ବର୍ଷା ଉଜାଡିଦେଲା ବର୍ଷକ ଆହାର
କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳ ଜିଲ୍ଲାରେ ପରିସ୍ଥିତି ଭୟଙ୍କର ହୋଇଥିଲା । କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ […]
Continue Reading
