ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ଷ୍ଟାର ଆଥଲେଟ ନୀରଜ ଚୋପ୍ରାଙ୍କୁ ଆଉ ଏକ ବଡ ସମ୍ମାନ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ନୀରଜଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବେ । ଜାଭେଲିନରେ ସ୍ୱର୍ଣ୍ଣ ଜିତିବା ସହ ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ଏହି ସଫଳତା […]

Continue Reading

ପୁରୀ ଶିିଶୁକନ୍ୟା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ପୁରୀ : ପୁରୀରେ ୫ ବର୍ଷର କୁନିଝିଅ ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ ଗିରଫ ଦାବି ଜୋର ଧରିଲ।। ଦୁଷ୍କର୍ମ ଘଟିବାର ୩୬ ଘଣ୍ଟା ହୋଇଗଲାଣି ହେଲେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁରୀ ପୋଲିସ ।ଯାହାକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସ୍ପି ଅଫିସ ଘେରାଉ କରାଯାଇଛି । ଏହି ଘଟଣାକୁ ବିଜେପି ମହିଳା ମୋର୍ଚ୍ଚା କର୍ମୀ ମାନେ ନିନ୍ଦା ମଧ୍ୟ କରିଛନ୍ତି । ଦୋଷୀକୁ ଶୀଘ୍ର ଗିରଫ କରା ନଗଲେ ଆନ୍ଦୋଳନ […]

Continue Reading

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ

ନୂଆଦିଲ୍ଲୀ: ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ବିଜେପିରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସୌମ୍ୟ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ । ତାଙ୍କୁ କଡା ଟକ୍କର ଦେବା ପାଇଁ ଆରପିଏନ ସିଂଙ୍କୁ ଦଳରେ ସାମିଲ କରାଯାଇଛି । ବିଜେପିରେ ଯୋଗ ଦେବା ପରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । […]

Continue Reading

ପୁନଃନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନରେ  ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନରେ ଆଉଥରେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ କି କୌଣସି କାରଣରୁ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । ସେସବୁ ସ୍ଥାନରେ ପୂନର୍ବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି । ୨୭ ତାରିଖରେ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ […]

Continue Reading

ତପସ୍ୱିନୀଙ୍କୁ ନୋଟିସ୍ କଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ପହଞ୍ଚିଲା ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ । ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଛି । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା ଦର୍ଶାଇଛନ୍ତି କୋର୍ଟ । ଆଉ ଏଥିପାଇଁ ଉଭୟ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟ ନୋଟିସ୍ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୮କୁ ଦିନ ଧାର୍ଯ୍ୟ […]

Continue Reading

ଦେଶରେ ଚିନ୍ତା ବଢ଼ାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2

ନୂଆଦିଲ୍ଲୀ : ମହାମାରୀକୁ ନେଇ ଚିନ୍ତା ଥମୁନଥିବା ବେଳେ, ଏବେ ଦେଶରେ ଚିନ୍ତା ବଢାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2 । ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ଜରିଆରେ ୫୩୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । କେବଳ ଭାରତ ନୁହେଁ, ବିଶ୍ବର ୪୦ ଦେଶରେ କାୟା ମେଲାଇଲାଣି ଓମିକ୍ରନର ସବ୍‌-ଭାରିଆଣ୍ଟ BA.2 । ପ୍ରଥମେ ଗତ ଡିସେମ୍ବର ୬ରେ ଏହି ଭାରିଆଣ୍ଟର ସଂକ୍ରମଣ ସୂଚନା ମିଳିଥିଲା । ଆଉ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୪୨୬ […]

