କୋର୍ଟର ବୋଲ ମାନୁନାହାନ୍ତି ଆମାନିଆ ହନି ସିଂ

ମୁମ୍ବାଇ: ମୁମ୍ବାଇ ଫେମସ୍ ରାପର ୟୋ ୟୋ ହନି ସିଂ ନାଁ ରେ ଘରୋଇ ହିଂସା ମାମଲା । ତାଙ୍କ ନାଁ ରେ ପତ୍ନୀ ଶାଲିନୀ ତଲୱାର ଆଣିଥିବା ଏହି ମାମଲରା ଶୁଣାଣୀ ଦିଲ୍ଲୀ ତିସହଜାରୀ କୋର୍ଟରେ ୨୮ ତାରିଖ ଦିନ ହେବାର ଥିଲା ହେଲେ ହନି ସିଂ ଆଜି କୋର୍ଟ କୁ ଆସିନଥିବା ଖବର ସାମ୍ନାକୁ ଆସିଛି । ପ୍ରଥମ ଶୁଣାଣି ସମୟରେ ମଧ୍ୟ ହନି ଉପସ୍ଥିତ ନଥିଲେ । ସେପଟେ ନ୍ୟାୟପାଳିକା ମଧ୍ୟ ହନିଙ୍କ […]

Continue Reading

ମୌଳିକ କମ୍ପ୍ୟୁଟର ଶିକ୍ଷା ସମ୍ବନ୍ଧରେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର : କମ୍ପ୍ୟୁଟର ଶିକ୍ଷା ଯୋଗ୍ୟତାକୁ ଆଧାର କରି ଦାଖଲ ହୋଇଥିବା ମାମଲାକୁ ଶେଷ କରିବା ପାଇଁ ହାଇକୋର୍ଟଙ୍କୁ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ କହିଛନ୍ତି ଯେ, ଓକେସିଏଲ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରୋତ୍ସାହିତ ଏକ ସଂସ୍ଥା । ଯାହାକି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନରେ କାର୍ଯ୍ୟ କରୁଛି । ରାଜ୍ୟରେ କମ୍ପ୍ୟୁଟର ଶିକ୍ଷାର ପ୍ରଚାର ଓ ପ୍ରସାର କରି […]

Continue Reading

ହାଇଆଲର୍ଟରେ ଭାରତର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ଭାରତରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ତାଲିବାନର ସାହାଯ୍ୟ ଲୋଡିଛି । ଏପରିକି ଏହାର ୨ଜଣ ଆତଙ୍କୀ ଶ୍ରୀନଗର ଗ୍ରେନେଡ ଆଟାକ କରିବା ପାଇଁ ଷଡଯନ୍ତ୍ର ରଚି ସାରିଛନ୍ତି ବୋଲି ଭାରତର ଗୋଇନ୍ଦା ସଂସ୍ଥା ଖବର ପାଇଛି । ଏହାକୁ ଆଖି ଆଗରେ ରଖି ଜମ୍ମୁ-କଶ୍ମୀର ଏବଂ ଏହାର ପାଖାପାଖି ଅଂଚଳଗୁଡିକୁ ହାଇଆଲର୍ଟ ରହିବା ପାଇଁ କୁହାଯାଇଛି । ସମସ୍ତ ପ୍ରକାର ପରିସ୍ଥିତି ପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ […]

Continue Reading

ମନ୍ଦିରରେ ମିଳୁଛି ନୁଡୁଲ୍ସ ଓ ଚପ୍‌’ସି ପ୍ରସାଦ

ଭୁବନେଶ୍ୱର: ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟକୁ ନେଇ ସାରା ବିଶ୍ୱରେ ଭାରତର ରହିଛି ସ୍ୱତନ୍ତ୍ର ପରିଚୟ । ଏଠି ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର । ଭିନ୍ନ ମନ୍ଦିରମାନଙ୍କରେ ରହିଛି ବିଭିନ୍ନ ପ୍ରସାଦ ପ୍ରସ୍ତୁତି ପରମ୍ପରା । ତେବେ ଭାରତରେ ଏପରି ବି କିଛି ମନ୍ଦିର ରହିଛି, ଯେଉଁଠି ତାଙ୍କ ପ୍ରସାଦର ପରମ୍ପରା ଅନେକଙ୍କୁ ଚକିତ କରିଛି । ଅଜଗର୍ କୋଭିଲ୍ ମଦୁରାଇ ମନ୍ଦିରରେ ଦୋଷାକୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥାଏ । ସେହିପରି ଉତ୍ତରପ୍ରଦେଶର ଖବିସ୍ […]

