କମିଶନରେଟ୍ ଯୋଜନା , ଯାଞ୍ଚ ହେବ ପ୍ରେସ ଲେଖା ଗାଡ଼ି

କଟକ:  ନିଜକୁ ସାମ୍ବାଦିକ କହି ଦୌରାତ୍ମ୍ୟ ସୃଷ୍ଟି କରୁଥିବା କିଛି ଠକଙ୍କୁ ସାବାଡ଼ କରିବ କମିଶନରେଟ ପୁଲିସ । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ଠକ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ  ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବା ବୋଲି  ପୋଲିସ କମିଶନର କହିଛନ୍ତି। ଏହା ଦ୍ୱାରା ଅସାମାଜିକ ବ୍ୟକ୍ତି ଠାବ […]

Continue Reading

ହାଇଜମ୍ପରେ ଥାଙ୍ଗଭେଲୁ ରୌପ୍ୟ, ଶରଦ ବ୍ରୋଞ୍ଜ ଜିତିଲେ

ଟୋକିଓ: ଚଳିତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ମଙ୍ଗଳବାର ସିଂହରାଜ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ହାଇଜମ୍ପର ଟି୬୩ ବିଭାଗରେ ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ କୁମାର ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି ବିଭାଗରେ ଆମେରିକାର ଏସ.ଗ୍ରେୱେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୧୦ରେ ପଂହଚିଛି […]

Continue Reading

ବିଜେଡିର ସମାଲୋଚନା, ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ମାମୁଲି ପ୍ରସଙ୍ଗ ଉଠାଇଛି ବିଜେପି

ଭୁବନେଶ୍ବର : ରାଜ୍ୟ ବିଜେପିକୁ ବିଜେଡିର ସମାଲୋଚନା । ୨୦୧୯ରୁ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ଉପନିର୍ବାଚନରେ ହାରିବା ପରେ ନିରୁତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ସେମାନଙ୍କ ଉତ୍ସାହିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏଥିପାଇଁ ବିଜେପି ପ୍ରତିଦିନ ମାମୁଲି ପ୍ରସଙ୍ଗ ଉଠାଇ ଚାଲିଛି । ଯାହା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ରାଜ୍ୟ ବିଜେପି ସଭାପତି […]

Continue Reading

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ଜେନାକୁ ଗିରଫ କରିଛି କନ୍ଦରପୁର ପୋଲିସ । ବାକି ଟଙ୍କା ମାଗିବାରୁ ସୁଦର୍ଶନ ଶତପଥୀଙ୍କୁ ଅଭୀଯୁକ୍ତ ଅର୍ଜୁନ ହତ୍ୟା କରିଥିବା କହିଛି ପୋଲିସ । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟାରେ କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ହତ୍ୟା କରିଥିଲା ଅର୍ଜୁନ । ଅଭିଯୁକ୍ତ ଅର୍ଜୁନର ସ୍ଥାନୀୟ ଅଞ୍ଚଳରେ […]

Continue Reading

ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ପୋଲିସକୁ ସଫଳତା। ଗଂଜେଇ ଚୋରା ଚାଲଣ ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ପୋଲିସ । ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ବୈପାରଗୁଡାର ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ଥିବା ଖବର ସାମ୍ନାକୁ ଆସିଛି। ଜବତ ହୋଇଥିବା ୧୫୨୦ କିଲୋଗ୍ରାମ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ଚିତ୍ରକୋଣ୍ଡା ଏସ.ଡି.ପି.ଓ କହିଛନ୍ତି। ଏହି ଗଞ୍ଜେଇ ସବୁ ବଣ୍ଡାଘାଟିର ମୁଦୁଲିପଡା ଠାରୁ […]

