ୟୁପି ବିଧାନସଭା ନିର୍ବାଚନ: ହଟସିଟ କରହଲରୁ ଓହରିଲେ କଂଗ୍ରେସ ପ୍ରାର୍ଥୀ

କରହାଲ: ୟୁପି ବିଧାନସଭା ନିର୍ବାଚନର ହଟ ସିଟ ବିବେଚନା କରାଯାଉଥିବା କରହଲ ସିଟରୁ କଂଗ୍ରେସ ତାର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି । କରହାଲରୁ ଜ୍ଞାନବତୀ ଯାଦବ ଏବଂ ମୈନପୁରୀରୁ ବୀନିତା ସାକ୍ୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କରହାଲରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ବିଜେପିର କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲା ନିର୍ବାଚନ ଲଢ଼ୁଛନ୍ତି । ଏସପିକୁ ସହଯୋଗ କରିବା ପାଇଁ କଂଗ୍ରେସ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । […]

Continue Reading

ଆଇପିଏଲ ମେଗା ନିଲାମରେ ଓଡିଶାରୁ ମାତ୍ର ୨ଜଣ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ମେଗା ନିଲାମ ପ୍ରକ୍ରିୟାରେ ଓଡିଶାର ମାତ୍ର ୨ଜଣ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏଶନ ୫ଜଣ ଖେଳାଳିଙ୍କ ନାମ ଏଥିପାଇଁ ପଠାଇଥିଲା । ଶୁଭ୍ରାଂଶୁ ଓ ଅଭିଷେକଙ୍କ ବ୍ୟତୀତ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି ମଧ୍ୟ ଏଥିନେଇ ଆଶାୟୀ ଥିଲେ । ଏମାନେ ସମସ୍ତେ ସୟେଦ ମୁସ୍ତାକ ଅଲୀ ଟ୍ରଫି […]

Continue Reading

୨୦୨୨-୨୩ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା

ଭୁବନେଶ୍ୱର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ । । ଚଳିତ ଥର ବଜେଟରୁ ସ୍ପଷ୍ଟ ହୋଇଛି ଯେ ନିକଟ ଭବିଷ୍ୟତରେ ଭାରତ ଡିଜିଟାଲ ବିପ୍ଲବ ପଥରେ ଆଗେଇବ ।କହିବାକୁ ଗଲେ ସରକାର ଗ୍ରାମାଞ୍ଚଳରେ ଡିଜିଟାଲ ସେବା ଆରମ୍ଭ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ୱାନ କ୍ଲାସ ୱାନ […]

Continue Reading

୨୦୨୨-୨୩ରେ ଆସିବ ଡିଜିଟାଲ୍ କରେନ୍ସି

ନୂଆଦିଲ୍ଲୀ: ୨୦୨୨-୨୩ରେ ଆସିବ ଡିଜିଟାଲ କରେନ୍ସି । ଯାହାକୁ ଲଞ୍ଚ କରିବ ନିଜେ ରିଜର୍ବ ବ୍ୟାଙ୍କ । ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ଜାରି ହେବ ଡିଜିଟାଲ ମୁଦ୍ରା । ଡିଜିଟାଲ କରେନ୍ସିଂ ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ । ଏହା ଦେଶର ଅର୍ଥନୀତିକୁ ନୂଆ ଦିଗରେ ନେବ ଏବଂ ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ ବୋଲି ଆଜି ବଜେଟ୍ ଉପସ୍ଥାପନା ସମୟରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । […]

Continue Reading

ନିଶା ନିବାରଣ କେନ୍ଦ୍ର ନାଁରେ ନିର୍ଯାତନା, ୪୯ ଅନ୍ତେବାସୀ ଫେରାର

ବାରିପଦା : ନିଶା ନିବାରଣ କେନ୍ଦ୍ର ନାଁରେ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର । ଯାହାର ସୁଯୋଗ ନେଇ ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୪୯ ଜଣ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ବାରିପଦା କାଳିକାପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣାରେ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପୂର୍ବରୁ […]

Continue Reading

ଉପାନ୍ତ ଅଞ୍ଚଳରେ ଅଫଲାଇନରେ ହେବ ପାଠପଢ଼ା

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କେମିତି ହେବ ପାଠପଢ଼ା ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନଲାଇନରେ ପାଠ ପଢ଼ାକୁ ନେଇ ଚିନ୍ତାରେ ପଡିଛି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ । ତେବେ ପରୀକ୍ଷା ପୂର୍ବରୁ ପିଲା କେମିତି ପଢିବେ ସେ ଦାୟିତ୍ବ ଶିକ୍ଷକ ନେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ଛୋଟ ଛୋଟ ଗ୍ରୁପ କରି […]

Continue Reading

ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ । ସୂଚନା ଅନୁସାରେ ସେ ଜ୍ୱରରେ ପୀଡିତ ଥିଲେ । ତାଙ୍କୁ ଘଟଗାଁ ଗୋଷ୍ଠୀ […]

Continue Reading

ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ୍ କ୍ରାଇସିସ୍

ମସ୍କୋ : ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ କ୍ରାଇସିସ । ଋଷ ଓ ଆମେରିକା ନେତୃତ୍ବାଧୀନ ନାଟୋ ବାହିନୀ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ । ସେପଟେ ଆଫଗାନିସ୍ତାନ ସ୍ଥିତି ପରି ସମସ୍ୟା ଉପୁଜିବା ଆଶଙ୍କା କରି ଭାରତ ପକ୍ଷରୁ ନିଆଯାଇଛି ଆଗୁଆ ପଦକ୍ଷେପ । ୟୁକ୍ରେନରେ ରହୁଥିବା ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ନାଗରିକଙ୍କୁ କିଏଭସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ନିଜ ନିଜ ନାମ ତୁରନ୍ତ ପଞ୍ଜିକରଣ କରିବା ଲାଗି […]

Continue Reading

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ହଟିବ ନାଇଟ କର୍ଫ୍ୟୁ ,ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ

କର୍ଣ୍ଣାଟକ : କର୍ଣ୍ଣାଟକରେ ହଟିବ ନାଇଟ କର୍ଫ୍ୟୁ । କର୍ଣ୍ଣାଟକ ସରକାର ସୋମବାର ୩୧ ତାରିଖ ରାତିରୁ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି  ।କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭିନ୍ନ ମନ୍ତ୍ରୀ , ବରିଷ୍ଠ ଅଧିକାରୀ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଏହି ବୈଠକରେ ନାଇଟ କର୍ଫ୍ୟୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି । ଏଣିକି ସମସ୍ତ ସ୍କୁଲ କଲେଜ ଖୋଲିବ । ହୋଟେଲ, ବାର , ରେଷ୍ଟୁରାଣ୍ଟଉପରେ ଲଗାଯାଇଥିବା ୫୦ ପ୍ରତିଶତ […]

Continue Reading

ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଏହି ନୂଆ ଭୂତାଣୁ ମଣିଷ ଲାଗି ଅଧିକ ବିପଦ । ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଚୀନର ଉହାନ୍ ଗବେଷକମାନେ ଏହି ଭାଇରସକୁ ଚିହ୍ନଟ କରିବା ପରେ ବିଶ୍ବବ୍ୟାପୀ ଆଶଙ୍କା ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକାରେ ବିଶେଷ କରି ବାଦୁଡି ଦେହରେ ଦେଖାଯାଉଥିବା ନିଓକୋଭ ଏକ ଜଟିଳ ପ୍ରକାର […]

Continue Reading