ଅନ୍ତିମ ସଂସ୍କାର ପାଇଁ ବ୍ୟବହୃତ ପଦାର୍ଥ ବିଜ୍ଞାପନରେ ବି ବିକନୀ ପିନ୍ଧା ମଡେଲ !

ମସ୍କୋ: ରୁଷିଆର ଏକ କମ୍ପାନୀର ବିଜ୍ଞାପନ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଅବଶ୍ୟ ଏହାକୁ ଅଧିକାଂଶ ନାପସନ୍ଦ କରିଛନ୍ତି । ରୁଷିଆନ ମର୍ଚୁରୀ ସର୍ଭିସ (ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକ କମ୍ପାନୀ) ବିକନୀ ପିନ୍ଧିଥିବା ମହିଳା ମଡେଲ୍ସଙ୍କ ଫଟୋ ବିଜ୍ଞାପନ ପାଇଁ ବ୍ୟବହାର କରିଛି । ହୋରୋନିମ ଅଣ୍ଡରଟେକର୍ସର କେତେକ ମଡେଲ କଫିନ ଉପରେ ଶୋଇଥିବା ବେଳେ ଅନ୍ୟମାନଙ୍କୁ ଉତେଜକ ପୋଜ ଦେଉଥିବା ଦେଖିବାକୁ ମିଳିଛି । ସୋସିଆଲ […]

Continue Reading

ବଡଦାଣ୍ଡରେ ପହଞ୍ଚିଲା ରଥକାଠ

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ରଥକାଠ । ପୁରୀ ବଡଦାଣ୍ଡରେ ରଥ କାଠ ବୋଝେଇ ଟ୍ରକ ଆସି ପହଁଞ୍ଚି ସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୬୩ ଟି କାଠ ୩ଟି ଟ୍ରକରେ ଆସି ପହଁଞ୍ଚିଛି । ଚଳିତ ବର୍ଷ ମୋଟ୍ ୭୬୫ କାଠର ଆବଶ୍ୟକତା ରହିଛି ।ପୂର୍ବ ବର୍ଷର ୮୦ ଖଣ୍ଡ କାଠ ବଳକା ରହିଛିା ଚଳିତ ବର୍ଷ ଆବଶ୍ୟକତା କାଠ ଠାରୁ ୪୨୨ ଖଣ୍ଡ କାଠ ସାମିଲ କରାଯିବ ଏବଂ ୩୬୩ ଖଣ୍ଡ କାଠ ରଥ […]

Continue Reading

ନନ୍ଦନକାନନ: ବାଘ ଶାବକ ବଂଶୀର ମୃତ୍ୟୁ

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୦ ମାସ ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି । ଏହା ଧଳା ବାଘୁଣୀ ‘ବିଜୟା’ର ଶାବକ ବୋଲି ଜଣାପଡ଼ିଛି । ଗତ ୧୦ ଦିନ ହେଲା ବାଘ ସଫାରୀରେ ବିଜୟା ସହ ତା’ର ୩ ଶାବକଙ୍କୁ ଛଡ଼ାଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକଙ୍କ ସହ ମା’ ଫିଡିଂ ଚାମ୍ବରକୁ ଆସୁଥିଲା । ହେଲେ ତୃତୀୟ ଶାବକ ଆସୁନଥିଲା । ଆଜି ଜଣାପଡ଼ିଲା ଯେ, ତୃତୀୟ […]

Continue Reading

ଫାଙ୍କା ଗୁଳି ଚାଳନା କରି ୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଖୋର୍ଦ୍ଧା : ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଟଙ୍କା ଲୁଟ୍ । ଖୋର୍ଦ୍ଧା ବାଘମାରି ବାମଡିହ ଛକରେ ଫାଙ୍କା ଗୁଳି ଚଳାଇ ବ୍ୟକ୍ତିଙ୍କ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ମର୍ଡନ ଫଟିଲାଇଜରର ଦୁଇ ଜଣ କର୍ମଚାରୀ ନୟାଗଡ ଅଞ୍ଚଳରୁ ଟଙ୍କା ନେଇ ଆସୁଥିବା ବେଳେ ଏପରି ଅଘଟଣ ଘଟିଛି । ଦୁର୍ବୁର୍ତ୍ତ ମାନେ ଫାଙ୍କା ଗୁଳିମାଡ କରିବା ସହ ବାମଡିହ ଛକ ନିକଟରେ ତାଙ୍କ ହାତରୁ ଟଙ୍କା ବ୍ୟାଗ ନେଇ […]

