ଅଲଗା ହେଲେ ସାଉଥ୍‌ର ଷ୍ଟାର୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ

ନୂଆଦିଳ୍ଲୀ: ବିବାହର ଚାରି ବର୍ଷ ପରେ ସମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୨୦୧୭ରେ ଗୋଆରେ ଏକ ବିଶାଳ ସମାରୋହରେ ନାଗା ଚୈତନ୍ୟ ଏବଂ ସମାନ୍‌ଥା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ପତି ଓ ପତ୍ନୀ ବନ୍ଧନରୁ ମୁକ୍ତ ହେବା ନେଇ ‌ଘୋଷଣା କରିଛନ୍ତି। ସେମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ପରେ ଏହି ଖବର ଆସିଛି। ନାଗା ଚୈତନ୍ୟ ଏକ ନୋଟ୍ ଲେଖି ଏହି […]

Continue Reading

ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ , ତାଲିମ ପାଠ୍ୟକ୍ରମରେ ଓଡିଆ ରଖିବାକୁ ଅନୁରୋଧ କଲେ

ଭୁବନେଶ୍ୱର : ଝାଡଖଣ୍ଡରେ ଓଡିଆ ଭାଷାକୁ ଅଣଦେଖା ପ୍ରସଙ୍ଗରେ ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହତୋଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପ୍ରଶିକ୍ଷଣ ପାଠ୍ୟକ୍ରମରେ ଓଡିଆ ଭାଷା ଅନ୍ତର୍ଭୁକ୍ତ କରିବାକୁ ସେ ଝାଡଖଣ୍ଡ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଶିକ୍ଷକ ମାନଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ତାଲିମ କାର୍ଯ୍ୟକ୍ରମରେ ଓଡିଆ ଭାଷାକୁ ବାଦ ଦିଆଯାଇଥିଲା । ଏହାକୁ ଟ୍ରେନିଂରେ ଅନ୍ତର୍ଭୁକ୍ତ କରିବାକୁ ଚିଠି କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ […]

Continue Reading

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଦେବଗଡ଼ ରହିଛି । ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨ରୁ ୩ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ […]

Continue Reading

ଭାରତ ବିରୋଧରେ ଷଡଯନ୍ତ୍ର: ଚୀନ ସେନାରେ ପାକିସ୍ତାନ ଅଧିକାରୀ !

ଲଦାଖ: ଚୀନ ଓ ପାକିସ୍ତାନ ମିଳିତ ଭାବେ ଭାରତ ବିରୋଧରେ ରଚୁଛନ୍ତି ଷଡଯନ୍ତ୍ର । ଏହାର ଆଉ ଏକ ପ୍ରମାଣ ଆଜି ହସ୍ତଗତ ହୋଇଛି । ଚୀନ ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ କମାଣ୍ଡୋଙ୍କ ମଧ୍ୟରେ ପାକିସ୍ତାନ ସେନା ଅଧିକାରୀଙ୍କୁ କଣ ପାଇଁ ସାମିଲ କରିଛି ତାହା ବର୍ତମାନ ଚିନ୍ତାର କାରଣ ହୋଇଛି । ନ୍ୟୁଜ୧୮ରେ ପ୍ରକାଶିତ ଖବର ଅନୁସାରେ ୱେଷ୍ଟର୍ଣ୍ଣ କମାଣ୍ଡୋ ଲଦାଖ ଏବଂ ସଦର୍ଣ୍ଣ କମାଣ୍ଡୋଙ୍କୁ ତିବ୍ଦତ ଅଂଚଳରେ ନିୟୋଜିତ କରାଯାଇଛି । ଭାରତର ରକ୍ଷା […]

Continue Reading

ଦୁର୍ଗା ମୂର୍ତ୍ତିରେ କାରିଗରଙ୍କ ଶେଷ ସ୍ପର୍ଶ

କଟକ: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ନେଇ ଚଳଚଞ୍ଚଳ ହୋଇଉଠିଛି ପରିବେଶ । କଟକରେ ମୂର୍ତ୍ତି କାମ ଶେଷ ହୋଇଆସୁଥିବା ବେଳେ କାରିଗର ହାତକୁ ବି ତର ନାହିଁ । ଦୋ ମାଟିଆ କାମ ବି ଶେଷ ହୋଇଗଲାଣି । ଖଡିଲାଗି ଅମାବାସ୍ୟା ତିଥିରେ ଖଡ଼ି ଚଢାଯାଇ ରଙ୍ଗ ଦିଆଯିବ । ଚଳିତଥର ୪ଫୁଟ ଉଚ୍ଚତାର ମୂର୍ତ୍ତି କରାଯାଉଥିବାରୁ ଅଧିକ ସମୟ ଲାଗିବ ନାହିଁ । ଖୁବଶିଘ୍ର ଶେଷ ହୋଇଯିବ ବୋଲି କୁହାଯାଇଛି । ସେହିପରି ସହରର […]

