ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି
ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲୋକମାନେ ବହୁ ହଇରାଣ ହୋଇଥିଲେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, କୋରାପୁଟରେ (୫୦ମିଟର), ସୁନ୍ଦରଗଡରେ (୫୦ମିଟର), ବଲାଙ୍ଗିରରେ (୭୫ମିଟର), କେନ୍ଦୁଝରରେ (୧୫୦ମିଟର)ରେ ଘନ କୁହୁଡ଼ି ଥିବା ଦେଖାଦେଇଛି । ଫୁଲବାଣୀ ଓ ଭବାନୀପାଟଣାରେ ମଧ୍ୟମ ଧରଣର (୨୦୦ମିଟର) […]
Continue Reading
