କଟକରେ ଏନକାଉଣ୍ଟର ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ : କଟକରେ ଦୁର୍ଦ୍ଧାନ୍ତ ଅପରାଧିକୁ କମିଶନରେଟ  ପୋଲିସର ଏନକାଊଣ୍ଟର୍। ଏନକାଉଣ୍ଟରରେ ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଆହତ ହୋଇଛି।  ଆହତ ରାକାକୁ ଏସସିବିରେ ଭର୍ତି କରାଯାଇଛି । ସେପ୍ଟେମ୍ବର ୯ ରେ କନ୍ଦରପୁରରେ ଘଟିଥିଲା ଗୁଳିକାଣ୍ଡ ଘଟଣା। ସେହି ଘଟଣାର ଅଭିଯୁକ୍ତ ଥିଲା ରାକେଶ ଦାସ। ଏନକାଉଣ୍ଟରରେ କନ୍ଦରପୁର ଥାନାର ଦୁଇ ଅଫିସର ମଧ୍ୟ ଆହତ ହୋଇଛନ୍ତି। ଆଇଆଇସିଙ୍କ ସମେତ ଅନ୍ୟ ଜଣେ ଅଫିସର ମଧ୍ୟ ଆହତ ହୋଇଛନ୍ତି।ରାକେଶ ଠାରୁ […]

Continue Reading

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ଆକ୍ରାନ୍ତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀ ଶନିବାର କହିଛନ୍ତି। ଅଧିକାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ “ପ୍ଲେଟଲେଟ୍ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ବିପଦ ବାହାରେ ଅଛନ୍ତି”। ମନମୋହନ ସିଂଙ୍କୁ ଜ୍ୱର ଏବଂ ଦୁର୍ବଳତା ଅନୁଭବ କରିବା ପରେ ବୁଧବାର ସନ୍ଧ୍ୟାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ହୃଦ୍‌ରୋଗ ବିଶେଷଜ୍ଞ ନୀତୀଶ ନାୟକଙ୍କ ନିର୍ଦ୍ଦେଶରେ ଏକ […]

Continue Reading

କରୋନା କଟକଣା ମଧ୍ୟରେ ମା’ ଙ୍କୁ ମେଲାଣି

ଭଦ୍ରକ : ସରିଛି ଦଶହରା ବିଦାୟ ନେଉଛନ୍ତି ମହାମାୟା । ଭଦ୍ରକ ସହର ସନ୍ଥିଆ ନୀଳକଣ୍ଠପୁରରେ ୫ ଦିନ ଧରି ଚାଲୁଥିବା ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମା’ ଙ୍କୁ ମେଲାଣି ଦିଆଯାଇଛି। ସହରରେ ଭସାଣି ଉତ୍ସବ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାଙ୍କୁ ବିସର୍ଜନ ଦିଆଯିବା ପରେ ଆଜି ବଙ୍ଗୀୟ ପରମ୍ପରା ଅନୁଯାୟୀ ମହିଳା ମାନେ ମା ଙ୍କୁ ବନ୍ଦାପନା କରିବା ପରେ ସିନ୍ଦୁର ଖେଳ ହୋଇଥିଲା। ଖେଳ […]

Continue Reading

ବଲିଉଡ୍‌କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…

ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍‌ ବଡ଼ ଗୁମର ଫିଟାଇଛନ୍ତି। ମହିମା ଚୌଧୁରୀ କହିଛନ୍ତି, ‘ମୁଁ ଅନୁଭବ କରୁଛି ଯେ ପୂର୍ବ ତୁଳନାରେ ଅଭିନେତ୍ରୀମାନେ ମଧ୍ୟ ଭଲ ଭୂମିକା ଏବଂ ସୁଯୋଗ ପାଇଛନ୍ତି। ସେମାନେ ଭଲ ଅଂଶ ଗ୍ରହଣ କରୁଛନ୍ତି, ଭଲ ଟଙ୍କା ପାଉଛନ୍ତି, ଭଲ ବ୍ରାଣ୍ଡ୍‌ ପାଇଛନ୍ତି ଏବଂ […]

Continue Reading

ଶିଳ୍ପୀଙ୍କ ନିଆରା ପ୍ରୟାସ, ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା

ଭୁବନେଶ୍ୱର: ବୋତଲରେ ଦେବୀ ଦୁର୍ଗାଙ୍କ କ୍ଷୁଦ୍ର ପ୍ରତିମା। ଏହିପରି ନିଆରା କଳାକୃତି କରିଛନ୍ତି ଜଣେ ଓଡ଼ିଆ କଳାକାର ଏଲ୍ ଇଶ୍ୱର ରାଓ। ଖୋର୍ଦ୍ଧା ଜଟଣୀ ଗ୍ରାମରେ ତାଙ୍କର ଘର। ଏବେ ଏହି କଳାକୃତି ନେଇ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ଼-୧୯ ପାଇଁ ମା’ଙ୍କ ପ୍ରତିମା ତିଆରି ଆର୍ଶୀବାଦ ଲୋଡ଼ିବା ସହ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ। ୭୫୦ ମି.ଲି ବୋତଲ ଭିତରେ ଇକୋ ଫ୍ରେଣ୍ଡଲି ଦେବୀ ଦୁର୍ଗା ମାଆଙ୍କ ଅବିକଳ ପ୍ରତିମା ତିଆରି କରିଛନ୍ତି। ସେ କହିଛନ୍ତି, […]

