ଡି-ଗ୍ୟାଙ୍ଗ ଷଡଯନ୍ତ୍ରର ପର୍ଦ୍ଦାଫାଶ କଲା ଏନଆଇଏ: ଟାର୍ଗେଟରେ ଥିଲେ ବଡ ନେତା, ସେଲିବ୍ରିଟି

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡି-ଗ୍ୟାଙ୍ଗର ଏକ ବଡ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏହାର ମୁଖ୍ୟ ତଥା ପାକିସ୍ତାନରେ ଲୁଚିକରି ଥିବା ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ଏ ନେଇ ଏକ ସ୍ପେଶାଲ ୟୁନିଟ ପ୍ରସ୍ତୁତ କରିଥିଲା । ଦିଲ୍ଲୀ ଓ ମୁମ୍ବାଇର ବଡ ନେତା ଏବଂ ସେଲିବ୍ରେଟି ସେମାନଙ୍କ ଟାର୍ଗେଟରେ ରହିଥିଲେ । ଏହା ମାଧ୍ୟମରେ ଭାରତରେ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କ ମୂଳ ଲକ୍ଷ୍ୟ ଥିଲା । […]

Continue Reading

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ହେବେ ୩ ଫର୍ମାଟର ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଶନିବାର ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଅବସରରେ ଟେଷ୍ଟ ଏବଂ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ଟି୨୦ ସିରିଜ ପାଇଁ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ୪ ସିନିୟର ଖେଳାଳି ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହ ଓ ଈଶାନ୍ତ […]

Continue Reading

ୟୁକ୍ରେନ ବିପକ୍ଷରେ ସିଧାସଳଖ ଯୁଦ୍ଧ ଆରମ୍ଭ ନ କରି ଷଡଯନ୍ତ୍ର ରଚିଲାଣି ରୁଷ !

ମସ୍କୋ: ଆମେରିକା ଏବଂ ନାଟୋ ଦେଶର ଚାପ ଯୋଗୁ ୟୁକ୍ରେନ ବିପକ୍ଷରେ ରୁଷ ସିଧାସଳଖ ଯୁଦ୍ଧ ଆରମ୍ଭ କରିପାରୁ ନାହିଁ । ତେବେ ୟୁକ୍ରେନକୁ ଅସୁବିଧାରେ ପକାଇବା ପାଇଁ ଭିତିରିଆ ଷଡଯନ୍ତ୍ର ଜାରୀ ରଖିଛି । ପ୍ରଥମେ ସାଇବର ଆଟାକ ଏବଂ ଏବେ ଆତଙ୍କବାଦୀ ସଂଗଠନକୁ ଧରି ଛାୟା ଯୁଦ୍ଧ ଆରମ୍ଭ କରିଛି । ଶୁକ୍ରବାର ଆତଙ୍କବାଦୀମାନେ ଗୋଟିଏ କାର ଏବଂ ଗ୍ୟାସ ପାଇପ ଲାଇନକୁ ବିସ୍ଫୋରଣରେ ଉଡେଇ ଦେଇଛନ୍ତି । ଏହା ପରେ ୨୦ଟି ସ୍ଥାନରେ […]

Continue Reading

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ପ୍ରଥମେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ  ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବଂଶଲ ଓ ବିଜେପି ରାଜ୍ୟ ସଭାପତି […]

Continue Reading

ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀଙ୍କ ପରଲୋକ

ଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ରବିଶ ତିୱାରୀ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ରବିଶ ତିୱାରୀ ଜଣେ ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ନ୍ୟାସନାଲ ବ୍ୟୁରୋ ଚିଫ୍ ଥିଲେ । ରବିଶ ତିୱାରୀଙ୍କ ମୃତ୍ୟୁ ନେଇ ତାଙ୍କ ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ବିକାଶ ଭଦୌରିଆ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ […]

