ମୟୂରଭଞ୍ଜ ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ, ୨ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ
ମୟୂରଭଞ୍ଜ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଫୁଲୁଛି ସାଳନ୍ଦୀ ନଦୀ । ସାଳନ୍ଦୀର ଜଳସ୍ତର ବୃଦ୍ଧି ପାଇବାରୁ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମରେ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ସେହିପରି ବଙ୍ଗାଳି ସାହି ଓ ଘୁଟୁ ସାହିର ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଲଗାଣ ବର୍ଷା କାରଣରୁ ଶିମିଳିପାଳରୁ ବାହାରି ଥିବା ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଡଙ୍ଗାଡିହା […]
Continue Reading
