ଫ୍ରିଜ୍ ଫାଟି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଫ୍ରିଜ୍ ଫାଟି ବିସ୍ଫୋରଣ ହୋଇ ଲାଗିଗଲା ନିଆଁ ।  ଦମ୍ପତି ଜୀବନ୍ତ ଦଗ୍ଧ, ଅଳ୍ପକେ ବର୍ତ୍ତିଗଲା ୯ ବର୍ଷର ପୁଅ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବଳଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଦମ୍ପତି ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ । ଗତ ରାତିରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ, ଘରେ ଥିବା ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି […]

Continue Reading

ଚିନ୍ତା ବଢାଇଲାଣି କରୋନାର ନୂଆ ପ୍ରଜାତି

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା କରୋନା। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ SARS CoV 2 ର ଡେଲଟା ପ୍ରଜାତିର ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, (ଏନସିଡିସି) ରୁ ପ୍ରକାଶିତ ଜେନୋମ ସିକ୍ୱେନ୍ସିଂ ରିପୋର୍ଟରେ ଇନ୍ଦୋରରେ ଏହି ନୂତନ ପ୍ରକାରର ୭ଟି ମାମଲା ଚିହ୍ନଟ ହୋଇଛି। ଇନ୍ଦୋରର ମୁଖ୍ୟ ଚିକିତ୍ସା ଏବଂ […]

Continue Reading

ଦେଶ ଜିତିବା ପରେ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ଗୃହମନ୍ତ୍ରୀ

ନୂଆଦିଲ୍ଲୀ :ଭାରତ ନାଁରେ ବିବାଦୀୟ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ। ପାକିସ୍ତାନ ମ୍ୟାଚ ଜିତିବା ଖୁସିରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ ଭାରତ ନାଁରେ ବିବାଦୀୟ ବୟାନ ଦେଇଛନ୍ତି । କାଲି ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ,ଏକ ଭିଡିଓ ଜାରି କରି ପାକିସ୍ତାନ ମନ୍ତ୍ରୀ ନିିଜ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।  ତା ସହ ପାକିସ୍ତାନ ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । କେବଳ ସେତିକି ନୁହେଁ ଭାରତର ମୁସମାନମାନଙ୍କୁ ନେଇ […]

Continue Reading

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା କରିନଥିଲି। ମୁଁ ଦୁଃଖିତ ଯେ, ମୋ ଗୁରୁ କେବି(କେ.ବାଲାଚନ୍ଦର)ସାର୍ ଏହି ସମୟରେ ମୋ ପାଖରେ ନାହାନ୍ତି।’ ସେ ଆହୁରି କହିଛନ୍ତି, ଦାଦାସାହେବ ଫାଲକେ […]

Continue Reading

କାଳୀପୂଜା ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ

କଟକ: କାଳୀପୂଜାକୁ ଶାନ୍ତିଶୃଙ୍ଖଳାଭାବେ କରିବା ପାଇଁ ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା ଏବଂ ପୂଜା କମିଟି ସଭାପତି, ସମ୍ପାଦକମାନେ ଉପସ୍ଥିତ ଥିଲେ। ଆସନ୍ତା ୪ରୁ କାଳୀପୂଜା ଆରମ୍ଭ ହୋଇ ୬ତାରିଖରେ ଭଷାଣୀ ହେବ। ସମସ୍ତ ମଣ୍ଡପର ମୂର୍ତ୍ତି ଗୁଡ଼ିକ ଦେବୀଗଡ଼ାରେ […]