Continue Reading

ଟେଲରଙ୍କ ଚାଂଚଲ୍ୟକର ବୟାନ: ପ୍ରଥମେ ବ୍ଲାକମେଲ, ପରେ ସ୍ପଟ ଫିକ୍ସିଂ ପାଇଁ ଚାପ

ହରାରେ: ସ୍ପଟ ଫିକ୍ସିଂର କଳା ବାଦଲ ପୁଣି କ୍ରିକେଟକୁ ଫେରିଛି । ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ସୋମବାର ଏ ନେଇ ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ଟୁଇଟର ମାଧ୍ୟମରେ ୩୫ ବର୍ଷୀୟ ଟେଲର ଜଣାଇଛନ୍ତି ଯେ, ୨୦୧୯ରେ ଜଣେ ଭାରତୀୟ ବ୍ୟବସାୟୀଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେଠାରେ ସେମାନେ ମୋତେ କୋକେନ ଯାଚିଥିଲେ ଏବଂ ମୁଁ ଏହାକୁ ସେବନ କରିଥିଲି । ଏହାର ପରଦିନ ଜଣେ ବ୍ୟକ୍ତି ମୋ ରୁମକୁ […]

Continue Reading

ମାର୍କେଟରେ ରଙ୍ଗବେରଙ୍ଗ ଭେରାଇଟି ସିଙ୍ଗଡ଼ା

କାନପୁର: ପ୍ରବଳ ଥଣ୍ଡାରେ ଗରମ ଗରମ ସିଙ୍ଗଡ଼ାର ମଜା କାହାକୁ ବା ଭଲ ନଲାଗେ । ଚଟପଟି ଚଟନୀ ସାଙ୍ଗକୁ ସିଙ୍ଗଡ଼ା । ଏହାର ଭରପୁର ମଜା ନିଅନ୍ତି ଛୋଟରୁ ବଡ଼ । ଏମିତି ଖୁବ୍ କମ୍ ଲୋକ ଥିବେ, ଯାହାଙ୍କୁ ସିଙ୍ଗଡ଼ା ପସନ୍ଦ ନଥିବ । ହେଲେ ବଦଳୁଥିବା ସମୟ ସହ ଲୋକଙ୍କ ପସନ୍ଦ ମଧ୍ୟ ବଦଳୁଛି । ଲୋକଙ୍କ ପସନ୍ଦ ଅନୁଯାୟୀ ବ୍ୟବସାୟୀ ମଧ୍ୟ ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ନୂଆ ନୂଆ […]

Continue Reading

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ । ହେଲେ ଅନ୍ୟ ରାଜ୍ୟ ଗୁଡିକ ଓ ମେଟ୍ରୋ ସିଟି ଗୁଡିକରେ ଗୋଷ୍ଠୀ ସଂକ୍ରମଣ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଓମିକ୍ରନ ସଂଖ୍ୟା ବଢିଛି । ଓଡିଶା ଆଡକୁ ଗୋଷ୍ଠୀ ସଂକ୍ରମଣ ମୁହାଁଉଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି […]

Continue Reading

ବାପା ହେବାକୁ ଯାଉଛନ୍ତି ହୋଷ୍ଟ ଆଦିତ୍ୟ ନାରାୟଣ ,ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ମୁମ୍ବାଇ : ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କ ପୁଅ ହୋଷ୍ଟ ଆଦିତ୍ୟ ନାରାୟଣ ।ଏନେଇ ଆଦିତ୍ୟ ପତ୍ନୀ ଶ୍ୱେତାଙ୍କ ସହ କରିଥିବା ମ୍ୟାଟରନିଟି ଫୋଟୋ ସୁଟ ସମୟର କିଛି ଫଟୋକୁ ସୋସିାଲ ମିଡିଆରେ ସେୟାର କରିଛନ୍ତି । ନିଜେ ବାପା ହେବାକୁ ଯାଉଛନ୍ତି ବୋଲି ନିଜର ପ୍ରଶଂସକ ମାନଙ୍କୁ ଜଚ୍ଚାଇଛନ୍ତି । ଏହା ଆଦିତ୍ୟ ଓ ଶ୍ୱେତାଙ୍କ ପ୍ରଥମ ସନ୍ତାନ ହେବ । ଏନେଇ ଆଦିତ୍ୟ ନାରାୟଣଙ୍କ ପରିବାର ବର୍ଗ […]

Continue Reading