Continue Reading

୧୩ଟି ବୁଥରେ ପୁନଃ ମତଦାନ ପ୍ରସ୍ତାବ : ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ରବିବାର ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ଏଥିଲାଗି ୬୭୯ ଜଣ ପ୍ରାର୍ଥୀ ଅଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୧୮ ହଜାର ୪୯୫ ୱାର୍ଡରେ ନିର୍ବାଚନ ହେଉଛି । ସେଥିରୁ ୨୭୭୩ଟି ସମ୍ବେଦନଶୀଳ ବୁଥ। ୫୬ ଲକ୍ଷ ୫୩ ହଜାର ୪୦୫ ଭୋଟର ମତଦାନ କରିବେ। ଦ୍ଵିତୀୟ ପର୍ଯ୍ୟାୟରେ ୧୩ଟି […]

Continue Reading

ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ

ଭୁବନେଶ୍ୱର :ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ । ଖଣ୍ଡଗିରି ନିକଟ ଡୁମୁଡୁମାରେ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ପୋଲିସ ପ୍ରଶାସନ ଅଟକାଇଛି । ପୋଲିସ , ଚାଇଲ୍ଡ ଲାଇନ ଓ ସିଡିପିଓ ସନ୍ଧ୍ୟାରାଣୀ ଦେବୀ ସୂଚନା ପାଇ ମିଳିତ ଭାବେ ଚଢାଉ କରି ବାଲ୍ୟ ବିବାହକୁ ଅଟକାଇଥିଲେ । ଉଦ୍ଧାର ନାବାଳିକାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ଶିଶୁଟିର ବୟସ ହୋଇନଥିବା ବେଳେ ତାକୁ ବିବାହ କରାଯାଉଥିଲା ।ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡ ଲାଇନ ପୋଲିସ […]

Continue Reading

ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ : ୩୮ ଓଡିଆ ଶ୍ରମିକ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରରେ ଓଡିଆ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ର ଶ୍ରୀକାକୁଲମ ପାଇଡିଭୀମାବରମ୍ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ ସହ ଶ୍ରମିକ ବୋଝେଇ ବସ୍ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩୮ ଓଡିଆ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ପାଇଡିଭୀମାବରମ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ଶ୍ରୀକାକୁଲମ୍ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଗଞ୍ଜାମ ଜିଲ୍ଲାରୁ ଶ୍ରମିକମାନେ […]

Continue Reading

୧୦୦ତମ ଟି-୨୦ ମ୍ୟାଚରେ ଟସ ଜିତିଲେ କାଏରନ ପୋଲାର୍ଡ: ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭର୍ତକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ କାଏରନ ପୋଲାର୍ଡ । ଆଜିର ମ୍ୟାଚ ପୋଲର୍ଡଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ । ତେବେ ଏହାର ରହିଛି ଦୁଇଟି କାରଣ । ଆସନ୍ତୁ ଜାଣିବା କଣ ସେହି କାରଣ । ଏହି ମ୍ୟାଚ ସହ ପୋଲାର୍ଡ ନିଜର ୧୦୦ ତମ ଟି-୨୦ ମ୍ୟାଚ ଖେଳିବାକୁ […]

Continue Reading

ଡାକ୍ତରଙ୍କୁ RSS ଏଜେଣ୍ଟ କହିଲେ ଅଖିଳେଶ: ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

ନୂଆଦିଲ୍ଲୀ: ନିକଟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଅଖିଳେଶ ଜଣେ ଡାକ୍ତରଙ୍କୁ ବିଜେପି ଓ ଆରଏସଏସ ଏଜେଣ୍ଟ ବୋଲି କହୁଥିବା ଶୁଣିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଭାଇରାଲ ଭିଡିଓର ସତ୍ୟତା ସାମ୍ନାକୁ ଆସିଛି । ଏହା ସହିତ ସମ୍ପୂର୍ଣ୍ଣ ଭିଡିଓଟି ମଧ୍ୟ ସାମ୍ନାକୁ ଆସିଛି । ଭିଡିଓଟି ଜାନୁୟାରୀ ୧୪ ତାରିଖରେ ଶୁଟିଂ କରାଯାଇଥିଲା । କନୌଜରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ […]

Continue Reading