Continue Reading

ଅଜବ ଶିକ୍ଷକ, ଅଶ୍ଳୀଳ ୱେବସାଇଟ୍‌ରେ ଦେଉଛନ୍ତି ଗଣିତ ଶିକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ବିଗତ ଦେଢ ବର୍ଷରେ ଶିକ୍ଷା ପଦ୍ଧତିରେ ଘୋର ପରିବର୍ତ୍ତନ ସାମ୍ନାକୁ ଆସିଛି । ଅନଲାଇନ୍ ଶିକ୍ଷା ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଶିଷ୍ୟମାନେ ନିଜକୁ ଢଳାଇ ସାରିଛନ୍ତି । ଲାଇଭ୍ କ୍ଲାସକୁ ବାଦ୍ ଦେଲେ ପ୍ରି-ରେକର୍ଡେଡ୍ କ୍ଲାସ ଉପରେ ଛାତ୍ରଛାତ୍ରୀମାନେ ଅଧିକ ନିର୍ଭର କରୁଛନ୍ତି । ତେବେ ଏହି ମାମଲାରେ ତାଇୱାନର ଜଣେ ଶିକ୍ଷକ କିନ୍ତୁ ଏକ ଭିନ୍ନ ପନ୍ଥା ଅବଲମ୍ବନ କରି ଚର୍ଚ୍ଚାକୁ ଆସିଛନ୍ତି । ତାଇୱାନର ଗଣିତ ଶିକ୍ଷକ […]

Continue Reading

ମମିତା ମେହେର ହତ୍ୟା ମାମଲା: ମେହେର ସମାଜର ପଦଯାତ୍ରା ଓ ଥାନା ଘେରାଓ

ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀ ଏବଂ ସମ୍ପୃକ୍ତି ଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମେହେର ସମାଜ ଦାବି କରିଛି। ନୂଆପଡ଼ା ଜିଲ୍ଲା ତୁକଳା ଗାଁରୁ ମେହେର ସମାଜ ପକ୍ଷରୁ ଦୀର୍ଘ […]

Continue Reading

ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ ରଙ୍ଗମଞ୍ଚରେ ପହଞ୍ଚିଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କଳାକାର ଯୋଗଦେଇଛନ୍ତି। ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଚୈତନ୍ୟ ପାଇକ କହିଥିଲେ, କଳାକାରମାନଙ୍କୁ ସବୁ ସ୍ଥାନରେ କଳା ପ୍ରଦର୍ଶନ […]

Continue Reading

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ; ‌କେ.ଜିକୁ ୮୦

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇସାରିଥିବାରୁ ପରିବା ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଜାରରେ ପରିବାର ଅଭାବ ଦେଖାଯାଉଥିବା ବେଳେ ଏପଟେ ଟମାଟୋର ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଲାଣି। ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁଁ ଟମାଟୋ ଫସଲ ନଷ୍ଟ ହୋଇଯାଇଥିଲା ଯାହା ଫଳରେ ସ୍ଥାନୀୟ ବଜାରକୁ ସ୍ୱଳ୍ପ ଯୋଗାଣ ହୋଇଥିଲା। ପ୍ରାୟ […]

Continue Reading

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ନୂଆ ମୋଡ; ଏନ୍‌ସିବି ନାଁରେ ଆସିଲା ଏମିତି ଅଭିଯୋଗ

ମୁମ୍ବାଇ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ଖୋଲିବାରେ ଲାଗିଛି। ଫେରାର୍‌ ହୋଇଯାଇଥିବା କିରଣ ଗୋସାୱିଙ୍କ ବଡିଗାର୍ଡ ପ୍ରଭାକର ଅଭିଯୋଗ କରିଛନ୍ତି ଯେ ଏନସିବି ତାଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏକ ଖାଲି ପଞ୍ଚନାମା ସ୍ୱାକ୍ଷର କରିବାକୁ କହିଛି। କ୍ରୁଜ୍ ଜାହାଜ ଚଢଉ ଏବଂ ଡ୍ରଗ୍ସ ମାମଲାରେ ଜଡିତ ଥିବା ଗୋସାୱିଙ୍କ ନଅ ଜଣ ସାକ୍ଷୀଙ୍କ ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁଯାୟୀ, ଗୋସାୱି ‘ସନ୍ଦେହଜନକ ଭାବେ ନିଖୋଜ’ ହେବା ପରେ ସେ […]

Continue Reading