OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଗଡ଼ିଲା OSRTCର ଆଉ ୧୧୦ଟି ନୂଆ ବସ୍ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀ ମାନଙ୍କୁ ଆରାମ ଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମ ପକ୍ଷରୁ ୧୮୦ଟି ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୧୧୦ଟି ବସର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍ ଖୁବଶୀଘ୍ର ଚଳାଚଳ […]
Continue Reading
