କର୍ମଚାରୀଙ୍କୁ ଚେତାଇଲା ଗୁଗଲ: ଟୀକା ନ ନେଲେ ଦରମା କଟିବ

ନୂଆଦିଲ୍ଲୀ: ଗୁଗଲ ତାର କର୍ମଚାରୀଙ୍କୁ ଚେତାଇ ଦେଇଛି । ଯେଉଁମାନେ ଭ୍ୟାକ୍ସିନ ନେଇନ, ତୁରନ୍ତ ନେଇ ଯାଅ ନ ହେଲେ ଦରମା କଟିବ । ୩ ଡିସେମ୍ବର ମଧ୍ୟରେ ଭ୍ୟାକ୍ସିନର ଷ୍ଟାଟସ ଜମା କରିବାକୁ ଏବଂ ୧୮ ଜାନୁୟାରୀ ମଧ୍ୟରେ ଟୀକା ନେବା ପାଇଁ ଗୁଗଲ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଯଦି କୌଣସି କର୍ମଚାରୀ ଏହି ସମୟ ସୀମା ମଧ୍ୟରେ ଭ୍ୟାକ୍ସିନ ନ ନେଇଥିବ ତାହାହେଲେ ତାଙ୍କୁ ପେଡ ଏଡମିନିଷ୍ଟ୍ରେଟିଭ ଲିଭରେ ରଖାଯିବ । […]

Continue Reading

ଆସନ୍ତାକାଲି ଧନୁ ସଂକ୍ରାନ୍ତି, ମୁଆଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବ୍ୟବସାୟୀ

କଟକ: ଆସନ୍ତକାଲି ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୁଆଁ ଖାଇବାକୁ ବର୍ଷକୁ ଥରେ ସଭିଏଁ ଅପେକ୍ଷା କରିଥାନ୍ତି । ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ସିଲଭର ସିଟି କଟକରେ ମଧ୍ୟ ମୁଆଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବ୍ୟବସାୟୀ । ଖାନନଗର ଗୁଡ଼ିଆ ସାହିର ରବିନ୍ଦ୍ରନାଥ ସାହୁଙ୍କ ପରିବାର । ବର୍ଷ ବର୍ଷ ଧରି ଏମାନେ ବିଭିନ୍ନ ରକମର ମୁଆଁ ପ୍ରସ୍ତୁତି […]

Continue Reading

ଆଗାମୀ ୨ ମାସ ଅତି ଗୁରୁତ୍ବପୂର୍ଣ୍ଣ; ଭୟଙ୍କର ହୋଇପାରେ ଓମିକ୍ରନ୍‌

ନୂଆଦିଲ୍ଲୀ: ଅନେକ ଦେଶରେ କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ଆତଙ୍କ ସୃଷ୍ଟି କରିସାରିଲାଣି। ଜାନୁଆରୀରୁ ଫେବୃଆରୀ ମାସ ଭିତରେ ଏହା ଭାରତରେ ଏହାର ଅଧିକ ମାମଲା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡେଲ୍‌ଟା ପ୍ରଜାତି ଯେଉଁଭଳି ଭାବ‌ରେ କାୟା ବିସ୍ତାର କରିଥିଲା ଏହା ମଧ୍ୟ ସେପରି ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଓମିକ୍ରନ୍ ଦ୍ରୁତ ଗତିରେ […]

Continue Reading

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ ଆବୁଧାବିରୁ ହାଇଦ୍ରାବାଦ ଫେରିଥିଲା। ସଂକ୍ରମିତ ୭ ବର୍ଷୀୟ ଛୁଆକୁ ଚିକିତ୍ସା ପାଇଁ ଏବେ ମୁର୍ଶିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଛୁଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର […]

Continue Reading

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଆଉ ଆର୍ୟନ୍‌ଙ୍କୁ ଏନ୍‌ସିବି ସମ୍ମୁଖରେ ହାଜର ହେବାକୁ ପଡ଼ିବନାହିଁ। ବମ୍ବେ ହାଇକୋର୍ଟ ଆର୍ୟନ୍‌ଙ୍କ ଏହି ରିଲିଫ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ, ଯେତେବେଳେ ଆର୍ଯ୍ୟନଙ୍କୁ […]

