ଘୁଞ୍ଚିଲା ଫିଲ୍ମ ଆର୍ଆର୍ଆର୍ର ରିଲିଜ ଡେଟ୍
ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍ଆର୍ଆର୍ର ରିଲିଜ ଡେଟ୍। ରାମ ଚରଣ ଏବଂ ଜେଆର୍ ଏନ୍ଟିଆର୍ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ ପ୍ରେକ୍ଷାଳୟ ବନ୍ଦ ଥିବାରୁ ସେମାନେ ଏହାକୁ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ନିର୍ମାତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ କରିବ। […]
Continue Reading