Continue Reading

ଭାରତର କଡା ଆଭିମୁଖ୍ୟ: ବ୍ରିଟେନ ନାଗରିକଙ୍କୁ ୧୦ ଦିନ କ୍ୱାରେଂଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତ ସରକାର ଆଜି ବ୍ରିଟେନ ବିପକ୍ଷରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରିଟେନ ନାଗରିକ ଭାରତ ଆସିଲେ ସେମାନଙ୍କୁ ୧୦ ଦିନ କ୍ୱାରେଂଟାଇନ ରହିବା ବାଧ୍ୟତାମୂଳକ କରାଯାଇଛି । ଏପରିକି ଟୀକା ନେଇଥିଲେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । କରୋନା ମହାମାରୀ ନେଇ ବ୍ରିଟେନ ରାଜନୀତି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ସେହିପରି ଆମେରିକା, ଅଷ୍ଟ୍ରେଲିଆ ଓ ଇସ୍ରାଏଲ ଦେଶର ନାଗରିକଙ୍କ ଯାତ୍ରା […]

Continue Reading

ଖବରକାଗଜରେ ଗାନ୍ଧୀ ମୂର୍ତ୍ତି

ପୁରୀ : ଗାନ୍ଧୀ ଜୟନ୍ତି ଉପଲକ୍ଷେ ଖବର କାଗଜରେ ନିଆରା ଶୁଭେଚ୍ଛା ବାର୍ତ୍ତା । ପୁରୀ ଦତ୍ତାତୋଟ ଜଗନ୍ନାଥ ଲେନର ସୂଯ୍ୟକାନ୍ତ ଦାସ ଖବର କାଗଜରେ ଗାନ୍ଧୀଙ୍କ ମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ମୂର୍ତ୍ତି କୁ ତିଆରି କରିବା ପାଇଁ ୨ ଦିସ୍ତା ଖବର କାଗଜ ବ୍ୟବହାର ହୋଇଛି । ପ୍ରାୟ ସାତ ଘଣ୍ଟା ଲାଗିଥିଲା ତାଙ୍କୁ ମୂର୍ତ୍ତି ଗଢିବା ପାଇଁ। । ଏହାର ଉଚ୍ଚତା ୨୭ ଇଞ୍ଜ ରହିଥିବା ବେଳେ ଓସାର ୧୭ […]

Continue Reading

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨ ଦିନରେ ୩ ବରିଷ୍ଠ ଖେଳାଳି ଅବସର ଘୋଷଣା କରିଛନ୍ତି । ଗତକାଲି ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ […]

Continue Reading

୨୦୨୨ ରୁ ଭାରତରେ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ୍‌

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ପେସ୍ ଏକ୍ସର ସେଟ୍‌ଲାଇଟ୍‌ ବ୍ରଡବ୍ୟାଣ୍ଡ ଷ୍ଟାରଲିଙ୍କ ଡିସେମ୍ବର ୨୦୨୨ରୁ ଭାରତରେ ଏହାର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ଅନୁମତି ଅନୁଯାୟୀ ୨ ଲକ୍ଷ ସକ୍ରିୟ ଟର୍ମିନାଲ ଅଛି ବୋଲି ଶୁକ୍ରବାର ଦିନ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଷ୍ଟାରଲିଙ୍କର କଣ୍ଟ୍ରି ଡାଇରେକ୍ଟର ସଞ୍ଜୟ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଭାରତରୁ ଆସିଥିବା ପ୍ରି-ଅର୍ଡର ୫୦୦୦ ଅତିକ୍ରମ କରିଛି ଏବଂ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ […]

Continue Reading

ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ମୃତ

ଆନନ୍ଦପୁର: ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଗୁହାରଚନ୍ଦ୍ର ପନୱର ବୋଲି ଜଣାପଡିଛି । ରାସ୍ତା କାମ ତଦାରଖ କରି ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆନନ୍ଦପୁର ବ୍ଲକ […]

Continue Reading