Continue Reading

ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦାଶିବପୁରରେ ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’କୁ ରେଳପଥ ମାଧ୍ୟମରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇବାକୁ ଯୋଗାଇବାକୁ ଯୋଜନା ରହିଛି । ଏହି ‘କମନ୍ ୟୁଜର ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ ବଢୁଥିବା ଶିଳ୍ପାୟନରେ ବଡ଼ ଭୂମିକା ଗ୍ରହଣ କରିବ । ଏହାସହ ଅବିଭକ୍ତ ଢେଙ୍କାନାଳ, […]

Continue Reading

ଭାରତର ଇନିଂସ ପରାଜୟ

ଲିଡ୍ସ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ଚଳିତ ବର୍ଷ ଭାରତର ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ ଭାରତର ୭୮ ରନ ଜବାବରେ ଘରୋଇ ଦଳ ୪୩୨ ରନ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ […]

Continue Reading

ବ୍ୟବସାୟୀଙ୍କୁ ଅପହରଣ, ଓ୍ବେବ୍ ଚ୍ୟାନେଲ ମହିଳା ସାମ୍ବାଦିକାଙ୍କ ସମେତ ୫ ଗିରଫ

ଭୁବନେଶ୍ବର : ରାଜ୍ୟରେ ଚାଞ୍ଚଲ୍ୟ । ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ ଦେବାକୁ କହି ଅପହରଣ । ଘଟଣାରେ ଘଟଣାରେ ଏକ ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଓ୍ବେବ ଚ୍ୟାନେଲର ସିଇଓ ରାଜ ଫେରାର ହୋଇଯାଇଛି । ଗିଣଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ । ଗତ ୫ ତାରିଖରେ ଖଣି ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇ […]

Continue Reading

ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ବର : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହରିୟାଣାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଓପି ଜିନ୍ଦଲ ଗ୍ରୁପର ମହାଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ ସାବିତ୍ରୀ ଜିନ୍ଦଲଙ୍କୁ ଏହି ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି । ମହିଳା […]

Continue Reading

ଉଚ୍ଚ ବିଦ୍ୟାଳୟର ଆଉ ଏକ ଅପୂରଣୀୟ କ୍ଷତି

ରାଜନଗର : ରାଜନଗର ଉଚ୍ଚ ବିଦ୍ୟାଳୟ ହରାଇଲା ଆଉ ଏକ ଭୀଷ୍ମ। ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଛାତ୍ର ପ୍ରେମୀ। ସେ ଥିଲେ ଗୁରୁ ଆଉ ସେ ହିଁ ଥିଲେ ପିଲା ମାନଙ୍କ ସାଥୀ। ଗଣିତ ଓ ବିଜ୍ଞାନ ପଢ଼ାଇବାରେ ସେ ଥିଲେ ପାରଙ୍ଗମ । କେବଳ ଯେ ଏହି ଦୁଇ ବିଷୟ ସେ ପଢ଼ାଉଥିଲେ ତା ନୂହେଁ ଏହା ବ୍ୟତୀତ ଯାହାର ଯାହା ଦ୍ଵନ୍ଦ ଥାଏ ତାକୁ ସମାଧାନ କରିବାରେ ସେ କେବେ […]

Continue Reading

ମୋନାଲିସା ପେଣ୍ଟିଂରେ ଏମିତି କଣ ରହସ୍ୟ ରହିଛି, ଯାହାର ଦାମ୍ ୬.୪ ହଜାର କୋଟି ଟଙ୍କା; ପଢ଼ନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ: ଆପଣ ମାନଙ୍କ ମଧ୍ୟରୁ ଇଟାଲୀର ମହାନ୍ ଦାର୍ଶନିକ ତଥା ପେଣ୍ଟର୍ ଲିଓନାର୍ଦୋ ଦା ୱିଚୀଙ୍କ ବିଷୟରେ ଜାଣିଥିବେ ନିଶ୍ଚୟ । ୟୂରୋପୀୟ ପୂର୍ନଜାଗରଣ କାଳରେ ଅନେକ ଦାର୍ଶନିକ ରହିଥିଲେ । ସେମାନଙ୍କ ମଧ୍ୟରୁ ୱିଚୀ ହେଉଛନ୍ତି ଜଣେ । ତାଙ୍କ ଦ୍ୱାରା ତିଆରି କରାଯାଇଥିବା ମୋନାଲିସା ପେଣ୍ଟି ଆଜି ବି ରହସ୍ୟମୟୀ ହୋଇରହିଛି । ଏହି ପେଣ୍ଟିଂରେ ଏମିତି କଣ ରହିଛି । ଯାହାକୁ ନେଇ ଅନେକ ବିଶେଷଜ୍ଞ ବିଭିନ୍ନ ପ୍ରକାରର ଅନୁସନ୍ଧାନ କରିଛନ୍ତି ? ତେବେ […]

Continue Reading