ବାଲୁକା କଳାରେ ତାଲିବାନୀଙ୍କ ବର୍ବରତାର ଚିତ୍ର
ପୁରୀ: ବାଲୁକା କଳାରେ ତାଲିବାନୀଙ୍କ ହିଂସ୍ରତାର ଝଲକ। ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଚାଲିଥିବା ଅତ୍ୟାଚାର ବର୍ବରତା ଦିନକୁ ଦିନ ବଢିଚାଲିିଛି। ଏମିତି ଛାତିଥରା ଦୃଶ୍ୟର ଛବିକୁ ବାଲୁକା କଳା ମାଧ୍ୟମରେ ଲୋକ ଲୋଚନକୁ ଆଣିଛନ୍ତି ପୁରୀର ପ୍ରଖ୍ୟାତ ଭାସ୍କଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ସମଗ୍ର ବିଶ୍ୱ ନାରୀଜାତିକୁ ସମ୍ମାନ ଦେଉଥିବା ବେଳେ ତାଲିବାନୀ ମାନେ ଆଫଗାନିସ୍ତାନ ଦଖଲ କଲା ପରେ। ଛୁଆଙ୍କଠୁ ଆରମ୍ଭ କରି ମହିଳା ଓ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଏ ଅତ୍ୟାଚାରର ଶିକାର ହୋଇଛନ୍ତି […]
Continue Reading
