ଚିତ୍ତରଞ୍ଜନ ମୃତ୍ୟୁ ମାମଲା ; ପରିବାର ଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ ଟିମ୍

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଚିତ୍ତରଞ୍ଜନଙ୍କ ପରିବାରକୁ ଭେଟିଛି କ୍ରାଇବ୍ରାଞ୍ଚ ଟିମ୍  ଏବଂ ଚିତ୍ତ ରଞ୍ଜନଙ୍କ ପରିବାରର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ପୁରୀ ବାସେଳୀସାହି ଥାନାରେ ଚାଲିଛି ଜେରା । ଅଟକ ଥିବା ଚିତ୍ତର ସାଙ୍ଗ ଶାସନ ଦାମୋଦର ପୁରର ଜଗନ୍ନାଥ ଷଡ଼ଙ୍ଗୀ, ବାସୁଦେବପୁରର ସୂର୍ୟ୍ୟ ପ୍ରସାଦ ମିଶ୍ର, ଚିତ୍ତଙ୍କ ପୁତୁରା ଦୀଲିପ […]

Continue Reading

ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ । ନିର୍ବାଚନୀ ସଂସ୍କାର ପାଇଁ ୨୦୧୯ରୁ ଏଭଳି ପ୍ରସ୍ତାବ ଭାରତୀୟ ନିର୍ବାଚନ କମିଶନ ଦେଇଥିବା ବେଳେ, କେନ୍ଦ୍ର କ୍ୟାବିନେଟ ଏହା ଉପରେ ମୋହର ମାରିଛି । ଏହାଦ୍ବାରା ନକଲି ଭୋଟରଙ୍କ ଉପରେ ଅଙ୍କୁଶ ଲାଗିବ । ଖାଲି ସେତିକୁ ନୁହେଁ, ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ପାରିବେ ନାହିଁ ଭୋଟର । ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ […]

Continue Reading

ମା ଗୋଜବାୟାଣୀଙ୍କ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି

ଭୁବନେଶ୍ୱର: ମା ଗୋଜବାୟାଣୀଙ୍କ ପୀଠକୁ ମିଳୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା । ୫ଟି ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦ୍ୱାରା ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନୟନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା । ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ଏକ ପ୍ରମୁଖ ଦେବୀ ପୀଠ ତଥା ଶ୍ରଦ୍ଧାଳୁଙ୍କ ଆସ୍ଥା ବିଶ୍ୱାସର କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ […]

Continue Reading

ମହାରାଷ୍ଟ୍ରରେ ଶଗଡ ଦୌଡକୁ ଅନୁମତି ଦେଲେ ସୁପ୍ରିିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶଗଡ ଦୌଡକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏଥିନେଇ ମହାରାଷ୍ଟ୍ରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତରେ ୨୦୧୮ରେ ଏହାକୁ ବମ୍ବେ ହାଇକୋର୍ଟ ବନ୍ଦ କରିଥିଲେ । ପରେ ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା । ବିଚାରପତି ଏଏମ ଖାନୱିଲକର ଓ ସିଟି କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ […]

Continue Reading

ଦେଶରେ ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଜାରି ହେଇଛି ଆଧାର କାର୍ଡ

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୧୩୧ କୋଟି ଆଧାର କାର୍ଡ ଜାରି କରାଯାଇଛି ବୋଲି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ସିଇଓ ସୌରଭ ଗର୍ଗ ଗୁରୁବାର ଦିନ କହିଛନ୍ତି। UIDAI ହେଉଛି ଏକ ଆଇନଗତ ପ୍ରାଧିକରଣ ଯାହା ଆଧାରକୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଭାରତର ନାଗରିକମାନଙ୍କୁ ଆଧାର କାର୍ଡ ପ୍ରଦାନ କରିଥାଏ। ଭାରତର ବୟସ୍କ ଜନସଂଖ୍ୟାର ମୋଟ ୯୯.୭% ଆଧାରରେ ନାମ ଲେଖାଇ ସାରିଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ପ୍ରାୟ ୩୦୦ ଟି ଯୋଜନା ଏବଂ […]

