ସ୍କୁଲରେ ଅଧିକ ସଂଖ୍ୟକ ମହିଳା ଷ୍ଟାଫ୍‌ ଥିଲେ ଝଗଡା ଅଧିକ ହୁଏ; ଶିକ୍ଷା ମନ୍ତ୍ରୀ

ଜୟପୁର: ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋତାସ୍ର ସୋମବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି।  ସେ ମହିଳା ଶିକ୍ଷକମାନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ ବିଦ୍ୟାଳୟରେ ଅଧିକ ମହିଳା କର୍ମଚାରୀ ଅଛନ୍ତି, ବିଭିନ୍ନ କାରଣରୁ ଅଧିକ ଝଗଡା ମଧ୍ୟ ହୋଇଥାଏ। ସେ ଜୟପୁରରେ ଚାଲିଥିବା ଏକ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ଉତ୍ସବରେ ଏହି ମନ୍ତବ୍ୟ ଦେଇଥିଲେ। ମନ୍ତ୍ରୀ କହିଛନ୍ତି ଯେ “ଯଦି ତୁମେ […]

Continue Reading

ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ହୋଇଛି ମୃତ୍ୟୁ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ବର୍ତ୍ତମାନ […]

Continue Reading

ବାଲେଶ୍ୱରର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗା

ବାଲେଶ୍ୱର: ଓଡିଶାର କୋଣଅନୁକୋଣରେ କୌଣସି ନା କୌଣସି ଦେବାଦବୀଙ୍କର ବିଶିଷ୍ଟତା ରହିଛି । ପ୍ରତ୍ୟେକ ସ୍ଥାନରେ ଏମିତି ଜଣେଜଣେ ପ୍ରତ୍ୟକ୍ଷ ଦେବୀ ରହିଛନ୍ତି, ଯିଏ କି ସମଗ୍ର ଅଂଚଳର ରକ୍ଷାକର୍ତ୍ତା ଭାବେ ବିରାଜମାନ ରହିଥାନ୍ତି । ଏହି ଧାରାରେ ବାଲେଶ୍ୱର ଜିଲ୍ଲା ସୁନାହାଟ ଗାଁର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା’ କନକ ଦୁର୍ଗା । ମା’ କନକ ଦୁର୍ଗାଙ୍କୁ ନେଇ ରହିଛି ଅନେକ ଲୋକକଥା । ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ ୧୯୪୩ ମସିହାରେ ସୁନାହାଟ ଅଂଚଳରେ […]

Continue Reading

ବିପଦ ସୃଷ୍ଟି କରୁଛି ଫଳ ବଜାରର ଭିଡ଼

ବାଲେଶ୍ୱର: ଘନଉଛି ବିପଦ। ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ କେତେବେଳେ ୫୦୦ତଳକୁ ତ ଆଉ କେତେବେଳେ ୬୦୦ ଉପରକୁ ରହୁଛି। ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେପଟେ ବଜାରରେ ବହୁ ପରିମାଣରେ ଭିଡ଼ ଏବେ ବିପଦ ସୃଷ୍ଟି କରୁଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଫାଣ୍ଡି ଛକ ନିକଟରେ ଥିବା ଫଳ ବଜାରରରେ। ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼। ମୁହଁରେ ନା ଅଛି ମାସ୍କ […]

Continue Reading

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ ପୂର୍ବତନ ଆଇଏଏସ୍ ଅମିତ ଖରେ

ନୂଆଦିଲ୍ଲୀ: ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟରେ ସଚିବ ଭାବରେ କାର୍ଯ୍ୟ କରିଥିବା ଅମିତ ଖରେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅମିତ ଖରେ ସେପ୍ଟେମ୍ବର ୩୦ ରେ ଉଚ୍ଚଶିକ୍ଷା ସଚିବ ପଦରୁ ଅବସର ନେଇଥିଲେ। ତାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ସରକାରୀ ଆଦେଶରେ ଦିଆଯାଇଛି। ସୂଚନା ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି ଅମିତ ଖରେଙ୍କୁ ପିଏମ ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। […]

Continue Reading

ଅମର ଅକ୍ଷୟ. . .