Continue Reading

କ୍ଷତିପୁରଣ ଦାବିରେ ଧାରଣାରେ ବସିଲେ ଚାଷୀ ଓ ଭଞ୍ଜସେନା ସଙ୍ଗଠନ

ମୟୂରଭଞ୍ଜ : କ୍ଷତି ପୁରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଚାଷୀ । ବତ୍ୟା ଜୱାଦ ଚାଲିଯାଇଛି ସତ ।ହେଲେ ଚାଷୀମାନଙ୍କ ମାନଙ୍କ ଚିନ୍ତା ବଢାଇଦେ ଯାଇଛି ।ଧାର କରଜ କରି ଚାଷୀ ମାନେ ଧାନଚାଷ କରିଥିଲେ । ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଧାନ ଓ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତି ହୋଇଛି । ସେପଟେ ଜୱାଦ କ୍ଷୟକ୍ଷତି ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ମୟୂରଭଞ୍ଜ ଜିଲ୍ଲାକୁ ସମ୍ପୁର୍ଣ୍ଣ ଅଣଦେଖା […]

Continue Reading

ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି । ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି । ଡ଼ିଜିପି ଅଭୟଙ୍କଠାରୁ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ । ଚଳିତ ମାସରେ ଡ଼ିଜିପି ଅଭୟ ଅବସର […]

Continue Reading

୯ରେ ରିଲିଜ କରିବ ରଣବୀର, ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’

ନୂଆଦିଲ୍ଲୀ: ବଲିଉଡ୍‌ର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ଡେଟ୍‌ ଘୋଷଣା କରାଯାଇଛି। ଏଥିରେ ଉଭୟଙ୍କ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଫିଲ୍ମ ସେପ୍ଟେମ୍ବର ୯, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ‘ବ୍ରହ୍ମାସ୍ତ୍ର’ର ମୋସନ ପୋଷ୍ଟର ଆଜି ମୁକ୍ତିଲାଭ କରିବ। ଏହି ମାସ ଆରମ୍ଭରେ, ଅୟାନ୍ ମୁଖାର୍ଜୀ ବ୍ରହ୍ମାସ୍ତ୍ର ସେଟ୍‌ର କିଛି ଦୃଶ୍ୟ ସେୟାର କରିଥିଲେ। ବାଣିଜ୍ୟ ବିଶ୍ଳେଷକ […]

Continue Reading

ସଶସ୍ତ୍ର ପୋଲିସ ବାହିନୀ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆଜି ଆତଙ୍କବାଦୀମାନେ ଏକ ସୁରକ୍ଷାକର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି । ଜେୱାନରେ ହୋଇଥିବା ଏହି ଆକ୍ରମଣରେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ୩ଜଣ ଶହୀଦ ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରୀସ୍ତରରେ ଏହାର ଘୋଷଣା କରାଯାଇ ନାହିଁ । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରି ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ଆତଙ୍କବାଦୀଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ୩ଜଣ ଆତଙ୍କବାଦୀ […]

Continue Reading

ଟେଷ୍ଟ ସିରିଜରୁ ଓହରିଲେ ରୋହିତ, ଚୂଡାନ୍ତ ଦଳରେ ପାଂଚାଲ ସାମିଲ !

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରୁ ଭାରତର ରୋହିତ ଶର୍ମା ଓହରି ଯାଇଛନ୍ତି । କ୍ରିକବିଜ ଏବଂ ଅନ୍ୟ କେତେକ ୱେବସାଇଟ ଅନୁସାରେ ତାଙ୍କ ସ୍ଥାନରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଏ ଦଳର ଅଧିନାୟକ ପ୍ରିୟାଙ୍କ ପାଂଚାଲଙ୍କୁ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଅଭ୍ୟାସ ସେଶନରେ ରୋହିତଙ୍କ ହାତରେ ବଲ ବାଜିଥିଲା […]

Continue Reading