Continue Reading

ଅଡିଓ ଟେପ୍ ଜାରି କଲେ ଡାକ୍ତର ସୁମିତ, କହିଲେ ତପସ୍ୱିନୀ ମତେ ବରବାଦ କରିଦେଲା

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ପାରିବାରିକ କଳହ ମାମଲା । ଏହି ମାମଲାରେ ତପସ୍ୱିନୀ ଅଭିଯୋଗ ଆଣିଥିଲେ ସ୍ୱାମୀ ସୁମିତ କୁଆଡେ ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଛନ୍ତି । ହେଲେ ସୁମିତଙ୍କ ଏକ ଅଡିଓ ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି ।ଯେଉଁଥିରେ ସୁମିତ କହୁଛନ୍ତି କି ଡିମ୍ପଲ ମୋତେ ବରବାଦ କରିଦେଇଛି ବୋଲି । ସେ କହିଛନ୍ତି କି ମୁଁ ଶାରୀରୀକ ଓ ମାନସିକ ଭାବେ ଅସୁସ୍ଥ । ତପସ୍ୱିନୀ ମୋତେ ବରବାଦ […]

Continue Reading

ଆର୍ୟନ ମାମାଲ ପରେ ପୁଣି ନିଜ ବିଜନେସକୁ କମବ୍ୟାକ୍ କଲେ ଗୌରୀ ଖାନ , ପୋଷ୍ଟ କଲେ ଭିଡିଓ

ମୁମ୍ବାଇ : ଦୀର୍ଘଦିନ ବ୍ୟବଧାନ ପରେ ପୁଣି ନିଜ ବିଜନେସକୁ କମବ୍ୟାକ କରିଛନ୍ତି ଗୌରୀ ଖାନ୍ । ପୁଅ ଆର୍ୟନ ଡ୍ରଗ୍ ମାମାଲରା ଫସିବା ପରେ ଦୀର୍ଘ ଦିନ ହେଲେ ସୋସିଆଲ ମିଡିଆ ଓ ନିଜ ବିଜନେସରୁ ଦୂରରେ ରହୁଥିଲେ ଗୌରି ଖାନ୍ ।ହେଲେ ଏବେ ଆର୍ୟନଙ୍କ କଣ୍ଟୋଭର୍ସି ମାମଲା ଥମିବା ପରେ ପୁଣି ବାହାରକୁ ପାଦ କାଢିଛନ୍ତି ଗୌରି ଖାନ୍ ଏବଂ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ଅଛନ୍ତି ଗୌରୀ ଖାନ୍ । ଗୌରୀ ନିଜର […]

Continue Reading

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା; ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ

ପୁରୀ : ବ୍ରହ୍ମଗିରି ଚିତ୍ତ ରଞ୍ଜନ ହତ୍ୟା ଘଟଣାରେ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଚିତ୍ତ ରଞ୍ଜନଙ୍କ ମୃତ ଦେହ ମିଳିଥିବା ସ୍ଥାନ ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଥିଲେ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ତଦନ୍ତ କରୁଥିଲେ । ହେଲେ ଆଜି ଏହି ଘଟଣାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ରହିଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଘଟଣାରେ […]

Continue Reading

ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ନେଲେ ମେଟ୍ରୋମ୍ୟାନ୍ ଇ ଶ୍ରୀଧରନ୍। ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ମେଟ୍ରୋମ୍ୟାନ୍ ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ରାଜନୀତିରୁ ଓହରି ଯାଇଛନ୍ତି। ଆଜି କେରଳର ମାଲାପୁରାମରେ ଶ୍ରୀଧରନ୍ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏପ୍ରିଲରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ହାରିବା ପରେ ସେ ଏକ ଶିକ୍ଷା ଲାଭ କରିଛନ୍ତି। ସେ ସକ୍ରିୟ ରାଜନୀତିରୁ ବିଦାୟ ଘୋଷଣା କରିବାବେଳେ କହିଛନ୍ତି ଯେ ମୁଁ କଦାପି ରାଜନେତା ନଥିଲି ଏବଂ […]

Continue Reading

୨୧ ପୂର୍ବରୁ ଝିଅଙ୍କ ବିବାହ ମନା, କେନ୍ଦ୍ର କ୍ୟାବିନେଟରୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ବୟସରେ ବିବାହ କରିବେ ଝିଅ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି । ଉଭୟ ପୁଅ ଓ ଝିଅଙ୍କ ପାଇଁ ବିବାହ ବୟସ ୨୧ ବର୍ଷ ହୋଇଯାଇଛି । ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ରୁ ମଞ୍ଜୁରି ପ୍ରଦାନ କରାଯାଇଛି […]

Continue Reading