ ଅଫିସର୍ ରହିଛନ୍ତି । ଯୋଗାଯୋଗ ପାଇଁ ହ୍ୱାଟସଆପ୍, ଲ୍ୟାଣ୍ଡଲାଇନ୍ ଓ ଇ-ମେଲ୍ ଜାରି କରାଯାଇଛି । ମୋବାଇଲ୍/ହ୍ୱାଟସଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି । […]

Continue Reading

ୟୁକ୍ରେନରୁ ଫେରିବେ ଓଡ଼ିଆ, ସମସ୍ତ ଖର୍ଚ୍ଚ ଭରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ମିଳିଥିବା ତାହା ଅପଡେଟ ହିସାବରେ, ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ […]

Continue Reading

ବଡ଼ ଖବର: ରାଜଧାନୀ କିଭରେ ପଶିଲେ ରୁଷ ସେନା, ଅଟକାଇବା ପାଇଁ ୟୁକ୍ରେନ ସେନା ଉଡ଼ାଇଲେ ବ୍ରିଜ୍

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅସହାୟ ନଜର ଆସିଛନ୍ତି । ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ସହାୟତା ପାଇଁ ମନା କରିଦେଇଛନ୍ତି । ଏହାରି ମଧ୍ୟରେ ରୁଷର ସେନା ୟୁକ୍ରେନର ରାଜଧାନି କିଭରେ ପ୍ରବେଶ କରିଛନ୍ତି । ଏନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ଶତ୍ରୁମାନେ କିଭରେ ପ୍ରବେଶ କରିଥିବା ନେଇ ସେ ଟ୍ୱିଟ୍ କରି […]

Continue Reading

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ । ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବା ସହ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ । ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି […]

Continue Reading

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ,୪ଟି ସ୍ଥାନରେ ଚାଲିଛି ରେଡ

କୋରାପୁଟ : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ । କୋରାପୁଟ ବୋରିଗୁମ୍ମାର ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀଣ କୁମାର ହୋତା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ବୋରିଗୁମ୍ମାରେ ଜଣେ ହେଲପରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ଏହା ସହ ସେ ହେଲପରଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ତାଙ୍କ ନାରେ ଅଭିଯୋଗ ଥିଲା। ବୋରିଗୁମ୍ମା ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ତାଙ୍କ ନାରେ […]

Continue Reading