ବ୍ୟାଟିଂରେ ଇତିହାସ ରଚିଲେ ଇଂଲଣ୍ଡ ପେସ ବୋଲର ଆଣ୍ଡରସନ

ମେଲବୋର୍ଣ୍ଣ: ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ ବ୍ୟାଟିଂରେ ଇତିହାସ ରଚିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ନଟଆଉଟ ରହିବା ରେକର୍ଡ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୧୦୦ ଥର ନଟଆଉଟ ରହିଛନ୍ତି । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏତେ ମ୍ୟାଚରେ ନଟଆଉଟ ରହି ନ ଥିଲେ । ଆଡିଲେଡରେ ଖେଳା ଯାଉଥିବା ଆଶେସ ସିରିଜର ଦ୍ୱିତୀୟ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଆଣ୍ଡରସନଙ୍କ ପଛକୁ ୱେଷ୍ଟଇଣ୍ଡିଜର […]

Continue Reading

ଗୋଟିଏ ଦିନରେ କେରଳରେ ୨ ନେତାଙ୍କୁ ହତ୍ୟା, ୧୪୪ ଧାରା ଜାରୀ

ଥିରୁଭାନନ୍ତପୁରମ: କେରଳରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଆଲାପ୍ପୁଝାରେ ବିଜେପି ନେତା ଓ ଓବିସି ମୋର୍ଚ୍ଚାର ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ଘର ନିକଟରେ ହତ୍ୟା କରାଯାଇଛି । ପୂର୍ବରୁ ଏସଡିପିଆଇ ନେତା ଶାନ କେଏସଙ୍କୁ ଅଜଣା ଆକ୍ରମଣକାରୀ ହତ୍ୟା କରିଥିଲେ । ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲାପାଳ ଏ.ସିକନ୍ଦର ସୂଚନା ଦେଇଛନ୍ତି । […]

Continue Reading

ମାଲକାନଗିରିରୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ମାଲକାନଗିରି: ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ମାଲକାନଗିରିରୁ ଶୁଭାରମ୍ଭ କରିବା ପରେ ଏବେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଛି ମାଲକାନଗିରି । […]

Continue Reading

ଅନୁଗୁଳରେ କଲରାପତାରିଆ ବାଘର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଛି । ଜରପଡ଼ା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ବାତ୍ରାଖୋଲ ନିକଟରେ ବାଘର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଏକ କଲରାପତରିଆ ବାଘ ମରିପଡ଼ିଥିବା ଜଣାପଡ଼ିଛି । କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏ ସମ୍ପର୍କରେ ଖବର ପାଇବା ପରେ ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ […]

Continue Reading

ବଢ଼ୁଛି ଓମିକ୍ରନ ଚିନ୍ତା, ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଚିନ୍ତା । ଦିନକୁ ଦିନ ସଂଖ୍ୟା ବଢ଼ୁଥିବାବେଳେ ଯାହା ଚିନ୍ତାଜନକ ହୋଇପଡ଼ିଛି । ଏଯାଏଁ ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଅନ୍ୟ ତିନିଜଣଙ୍କ ନମୂନା ଜିନମ ସିକ୍ୱେନ୍ସ ପାଇଁ ଯାଇଛି । ରିପୋର୍ଟ ଆସିଲେ ଜଣାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । […]

Continue Reading

ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ

ମାଲକାନଗିରି: ସତ୍ୟ ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଡ଼ାକ୍ତର ଓ ମେଡ଼ିକାଲ କର୍ମଚାରୀମାନେ ସାମ୍ବାଦିକଙ୍କ ବିରୁଦ୍ଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ଉଚିତ୍ ତଦନ୍ତ ନକରି ରାତି ଦୁଇଟା ସମୟରେ ଆତଙ୍କବାଦୀଙ୍କୁ ଗିରଫ କରିବା […]

Continue Reading

ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ

ଭୁବନେଶ୍ୱର : ପରଲୋକରେ ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟଙ୍କର ଶନିବାର ସକାଳ ୮ ଟା ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-4 ଅଞ୍ଚଳରେ ତାଙ୍କର ଭେଟେନାରୀ ହସ୍ପିଟାଲ ବହୁ ଲୋକପ୍ରିୟ ଥିଲା । ସେ ଜଣେ ପ୍ରସିଦ୍ଧ ପ୍ରାଣୀ […]

Continue Reading

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲା , ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ADG ସ୍ଥିତି ଅନୁଧ୍ୟାନ କଲେ

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପୁରୀ ଗସ୍ତରେ ଆସି ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଅଗ୍ରଗତୀ ପାଇଁ ସମୀକ୍ଷା କରିଛନ୍ତି । ପରେ ସେ ମୃତ ଦେହ ମିଳିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରାଇମବ୍ରାଞ୍ଚ ଅଧିକାରୀ, ପୁରୀ ଏସପି ,ସଦର ଏସଡିପିଓ , କେସର ତଦନ୍ତ ଅଧିକାରୀ ଉପସ୍ଥିତ ଥିଲେ । ତେବେ […]

Continue Reading

କେନାଲରୁ ମିଳିଲା କଙ୍କାଳ, ମିଳୁନି ପରିଚୟ

ପିପିଲି: କେନାଲରୁ କଙ୍କାଳ ସହ ଖପୁରୀ ଉଦ୍ଧାର । ପିପିଲି କଢିମୂଳ କେନାଲ ସଫେଇବେଳେ ମଣିଷ କଙ୍କାଳ ସହ ଏକ ଖପୁରୀ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖପୁରୀ ଓ କଙ୍କାଳକୁ ଉଦ୍ଧାର କରିଛି । ଏଗୁଡ଼ିକ ପୁରୁଷର କି ମହିଳାର ଜଣାପଡ଼ି ନାହିଁ । କେତେଦିନରୁ ଏହା କେନାଲ ଭିତରେ ପଡ଼ିଛି ତାହାମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ସୂଚନା ଅନୁସାରେ, କଢିମୂଳ କେନାଲରେ କିଛି ଖପୁରୀ ଓ କଙ୍କାଳ ଭାସୁଥିବାର ସ୍ଥାନୀୟ […]

Continue Reading

ଫିଲ୍ମ ‘୮୩’ ପାଇଁ ପ୍ରଥମ ପସନ୍ଦ ଥିଲେ ଅର୍ଜୁନ!

ନୂଆଦିଲ୍ଲୀ: ଆଗାମୀ କ୍ରୀଡ଼ା ଚଳଚ୍ଚିତ୍ର ‘୮୩’ର ନିର୍ଦ୍ଦେଶକ କବୀର ଖାନ କହିଛନ୍ତି ଯେ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ମୁଖ୍ୟ ଭୂମିକା ପାଇଁ ଅଭିନେତା ରଣବୀର ସିଂ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। କପିଲ ଦେବଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ କ୍ରିକେଟ୍ ଦଳ ୧୯୮୩ ମସିହାରେ ଦେଶର ପ୍ରଥମ ବିଶ୍ୱକପ ଜିତି ଇତିହାସ ରଚିଥିଲା ଏହାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ୧୯୮୩ ବିଶ୍ବକପ୍‌ର ପ୍ରତିଟି ମୁହୂର୍ତ୍ତକୁ ଦର୍ଶକ ଆଉ ଥରେ ଅନୁଭବ କରିପାରିବେ। […]

Continue Reading