Continue Reading

ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ସ୍ଥାନ ପାଇଛନ୍ତି । ନୀରଜଙ୍କୁ ଲୌରେସ ୱାର୍ଲ୍ଡ ବ୍ରେକ ଥ୍ରୁ ଅଫ ଦି ଇୟର ଆୱାର୍ଡ ପାଇଁ ଶର୍ଟଲିଷ୍ଟ କରାଯାଇଛି । ଅଲଗା ଅଲଗା ବିଭାଗରେ ପୋଲାଣ୍ଡ ଫୁଟବଲ ଖେଳାଳି ରବର୍ଟ ଲେବାନଡିସ୍କି, ଆର୍ଜେଂଟିନାର ଲିଓନେଲ ମେସି, ସର୍ବିୟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ, ଅଷ୍ଟ୍ରେଲିଆର ଆଶଲେ ବାର୍ଟି ଏବଂ ମେସିଙ୍କ ଜାତୀୟ […]

Continue Reading

ପଶ୍ଚିମବଙ୍ଗରେ ବିଜେପିର ଦଲାଲ ଅଛନ୍ତି, ରାଜ୍ୟପାଳଙ୍କୁ ଟାର୍ଗେଟ କରି ଏମିତି କହିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ପାଳଙ୍କୁ ଟାର୍ଗଟ କରି ମମତା ଆଜି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ରାଜ୍ୟରେ ବିଜେପି ଏଜେଣ୍ଟ ରଖିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଭାରତୀୟ ପାର୍ଟି ତରଫରୁ ଦଲାଲ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ । ଯାହାକି ରାଜ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ମମତା କହିଛନ୍ତି । ଏହି […]

Continue Reading

ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି । ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି ତାର ତଥ୍ୟ ପ୍ରତିଦିନ କ୍ଲାସ ସରିଲେ ଏହାର ଅପଡେଟ୍ ଦେବେ ଶିକ୍ଷକ । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି । ନିୟମିତ […]

Continue Reading

ଅପରିବର୍ତ୍ତିତ ରହିଲା ଆୟକର ସୀମା, ମଧ୍ୟବିତ୍ତ ନିରାଶ

ନୂଆଦିଲ୍ଲୀ : ଆୟକର ଉପରେ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅପରିବର୍ତ୍ତିତ ରହିଛି ଆୟକର ସୀମା । ହେଲେ ପୁଣି ନିରାଶ ହୋଇଛନ୍ତି ମଧ୍ୟବିତ୍ତ । ଲଗାତର ଦ୍ବିତୀୟ ବର୍ଷ ପାଇଁ ଅପରିବର୍ତ୍ତିତ ରହିଛି ଆୟକର ସୀମା । ବ୍ୟକ୍ତିଗତ କର ହାର ମଧ୍ୟ ଅପରିବର୍ତ୍ତିତ ରହିଛି । ଚଳିତବର୍ଷର ସାଧାରଣ ବଜେଟରେ ଟିକସ ବ୍ୟବସ୍ଥା ପାଇଁ ବଡ ଘୋଷଣା ହୋଇଛି । ଆଇଟି ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ […]

Continue Reading

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ : ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ବିଭିନ୍ନ କ୍ଷେତ୍ରରେ ଉପରେ ଗୁରୁତ୍ବ ଦିଆଯାଇଛି । ବଜେଟ ଉପସ୍ଥାପନ ବେଳେ, ଡିଜିଟାଲ ୟୁନିଭର୍ସିଟି ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆଞ୍ଚଳିକ ଭାଷାରେ ପିଲାଙ୍କ ପଢା ପାଇଁ ୨ ଶହ ଚ୍ୟାନେଲ୍‌ ହେବ । ଶିକ୍ଷା ପାଇଁ ଓ୍ବାନ୍ କ୍ଲାସ ଓ୍ବାନ୍ […]

Continue Reading

ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ,କର୍ପୋରେଟ କମ୍ପାନୀ ଲାଭବାନ ହେବେ :ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କୋନୁନଗୋ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ବଜେଟରେ ସାଧାରଣ ଜନତାଙ୍କ ପାଇଁ କିଛି ନାହିାଁ ସାଧାରଣତଃ କହିବାକୁ ଗଲେ ଚଳିତଥର ବଜେଟ ସାଧାରଣ ଜନତାଙ୍କ ପାଇଁ ନୁହେଁ ବୋଲି କହିଛନ୍ତି । ଚାଷୀ ମାନଙ୍କ ପାଇଁ ମଧ୍ୟ ସେମିତି କିଛି ନାହିାଁ ଚାଷୀ […]

Continue Reading