ଓଡ଼ିଶାରେ ଅପରିବର୍ତ୍ତିତ ରହିଲା ବିଜୁଳି ଦର: ଅନଲାଇନରେ ପେମେଣ୍ଟ କଲେ ମିଳିବ ବଡ଼ ରିହାତି
ଭୁବନେଶ୍ୱର: ରାଜ୍ୟରେ ଅପରିବର୍ତ୍ତିତ ରହିବ ବିଜୁଳି ଦର। ଦର ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତି ନେଇଛି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)। ଘରେ।ଇ ଉପଭୋକ୍ତାଙ୍କ ପାଇଁ ମଧ୍ୟ ବୁଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ୫୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ₹ ୩, ୫୦-୨୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୦-୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା, ୪୦୦ ରୁ ଅଧିକ ୟୁନିଟ୍ ପାଇଁ ୬.୨୦ ଟଙ୍କା ୨୦୨୩-୨୪ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିଜିଟାଲ ମୋଡ୍ରେ […]
Continue Reading