Continue Reading

ଗୋର୍ଖା ଅବତାରେ ଆସୁଛନ୍ତି ବଲିଉଡ୍ ଷ୍ଟାର ଅକ୍ଷୟ କୁମାର

ମୁମ୍ବାଇ: ନନଷ୍ଟପ୍ ଫିଲ୍ମ କରିବାରେ ବେଶ ମାହିର ବଲିଉଡ ଖିଲାଡୀ ଅକ୍ଷୟ କୁମାର । ଏ କଥା ସେ ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ପ୍ରମାଣିତ କରିଆସିଛନ୍ତି । ନିକଟରେ ଫିଲ୍ମ ବେଲ୍ ବେଟମ ରିଲିଜ୍ ହୋଇଥିଲାବେଳେ ଆଗାମୀ ଦିନରେ ଅକ୍ଷୟଙ୍କୁ ଜଣେ ଗୋର୍ଖା ମେଜର୍ ଜେନେରାଲ୍ ଭୂମିକାରେ ଦେଖିବାକୁ ମିଳିବ । ଆନନ୍ଦ୍ ଏଲ୍. ରୟ ଓ ଅକ୍ଷୟ ମିଳିତ ଭାବେ ଏକ ବାୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟି ଭାରତୀୟ […]

Continue Reading

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା’ ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା’ ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ ବିସର୍ଜନ କରାଯାଏ। ସେପଟେ ବାଲେଶ୍ବରରେ ମେଲାଣି ବେଳେ ସିନ୍ଦୂର ଖେଳ ଏକ ବଙ୍ଗୀୟ ପରମ୍ପରାର ନିଆରା ଖେଳ। ଆଜିକୁ ପାଖାପାଖି […]

Continue Reading

ଆଫଗାନିସ୍ତାନର ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ,ଏପର୍ଯ୍ୟନ୍ତ ୩୨ ମୃତ

ନୂଆଦିଲ୍ଲୀ: ଦକ୍ଷୀଣ ଆଫଗାନିସ୍ତାନର କାନ୍ଦାହାର ଠାରେ ଥିବା ସିଆ ମସଜିଦରେ ଭୟଙ୍କର ବିସ୍ପୋରଣ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ କେନ୍ଦ୍ରୀୟ ମିରୱାଇସ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି । ଆଜି ମସଜିଦରେ ଶୁକ୍ରବାର ପ୍ରାର୍ଥନା ସଭା ଚାଲିଥିବା ସମୟରେ ଏପରି ଭୟଙ୍କର ବିସ୍ପୋରଣ ହୋଇଛି। ବିସ୍ପୋରଣରେ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ସେମାନେ ତିନୋଟି ଜାଗାରେ […]

Continue Reading

ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ମୁମ୍ବାଇ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍‌ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର ହୋଇନଥିଲେ। ଏହାପରେ ଇଡି ପୁଣି ଥରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସମନ ଜାରି କରିଛି। ଖବର ଅନୁଯାୟୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିନେତ୍ରୀ ଶୁକ୍ରବାର ଦିନ ଇଡି ଅଧିକାରୀଙ୍କ ନିକଟରେ […]

Continue Reading

ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଶ୍ରୀ ଜଗନ୍ନାଥ ସେବା ସଂସ୍ଥା

ମୟୁରଭଞ୍ଜ: ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ନିଆରା ଉଦ୍ୟମ। ଅବହେଳିତ ହୋଇ ପଡ଼ି ରହିଥିବା ମାନସିକ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଏହି ସଂସ୍ଥା। ବାରିପଦା ଷ୍ଟେସନ ବଜାର ରେଳଷ୍ଟେସନଠାରେ ଏକ ମାନସିକ ରୋଗୀ ବହୁ ଦିନରୁ ଅବହେଳିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। ମାତ୍ର ଜନସାଧାରଣ ନା ପ୍ରଶାସନ କାହାର ଦୃଷ୍ଟି ପଡ଼ୁନଥିଲା। କିଛି ସ୍ଥାନୀୟ ଅଧିବାସୀଙ୍କଠାରୁ ଖବର ପାଇ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଓଡ଼ିଶାର ରାଜ୍ୟ ସଭାପତି ପରିତୋଷ ଦାଶ ସେଠାରେ ପହଞ୍ଚିଥିଲେ। […]

Continue Reading