ସଂସଦରେ ମୃତ ଚାଷୀଙ୍କ ତାଲିକା ପ୍ରଦାନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ତାଲିକା ଦାଖଲ କରିଛନ୍ତି। ସଂସଦରେ ଶୂନ୍ୟ କାଳ ସମୟ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କୁ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଥିଲେ। କେନ୍ଦ୍ର ସରକାରଙ୍କ ପାଖରେ ରେକର୍ଡ ନାହିଁ। ପ୍ରାୟ ୭୦୦ ଶହ କୃଷକଙ୍କ ମୃତ୍ୟୁ ହୋଇଛି ବୋଲି […]

Continue Reading

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବାରୁ କରୋନାର ଭୟାବହତା ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାଜପୁର ଜିଲ୍ଲାର ୯ଜଣ ଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ ବାହାରିବା ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି ସମାନ ସ୍ଥିତି । ଅନୁଗୁଳ ଜିଲ୍ଲା ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ଛାତ୍ରୀ ନିବାସରେ ରହୁଥିବା ୧୦ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି […]

Continue Reading

ଆଇଆଇଟି ଇନ୍ଦୋରରେ ସ୍ୱର୍ଣ୍ଣ ପଦକ ହାସଲ କଲେ ବଲାଙ୍ଗୀରର ଆରତୀ ସାମଲ

ଟିଟିଲାଗଡ଼: ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ପଥରୁ ଓହରିଯାଇନାହାନ୍ତି । ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳତା ହାସଲ କରିପାରିଛନ୍ତି । ବଲାଙ୍ଗୀର ଟିଟିଲାଗଡ଼ ଉପଖଣ୍ଡ ଡ଼ୁମେରମୁଣ୍ଡା ଗାଁର ଆରତୀ ସାମଲ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ ପଦକ । କେମିଷ୍ଟ୍ରି ବିଭାଗର ସ୍ନାତକୋତ୍ତରରେ ପାଇଲେ ସ୍ୱର୍ଣ୍ଣ । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଆରତୀ […]

Continue Reading

ଆଜି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସଙ୍ଗୀତ, ସାମିଲ ହେବେ ବଲିଉଡର ସେଲିବ୍ରେଟି

ମୁୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭକି କୌଶଲ ବିହାର ପାଇଁ ସଜବାଜ ଆରମ୍ଭ ହେଲାଣି। ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ। ଆଜି ଏହି ଫୋର୍ଟରେ ଚିକିନ ଚମେଲି ଓ ଭିକିଙ୍କ ସଙ୍ଗୀତ ସେରିମନି ଆୟୋଜନ କରାଯାଇଛି। ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା ମିଳିଛି। କ୍ୟାଟ ଓ ଭିକିଙ୍କ ସଙ୍ଗୀତ୍ ରେ ଡ୍ୟାନ୍ସ ଧମାଲ ହେବ। ଏହି ଦମଦାର ବିବାହ ସେଲିବ୍ରେସନ ପାଇଁ ଗ୍ରାଣ୍ଡ ଷ୍ଟେଜ ମଧ୍ୟ ତୟାର […]

Continue Reading

ଧାରାବାହିକ ଉପନ୍ୟାସ : ଦେବୀ (୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬ ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ ନିରବତାରେ ଧ୍ୟାନ ମଗ୍ନ ଥିଲା ବେଳେ ଜେନା ସାହି ଆଡୁ ଶୁଣାଯାଉଥିଲା ଗୀତଟିଏ। ସେ ଗୀତରେ ଗୀତିକାରଙ୍କ ସଫଳ ଭାଣ୍ଡାମିକୁ ଏକ […]

Continue Reading

ଚନ୍ଦ୍ରରେ ରହସ୍ୟମୟ ଘର ଠାବ କଲା ଚାଇନିଜ୍ ରୋଭର୍

ଭୁବନେଶ୍ୱର: ଚନ୍ଦ୍ରରେ ଏକ ସମ୍ଭାବ୍ୟ ଘର ଠାବ କରିଛି ଚାଇନିଜ୍ ରୋଭର୍ । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଚାଇନାର ୟୁଟୁ-୨ ରୋଭର୍ ଖୁବଶୀଘ୍ର ଚନ୍ଦ୍ରରେ ଥିବା ଏହି ରହସ୍ୟମୟ ଘରକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆଣିବ । ନ୍ୟୁଜ୍ ୯ର ରିପୋର୍ଟ ଅନୁଯାୟୀ କ୍ୟୁବ୍ ଆକାରର ଏକ ବସ୍ତୁକୁ ଭୋନ୍ କାର୍ମାନ୍ କ୍ରେଟର୍ ଇଲାକାଠାରୁ ପ୍ରାୟ ୮୦ ମାଇଲ ଦୂରରେ ଠାବ କରାଯାଇଛି । […]

