ପାର୍ବଣ ପାଇଁ କଡ଼ା ହେଲା କଟକଣା : ସୋମବାରରୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ପାର୍ବଣ ପାଇଁ କଡା ହେଲା କଟକଣା । ଦୁର୍ଗାପୂଜାରେ ଭିଡ ହେବାର ସମ୍ଭାବନା ଥିବାରୁ ଆସନ୍ତା ସୋମବାରରୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂର୍ବରୁ ଯେଉଁଭଳି ଭାବରେ ନାଇଟ୍ କର୍ଫ୍ୟୁ ହେଉଥିଲା ସମାନ ଢଙ୍ଗରେ ନାଇଟ କର୍ଫ୍ୟୁ ହେବ ବୋଲି […]

Continue Reading

ମାଲକାନଗିରି ଛତିଶଗଡ ସୀମାନ୍ତରେ ଯବାନ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ୍ କଲେ ସଶସ୍ତ୍ର ମାଓବାଦୀ । ଏ ନେଇ ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । କୋହକାମେଟା ଅଂଚଳରେ ଏକ ପୋଲ ନିର୍ମାଣ କାମରେ ଯବାନମାନେ ସୁରକ୍ଷା ଦାୟିତ୍ୱରେ ଥିଲେ । ସେହି ସମୟରେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିବା ସୂଚନା ରହିଛି । ମାଓବାଦୀଙ୍କ ଗୁଳିମାଡରେ ଜଣେ ଆହତ ଆଇଟିବିପି ଯବାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନକ୍ସଲମାନଙ୍କୁ ପାଲଟା […]

Continue Reading

ବସ୍ତି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ପୁରୀ: ବସ୍ତିର ସମସ୍ୟା ନେଇ ପୁରୀ ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହାସହ ଦାବିପତ୍ର ପ୍ରଦାନ କରାଯାଇଛି। ଲଘୁଚାପଜନିତ କିମ୍ବା ସାଧାରଣ ବର୍ଷା ହେଲେ ବସ୍ତିଟି ଜଳମଗ୍ନ ହୋଇଥାଏ। ଫଳରେ ବସ୍ତି ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ହେବ ବସ୍ତିରେ ପାଣି ଜମି ରହିବା ଯୋଗୁଁ ପିଲାମାନଙ୍କ ସ୍କୁଲ, ଡାକ୍ତରଖାନା ଓ ଯାତାୟତରେ ଘୋର ଅସୁବିଧା ହେଉଛି। ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକ ସୁବିଧା, ରାସ୍ତାକୁ […]

Continue Reading

ଦୁନିଆର ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ମେହମେଟ୍‌

ନୂଆଦିଲ୍ଲୀ: ତୁର୍କୀରେ ରହୁଥିବା ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାକ ଦୁନିଆର ସବୁଠୁ ବଡ ନାକ ବୋଲି କୁହାଯାଉଛି। ମେହମେଟ ଓଜୁରେକ ଦୁନିଆର ସବୁଠୁ ବଡ ନାକ ପାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାକର ଲମ୍ବ ପ୍ରାୟ ୩.୫ ଇଞ୍ଚ। ୧୧ ବର୍ଷ ପୂର୍ବେ ଗିନିଜ ୱାର୍ଲ୍ଡ ରେକର୍ଡ ତାଙ୍କୁ ସବୁଠୁ ବଡ଼ ନାକ ଥିବା ବ୍ୟକ୍ତିର ମାନ୍ୟତା ମିଳିଥିଲା। ସୂଚନା ଅନୁଯାୟୀ ବୟସ ସହିତ ତାଙ୍କ ନାକ ମଧ୍ୟ କ୍ରମାଗତ ଭାବରେ […]

Continue Reading

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ ପ୍ରଜାତିର ପିଟ୍ ଭାଇପର ସାପ ଆବିଷ୍କାର କରିଛନ୍ତି । ଏହି ପିଟ୍ ଭାଇପର ସାପ ଗୁଡିକ ସାଧାରଣତଃ ଦକ୍ଷୀଣ ଭାରତରେ […]