ଭୁବନେଶ୍ୱର: ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ , ଗୋଟେ ନାଁ ନୁହେଁ, ଗୋଟେ ଆବେଗ  । ଓଡ଼ିଆ ଆଧୁନିକ ସଙ୍ଗୀତର ଯୁଗ ସ୍ରଷ୍ଟା । ଓଡ଼ିଶାର ସଙ୍ଗୀତ ସମ୍ରାଟ ଚିର ସବୁଜ ଅକ୍ଷୟ ମହାନ୍ତି। ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତର ଯୁଗଳବନ୍ଦୀ ଯୁଗେ ଯୁଗେ ଅମର ହୋଇ ରହିଛି । ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ […]

Continue Reading

ପୋଲିସ ପଞ୍ଝାରେ ବାଇକ ଚୋର ,୩ ଗିରଫ

ମୟୂରଭଞ୍ଜ : ବାଇକ ଚୋର ଗ୍ୟାଙ୍ଗର ଧରିଲା ପୋଲିସ । ମୟୂରଭଞ୍ଜର ବିଶୋଇ ପୋଲିସକୁ ମିଳିଛି ସଫଳତା । ଆଠଟି ଚୋରି ବାଇକ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିରିଙ୍ଗ ଥାନା ଅଞ୍ଚଳର ମାଝିଆ ଟୁଡୁ,ସାଙ୍ଗ ଆଲଦା ଓ ଦାମୁ ଆଲଦା । ସାଙ୍ଗ ଓ ଦାମୁ ଦୁଇ ଜଣ ଭାଇ ବୋଲି ଜଣା ପଡ଼ିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର […]

Continue Reading

ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସର ଚଢ଼ାଉ

କୋରାପୁଟ: ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି। ଏଥିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ। ୩ଜଣଙ୍କଠାରୁ ୧୦୨କେଜି ଗଞ୍ଜେଇ, ହୁଣ୍ଡାଇ କାର ଏମପି ୬୬ସି୩୯୯୭, ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ସୂଚନା ଅନୁଯାୟୀ, ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। କୋରାପୁଟ […]

Continue Reading

ପୁଅକୁ ହରାଇ ମନକଥା କହିଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସ

ଭୂବନେଶ୍ୱର: ମନିଷଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ବାପା ନବୀନ ଦାସ । ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍‌ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ । ରବିବାର ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ପୋଖରୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା […]

Continue Reading

ରାଉରକେଲା ପୋଲିସର ସଫଳତା: ବନ୍ଧୁକ, ଗୁଳି, ଟଙ୍କା ସହ ୩ଗିରଫ

ରାଉରକେଲା: ରାଉରକେଲା ପୋଲିସର ବଡ଼ ସଫଳତା। ଡକାୟତି ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍ଗକୁ ପୁଲିସ୍ ଧରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ। ପୋଲିସ ସେମାନଙ୍କୁ ଧରିବା ସହ ସେମାନଙ୍କଠାରୁ ବାଇକ, ପେଜେରୋ ଗାଡ଼ି, ମୋବାଇଲ, ବନ୍ଧୁକ, ଗୁଳି ଓ ଟଙ୍କା ଜବତ କରାଯାଇଛି। ଏନେଇ ରାଉରକେଲା ଏସପି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ରାଉରକେଲା ଏସପି ସୂଚନା ଦେଇ କହିଛନ୍ତି ଯେ, ତର୍କରା ନିକଟସ୍ଥ ଏମ.ଭି ଚେକିଂ ବେଳେ ବଶିଷ୍ଠ ମହାନ୍ତି, ଯଜ୍ଞଶିସ ସ୍ୱାଇଁକୁ ଅଟକାଇବାକୁ […]

Continue Reading