Continue Reading

ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ

ନୂଆଦିଲ୍ଲୀ : ପରଲୋକରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ସମୟରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ବିନୋଦଙ୍କର ମୃତ୍ୟୁ ହୋଇଥିବା ଖବର ଝିଅ ଅଭିନେତ୍ରୀ ମଲ୍ଲୀକା ଦୁଆ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରବିବାର ଦିନ ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ଲୋଧି ଶ୍ମସାନରେ କରାଯିବ ବୋଲି ଜଣାପଡିଛି।

Continue Reading

କ୍ୟାଟ୍ରିନା-ଭିକିଙ୍କ ବିବାହରେ ସାମିଲ ହେବେ ୧୨୦ ଅତିଥି , ମାନିବେ ଏହି ୨ ଟି ନିୟମ

ମୁମ୍ବାଇ : ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଯେତେ ପାଖେଇ ଆସୁଛି ସେତେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଭିକି-କ୍ୟାଟଙ୍କ ବିବାହରେ ସାମିଲ ହେବେ ୧୨୦ ଜଣ ଅତିଥି ଓ ଅତିଥିମାନଙ୍କୁ ଦୁଇଟି ନିୟମ ମାନିବାକୁ ପଡିବ ବୋଲି ଖବର ମିଳୁଛି। ଏହି ସବୁ ଶୁଣିବା ପରେ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଶୁଣିବାକୁ ମିଳୁଛି ଦୁହିଁଙ୍କ କୋର୍ଟ ମ୍ୟାରେଜ କାଲି ସରିଛି। ହେଲେ ଆସନ୍ତା […]

Continue Reading

ଗାଡ଼ି ଭାଙ୍ଗିଲେ, ପୋଲିସକୁ ମାଡ଼ ମାରି ବନ୍ଧୁକ ଛଡ଼ାଇନେଲେ

ପାରାଦୀପ: ପାରାଦୀପ ଅଭୟଚାନ୍ଦପୁର ଥାନା ଢ଼ିଙ୍କିଆ ଗ୍ରାମରେ ପୋଲିସକୁ ମାଡ । ଏହାସହ ବନ୍ଧୁକ ଛଡ଼ାଇ ନେଇଛନ୍ତି ଗ୍ରାମବାସୀ । ପୋଲିସର ଦୁଇଟି ବସର କାଚ ଭାଙ୍ଗିଛନ୍ତି । ଆଇଆଇସିଙ୍କ ସମେତ ୧୧ଜଣ ପୋଲିସ ଆହତ ହୋଇଥିବା ଜଗତସିଂହପୁର ଏସପି ଅଖିଳେଶ ସିଂ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ପ୍ରଭାତ ରାଉତଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼ କରାଯାଇଥିଲା । ପ୍ରଭାତ ଅଭୟଚାନ୍ଦପୁର ଥାନାରେ […]

Continue Reading

ଗୁଜୁରାଟରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ , ଜିମ୍ବାୱେରୁ ଫେରିଥିଲେ ସଂକ୍ରମିତ

ଗୁଜୁରାଟ :ଭାରତରେ ଓମିକ୍ରନ ଭାରିଆଣ୍ଟ  ତାର କାୟା ବିସ୍ତାର କରିବାରେ ଲାଗିଛି । କର୍ଣ୍ଣାଟକ ବେଙ୍ଗାଲୁର ପରେ ଏବେ ଗୁଜୁରାଟ ଜାମନଗରରୁ ଜଣେ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଜିମ୍ବାୱରୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ସୂଚନା ମିଳିଛି।ସଂକ୍ରମିତ ହୋଇଥିବା ୭୧ ବର୍ଷୀୟ ବ୍ୟକ୍ତି ଜଣକ ଦୁଇ ଦିନ ତଳେ ଜିମ୍ବାୱେରୁ ଦକ୍ଷିଣ ଆମେରିକା ଦେଇ ଗୁଜୁରାଟ ଜାମନଗରକୁ ଫେରିଥିଲେ। ତେବେ ବିମାନ ବନ୍ଦରରେ ପହଁଞ୍ଚିବା ପରେ ତାଙ୍କର ସ୍କ୍ରିନିଂ […]

Continue Reading