Continue Reading

ଟାଟା ଗ୍ରୁପ୍‌କୁ ଫେରିଲା ଏୟାର ଇଣ୍ଡିଆ; ୧୮ ହଜାର କୋଟିରେ କିିଣିଲା

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ହେଲା। ଟାଟା ଗ୍ରୁପ୍‌କୁ ଫେରିଲା ଏୟାର ଇଣ୍ଡିଆ। ପୁଣି ଥରେ ଏୟାର ଇଣ୍ଡିଆର କମାଣ୍ଡ ଟାଟା ହାତକୁ ଦିଆଯାଇଛି। ଏୟାର ଇଣ୍ଡିଆ ପାଇଁ ଟାଟା ପ୍ରାୟ ୧୮ ହଜାର କୋଟି ଟଙ୍କାର ଟେଣ୍ଡର କରିଥିଲା। ସୂଚନା ଅନୁଯାୟୀ ଡିଆଇପିଏଏମ୍‌ ସଚିବ କହିଛନ୍ତି ଯେ ଟାଟା ସନ୍ସ ଟେଲ୍ସ ପ୍ରାଇଭେଟ ଲିମିଟେଡ୍ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ପୁଣି ଥରେ ଏୟାର ଇଣ୍ଡିଆକୁ ହାତକୁ ନେଇଛି। ସେ ଆହୁରି […]

Continue Reading

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ; ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାରକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ଏସ୍‌ସି। ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଲକ୍ଷ୍ମୀପୁର ଘଟଣାରେ ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସୁପ୍ରିମକୋର୍ଟ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ଲଖୀମ୍‌ପୁର ଖେରୀ ହିଂସା ମାମଲାରେ ଗ୍ରହଣ କରିଥିବା ପଦକ୍ଷେପ ଉପରେ ସନ୍ତୁଷ୍ଟ ନୁହଁନ୍ତି। ଅଭିଯୁକ୍ତଙ୍କୁ ଗିରଫ ନକରିବା ପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ […]

Continue Reading

ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ମୟୁରଭଞ୍ଜ: ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଛି ମୟୁରଭଞ୍ଜ ଜିଲ୍ଲା କୁଡ଼ୁମାଲି ସାଂସ୍କୃତିକ ସଙ୍ଗଠନ। ବାରିପଦା ପୌରାଞ୍ଚଳରେ ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରାଧିକାରୀଣି ଅନ୍ୟା ଦାସଙ୍କୁ ଭେଟି ଦାବି ପ୍ରଦାନ କରିଛି କୁଡୁମାଲି ସାଂସ୍କୃତିକ ସଙ୍ଗଠନ।ଶହୀଦ ରଘୁନାଥ ମାହାତୋ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଚୁଆଳ ବିଦ୍ରୋହର ପ୍ରଥମ ଶହୀଦ ଥିଲେ। ଏଥିସହିତ ଜିଲ୍ଲାର ସମସ୍ତ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଛି […]

Continue Reading

ବର୍ଷା ସହ ବଜ୍ରପାତ ସମ୍ଭାବନା ,୧୧ ଜିଲ୍ଲାକୁ ଜାରିହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଆଜି କିଛି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ ରହିଛି । ରାଜ୍ୟରେ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ପୂର୍ବାନୁମାନ କରି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ନୂଆପଡା, ସମ୍ବଲପୁର ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଗୁଡିକୁ ପାଣି ପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୦ […]

Continue Reading

ଲଖିମପୁର ଖେରି ହିଂସା ମାମଲା : ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ଘଟଣା ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଲବକୁଶ ରାଣା ଓ ଆଶିଷ ପାଣ୍ଡେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ସମସ୍ତେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଘଟଣାରେ ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ […]

Continue Reading