ଜାନୁଆରୀ ୧ରୁ CoWIN ଆପରେ ଆରମ୍ଭ ହେବ ୧୫-୧୮ ବର୍ଷର ପିଲାଙ୍କ ରେଜିଷ୍ଟ୍ରେସନ୍, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ: ଭାରତରେ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ପିଲଶାଙ୍କ ଟିକାକରଣ ନେଇ ଘୋଷଣା କରିଥିଲେ । ଏହି ଟିକାକରଣ ଜାନୁଆରୀ ୩, ୨୦୨୨ରେ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ କୋଭିଡ୍-୧୯ଭାଇରସ୍ ବିରୋଧରେ ପିଲାଙ୍କ ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଜାନୁଆରୀ ୧ ତାରିଖରେ ଆରମ୍ଭ ହେବ । ଏନେଇ କୋୱିନ୍ ପ୍ଲାଟଫର୍ମର ମୁଖ୍ୟ ଡା. ଆରଏସ୍ ଶର୍ମାଙ୍କ କହିବା ମୁତାବକ, ୧୫-୧୮ […]
Continue Reading
