ତାମିଲ ସୁପରହିଟ ସୋରାରଇ ପେଟରୁ ହିନ୍ଦୀ ରିମେକରେ ଅକ୍ଷୟ !
ମୁମ୍ବାଇ: ସାଉଥ ସୁପରଷ୍ଟାର ଅଭିନୀତ ସୁରିୟାଙ୍କ ତାମିଲ ସୁପରହିଟ ଫିଲ୍ମ ସୋରାରଇ ପୋଟରୁ ହିନ୍ଦୀ ରିମେକରେ ଅକ୍ଷୟ କୁମାର ହୀରୋ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମେକର୍ସ କିମ୍ବା ଅକ୍ଷୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଏହି ଫିଲ୍ମ କ୍ୟାପ୍ଟେନ ଜିଆର ଗୋପୀନାଥ ଓ ସୁଧା କୋଙ୍ଗରା ପ୍ରସାଦଙ୍କ ଜୀବନ ଉପରେ ଆଧାରିତ । ଏହାର ସ୍କ୍ରିନ ପ୍ଲେ ଅକ୍ଷୟଙ୍କ ବହୁତ ପସନ୍ଦ ଆସିଛି । […]
Continue Reading
