ସିସୋର କମ୍ପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ସିସୋର କଂପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିସୋର ପାଇଁ ଅହମ୍ମଦାବାଦରେ ଜମି କିଣାଇ ଦେବାକୁ ଜଣେ ବ୍ୟବସାୟୀ ୫ କୋଟି ଟଙ୍କା ନେଇଥିଲେ  । ସେହିପରି ଭୁବନେଶ୍ୱରରେ କୋବାଲ୍ଟ କେମିକାଲ ଲାଗି ୧ କୋଟି ନେଇଥିଲେ ଜଣେ ବ୍ୟବସାୟୀ । ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର ହୋଇଥିବା ବେଳେ ଅନ୍ୟ ଜଣେ […]

Continue Reading

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ ସୁପରଷ୍ଟାର କମଲ ହାସନ

ଚେନ୍ନାଇ :  କରୋନା ମହାମାରରେ ଆକ୍ରାନ୍ତ ଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କର ଆସୁ ଆରୋଗ୍ୟ କାମନା କରିଥିବା ଫ୍ୟାନ ମାନଙ୍କୁ କମଲ ହାସନ ଧନ୍ୟବାଦ ଜଣାଇଛନ୍ତି। ସେ ହସ୍ପିଟାଲରେ ଦୁଇ ସପ୍ତାହ ଚିକିତ୍ସା ପରେ ଆଜି ଡିସଚାର୍ଜ ହୋଇଛନ୍ତି। କମଲା ହାସନ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ମେଡିକାଲ ସେ ଡିସଚାର୍ଜ ହେବା ସମୟର ଡାକ୍ତର ଏବଂ ନର୍ସ ମାନଙ୍କ ସହ ଉଠାଇଥିବାଫଟୋ […]

Continue Reading

ରାଜସ୍ଥାନରୁ ବ୍ରାଉନ୍‌ସୁଗର ମାଫିଆ ଅଜବହର ଗିରଫ

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍‌କୁ ବଡ଼ ସଫଳତା । ରାଜସ୍ଥାନରୁ ବ୍ରାଉନ୍‌ସୁଗାର ମାଫିଆ ଅଜବହରକୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଗିରଫ ପରେ ରାଜସ୍ଥାନ ଯୋଧପୁରରୁ ଅଜବହରକୁ ଓଡିଶା ଆଣୁଛି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ । ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ  ତାଲିକା ପ୍ରସ୍ତୁତ କରିଛି ଏସ୍‌ଟିଏଫ୍‌ । ପଶ୍ଚିମବଙ୍ଗରୁ ଶେଖ ଇସମାଇଲକୁ ଧରିବାରେ ବିଫଳ ହେବା ପରେ ଓଡିଶା କ୍ରାଇମବ୍ରାଞ୍ଚର ଏସଟିଏଫକୁ ମିଳିଛି ବଡ଼ ସଫଳତା । ରାଜସ୍ଥାନର ଯୋଧପୁରରୁ ଗିରଫ ହେଲା ଅନ୍ତଃରାଜ୍ୟ ଡ୍ରଗ ପେଡ଼ଲର […]

Continue Reading

ଦୁର୍ବଳ ହୋଇଯିବ ବାତ୍ୟା ‘ଜୱାଦ୍’

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଜୱାଦ୍ ଦୁର୍ବଳ ହୋଇଯିବ । ପୁରୀରେ ପହଞ୍ଚିଲା ବେଳକୁ ଏହା ଦୁର୍ବଳ ହୋଇଯିବ । ତୀବ୍ର ଅବପାତ ରୂପରେ ପୂରୀର ନିକଟତର ହେବ ଏହି ବାତ୍ୟା । ଗଭୀର ଅବପାତ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ ଜୱାଦ୍ । ତେବେ ଓଡ଼ିଶା ବାସୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ନିଶ୍ଚୟ । ପବନର ବେଗ କମି ୫୫ରୁ ୬୫ କିମି ପର୍ଯ୍ୟନ୍ତ ରହିବ । ପରେ […]

Continue Reading

ବାତ୍ୟା ‘ଜୱାଦ’ ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ବର : ବାତ୍ୟା ଜଓ୍ବାଦକୁ ନେଇ ଜୋରଦାର ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ, ବାତ୍ୟା ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ବାତ୍ୟା ‘ଜୱାଦ’ ପାଇଁ ପ୍ରସ୍ତୁତି କରିଛି ଶକ୍ତି ବିଭାଗ । ଯାହାର ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଶକ୍ତି ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ୧ ହଜାର […]

Continue Reading

ବାତ୍ୟା ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି

ବ୍ରହ୍ମପୁର : ମାଡି ଆସୁଛି ବାତ୍ୟା ‘ଜୱାଦ’ । ରବିବାର ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିବ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଆଜିଠାରୁ ଆରମ୍ଭ ହୋଇଛି ବର୍ଷା । ତେଣୁ ବାତ୍ୟାକୁ ନଜରରେ ରଖି ପ୍ରାଶାସନିକ ସ୍ଥରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସରକାର ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଆଗୁଆ ପଦକ୍ଷେପ । ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଞ୍ଜାମରେ […]

Continue Reading

ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା । କିଛି ୟୁଜରଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦୦ରୁ ଅଧିକ ହ୍ରାସ ପାଇଛି । ସେହିପରି ଆଉ କିଛି ୟୁଜରଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଟ୍ବିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରଓ୍ବାଲ ଯୋଗଦେବା ପରେ ପରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଖୋଦ ପରାଗଙ୍କ ଫଲୋଅର୍ସ ସଂଖ୍ୟା ୩ ଲକ୍ଷ ୬୦ ହଜାରରୁ […]

Continue Reading

ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ । ଏପରିକି ୟୁରୋପରେ କୋଭିଡରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିଲେ, ତାହାର ଅଧାରୁ ଅଧିକ ଲୋକ ଓମିକ୍ରନ ଜରିଆରେ ସଂକ୍ରମିତ ହୋଇପାରନ୍ତି । ଏହି ଚେତାବନୀ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘର ସାଧାରଣ ସ୍ବାସ୍ଥ୍ୟ ବିଭାଗ । ଓମିକ୍ରନ ଭାରିଆଣ୍ଟର ତୀବ୍ର ସଂକ୍ରମଣଶୀଳତା ଯୋଗୁ ରାଷ୍ଟ୍ରସଂଘରେ ପୁଣି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ୟୁରୋପିଆନ […]

Continue Reading

୩ୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଆସନ୍ତାକାଲି ଦିନ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ତୃତୀୟ ଦିନରେ ବି ଠିକ୍ ଭାବେ ଚାଲି ପାରିନଥିଲା ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ ଦେଖିବାକୁ ମିଳିଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କରି ବିରୋଧୀଙ୍କ ହଙ୍ଗାମା ପରେ ପ୍ରଥମେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ […]

Continue Reading

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ୱିକେଟରେ ଶୁଭମନ ଗିଲ […]

Continue Reading