ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା, ଜଣେ ପୂଜାରୀ ଗିରଫ
ପୁରୀ : ଶ୍ରୀମନ୍ଦିର ବାମନ ମନ୍ଦିରରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ମାମଲାରେ ଜଣେ ପୂଜାରୀଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୋଲିସ । ଏ ନେଇ ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହାକୁ ମନ୍ଦିର ପୂଜକ ଓ ସେବାୟତମାନେ ମିଛ ଖବର କହିବା ସହ ବିଭିନ୍ନ ଖବର କାଗଜକୁ ଶ୍ରୀମନ୍ଦିର ସମ୍ମୁଖରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ । ଏହାସହ ସଂପୃକ୍ତ ଖବର କାଗଜ ଓ […]
Continue Reading