Continue Reading

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ବତନ୍ତ୍ର ସଫେଇ ଅଭିଯାନ

ରାଉରକେଲା : ରାଉରକେଲା ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛ ରାଉରକେଲା ମହାନଗର ନିଗମ । ଏଥିପାଇଁ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ସଫେଇ ଅଭିଯାନ । ସହରର ସମସ୍ତ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳକୁ ସ୍ବଛ ଓ ପରିସ୍କାର ରଖିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇକୁ ଜୋରଦାର କରାଯାଇଛି । ମହାନଗର ନିଗମର ସଫେଇ କର୍ମଚାରୀମାନେ ସାମିଲ ହୋଇ ମାର୍କେଟ ପରିସରକୁ ସଂପୂର୍ଣ୍ଣ ସଫେଇ କରିଥିଲେ । ରାଉରକେଲା ମହାନଗର […]

Continue Reading

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇ ଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । ବାର୍ ଆସୋସିଏସନର ଅନୁରୋଧ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିଛନ୍ତି । ତେବେ ସେପ୍ଟେମ୍ବର […]

Continue Reading

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ

ଭୁବନେଶ୍ବର : ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନାର କର୍ତ୍ତୃପକ୍ଷ । ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ପିସିସିଏଫ ୟୁ ପ୍ରକାଶମ ଯୋଗ ଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟ।ନ ଓ ବଟାନିକାଲ ଗାର୍ଡେନର ବିଭିନ୍ନ ଦିଗ ଉପରେ ସ୍ଥିତି ପରଖିଛନ୍ତି । ପ୍ରାଣୀ ଉଦ୍ୟନରେ ବସବାସ କରୁଥିବା ବିଭୀନ୍ନ ପଶୁପକ୍ଷୀଙ୍କ ଆବାସ ସ୍ଥଳ, ଖୁଆଡର ପରିବେଶ, ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସହ ହାତୀଶାଳରେ ଥିବା ଅସୁସ୍ଥ ହାତୀ ବାସନ୍ତୀର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ଏହାପରେ ଧଳା ମହାବଳ ବାଘ, […]

Continue Reading

୩୨ ବର୍ଷ ପରେ କଶ୍ମୀରର ହନ୍ଦୱାଡାରେ ପାଳନ ହେଲା ଜନ୍ମାଷ୍ଟମୀ

ହନ୍ଦୱାଡା: ୩୨ ବର୍ଷ ପରେ ଉତର କଶ୍ମୀରର ହନ୍ଦୱାଡାରେ ଏଥର ପାଳିତ ହୋଇଛି ଜନ୍ମାଷ୍ଟମୀ ମହୋତ୍ସବ । ୧୯୮୯ରେ ଶେଷ ଥର ପାଇଁ ଏଠାରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସକାଳୁ କଶ୍ମୀର ପଣ୍ଡିତମାନେ ପ୍ରଭାତ ପରିକ୍ରମା କରିଥିଲେ । କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ ସେମାନେ ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗଣପତ୍ୟାର ମନ୍ଦିରରୁ ପ୍ରଭାତ ପରିକ୍ରମା ଆରମ୍ଭ ହୋଇ ଜେନ୍ଦା ମୋହଲ୍ଲା, ଜାହାଙ୍ଗୀର ଚୌକ, […]

Continue Reading

ଜାଭେଲିନରେ ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ଭାରତ ପାଇଁ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଜାଭେଲିନ ଥ୍ରୋୟର ସୁମିତ ଅନ୍ତିଲ ବିଶ୍ୱରେକର୍ଡ ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଫ୬୪ କାଟାଗୋରିରେ ସୁମିତ ୬୮.୫୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ପ୍ରଥମ ପ୍ରୟାସରେ ସେ ୬୬.୯୫ ଥ୍ରୋ କରିଥିଲେ । ଦ୍ୱିତୀୟ ଥ୍ରୋରେ ୬୮.୦୮ ଓ ୫ମ ପ୍ରୟାସରେ ୬୮.୫୫ ମିଟର ଥ୍ରୋ କରିଥିଲେ । ୬ ବର୍ଷ […]

Continue Reading