ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଦିତ୍ୟ ମହାପାତ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ […]

Continue Reading

କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ, ବାସି ବ୍ରେଡ୍ ଜବତ

କଟକ : କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ । ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିବା ଅଭିଯୋଗରେ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରେଡ୍ ଜବତ କରିଛି ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସାମିଲ ହୋଇଥିଲେ । କଟକ ବାଦାମବାଡ଼ି କେଏଫସିରେ ବାସି ବ୍ରେଡ୍ ବିକ୍ରି ହେଉଥିବା ନେଇ ଗ୍ରାହକ ଅଭିଯୋଗ କରିଥିଲେ । ଏଭଳି […]

Continue Reading

ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ : ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ବସ୍ ଫାନସିସ ହ୍ୟୁଜେନ । ଫେସବୁକର ଆଭ୍ୟନ୍ତରୀଣ କାର୍ଯ୍ୟାବଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଜୁକରବର୍ଗ କମ୍ପାନୀର ସିଇଓ ରହି ଏହାର ନାମ ମେଟା ରଖିବାରେ କୌଣସି ମୂଲ୍ୟ ନାହିଁ । ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଆୟୋଜିତ ଓ୍ବେବଟେକ ସମ୍ମିଳନୀରେ ଯୋଗ ଦେଇ ଫାନସିସ୍ କହିଛନ୍ତି, ଜୁକରବର୍ଗ […]

Continue Reading

ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡନାଭିସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ବାର୍ଲଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବାବ । ମୁମ୍ବାଇ ସହରରେ ସେ ୬୨ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ସହ ଅଣ୍ଡରଓ୍ବାର୍ଲଡର ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ । ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […]

Continue Reading

କାବୁଲରେ ଭୟଙ୍କର ବିସ୍ପୋରଣ : ୧୯ ମୃତ ୫୦ ରୁ ଅଧିକ ଆହତ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲ ଉପରେ ଭୟଙ୍କର ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନର ଡେପୁଟି ମୁଖପାତ୍ର ବିଲାଲ କରିମି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।ଆକ୍ରମଣ କିପରି ହେଲା ଜଣାପଡ଼ିନଥିବା ବେଳେ ,ଏହି ଆକ୍ରମଣ ପଛରେ ଇସଲାମିକ୍ ଷ୍ଟେଟ୍ ଅଫ୍ ଖୋରାସାନ୍‌ଙ୍କ ହାତ […]

Continue Reading

ବିଚ୍ ରାସ୍ତାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ

କଳାହାଣ୍ଡି: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଇଁ ଅଡୁଆ ଦିନକୁଦିନ ବଢିବାରେ ଲାଗିଛି । ସାରା ରାଜ୍ୟରେ ଏ ନେଇ ବିକ୍ଷୋଭ ସହ ପ୍ରତିବାଦ ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ଭବାନପାଟଣାରୁ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡକୁ ଯାଉଥିବାବଳେ ରାସ୍ତା ହୁଡିଥିଲେ ଜଣେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଆଜି ଯୁବମୋର୍ଚ୍ଚା କର୍ମୀ ଦୀପଜ୍ୟୋତି ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁହାଁମୁହିଁ ଇସ୍ତଫା ମାଗିଥିଲେ । ହେଲେ ମନ୍ତ୍ରୀ ଦିବ୍ୟଶଙ୍କର ବିଜେପି […]

Continue Reading

ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ ବର୍ଷକୁ ଥରେ ଦୀପ ବିକ୍ରି ନେଇ ଚାହିଁ ବସିଛନ୍ତି ଜୟପୁରର ଏହି କୁମ୍ଭକାର ପରିବାର । ଗ୍ରାହକଙ୍କ ମନପସନ୍ଦ ଅନୁସାରେ […]

Continue Reading

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ନିକଟରେ ଏକ ନୂତନ ଦଳ ଗଠନ ଘୋଷଣା କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କ୍ୟାପଟେନ ଅମରିନ୍ଦର କ’ଣ ଲେଖିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ମତଭେଦ ପରେ […]

Continue Reading

କରୋନା ମୃତ୍ୟୁକୁ ରୋକିବାରେ ମୋନୋକ୍ଲୋନାଲ ଥେରାପି ୧୦୦% ପ୍ରଭାବଶାଳୀ

ହାଇଦ୍ରାବାଦ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ଜନିତ ମୃତ୍ୟୁକୁ ରୋକିବାରେ “ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି” ଶତପ୍ରତିଶତ ପ୍ରଭାବଶାଳୀ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଥେରାପି ଦିଆଯିବା ପରଠାରୁ ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ କକଟେଲ କରୋନା ପାଇଁ ଏକ “ଚମତ୍କାର ଉପଶମ” ଭାବରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ ପ୍ରାରମ୍ଭିକ ବୈଜ୍ଞାନିକ ପ୍ରମାଣ ଏଥିପାଇଁ ପର୍ଯ୍ୟାପ୍ତ ନୁହେଁବୋଲି ଜଣାପଡ଼ିଛି । କିନ୍ତୁ SARS CoV2 ର ଡେଲଟା ଭାରିଆଣ୍ଟକୁ ସମଗ୍ର ବିଶ୍ୱରେ […]

Continue Reading

ଦେଶୀ ମଦ ଭାଟିରେ ପୋଲିସର ଚଢାଉ, ଚମ୍ପଟ ମାରିଲେ ବ୍ୟବସାୟୀ

କାମାକ୍ଷାନଗର : ଦେଶୀ ମଦ ତିଆରି ଭାଟିରେ ପୋଲିସର ଚଢାଉ । ଦେଶୀ ମଦର ଭୂସ୍ୱର୍ଗ ପାଲଟିଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା  ବିଭିନ୍ନ ମଦ ଭାଟିରେ ପୋଲିସ ଚଢାଉ କରିଛି । ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ତିଆରି ଭାଟିରେ ଚଢାଉ କରିଛି ପରଜଙ୍ଗ ପୋଲିସ। ସେଥିମଧ୍ୟରୁ ୧୬ ଟି ଭାଟିକୁ ଭାଙ୍ଗି ଚୁରମାର କରିଛି ପୋଲିସ। ପ୍ରାୟ ୫୦ ହଜାର ଲିଟରରୁ ଉର୍ଦ୍ଧ୍ୱ ମହୁଲ ପୋଚ,୩୦୦ ଲିଟର ଦେଶୀ […]

Continue Reading