ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍”ସମ୍ମାନ

ଭୁବନେଶ୍ୱର: ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ସମ୍ମାନ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତ୍ତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧି ନାସନାଲ କାଉନ୍ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ପକ୍ଷରୁ ପୁରସ୍କାର ଦିଆଯାଇଛି। ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆ ଏନ୍ଏସ୍ଏସ୍ ସଂଯୋଜକ ଏବଂ ୟୁନିଭର୍ସିଟି ଆଉଟ୍ ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର […]

Continue Reading

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨ ମଧ୍ୟରେ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ରାଜନୀତିରେ ଯୋଗ ଦେବା ପାଇଁ ସେ କ୍ରିକେଟରୁ ଦୂରେଇ ଯାଇଥିଲେ । ତାଙ୍କ ବିୟୋଗରେ ଆଇସିସି […]

Continue Reading

ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ରାୟପୁର: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ ହୋଇଥିବ ଏବଂ ପତ୍ନୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସ୍ୱାମୀଙ୍କ ବଳପୂର୍ବକ ସମ୍ପର୍କକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ । ଉପରୋକ୍ତ ବ୍ୟକ୍ତିଜଣଙ୍କୁ ଦୁଷ୍କର୍ମ ମାମଲାରେ […]

Continue Reading

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଜାମ୍ମୁକୋଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଂଝାରପୁର ଥାନା ଶିଶିରଣା ଗାଁ ନିକଟରେ ଥିବା ଜାମ୍ମୁ କୋଳି ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ହେଇଛନ୍ତି ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲ୍ଲିକ। ପାରିବାରିକ କଳହ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।ସୂଚନା ଅନୁସାରେ ଅଞ୍ଜନ ଆନ୍ଦ୍ରପ୍ରଦେଶର ଏକ ଘରୋଇ କମ୍ପାନୀରେ କାମ କରୁଥିଲ। କିଛି ମାସ ତଳେ ସେ ବିବାହ […]

Continue Reading

ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ

କେନ୍ଦୁଝର: ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ କତରାପାଲି ଗାଁ ର ରବି ପ୍ରଧାନ ବୋଲି ଜଣାପଡିଛି ।ଏନେଇ ଉତ୍ୟକ୍ତ ଲୋକମାନେ କ୍ଷତିପୁରଣ ଦାବିରେ ଟାୟାର ଜାଳି ୪୯ ନମ୍ବର ରାସ୍ତା ରୋକ କରିଛନ୍ତି । ଦୀର୍ଘ ସମୟ ଧରି ଲୋକମାନେ […]

Continue Reading

ଗୁରୁଙ୍କୁ ଟିକା: ସବୁ ଡିଇଓ ଓ ବିଇଓଙ୍କୁ ଶିକ୍ଷକଙ୍କ ତାଲିକା ମାଗିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ଦେବା ଉପରେ ଗୁରୁତର ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟଗୁଡ଼ିକୁ ଅତିରିକ୍ତ ଭାବରେ ଟିକା ଯୋଗାଣ କରାଯିବ । ଏହାପରେ ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର ଡ୍ରାଇଭରେ ଶିକ୍ଷକଙ୍କୁ ଟିକାକରଣ କରାଯିବ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, […]

Continue Reading

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ରଖିଛନ୍ତି । ଏହି ଟିମରେ ଅଛନ୍ତି ଜଣେ ଡିଏସପି, ୩ ଜଣ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ତାଙ୍କ ଘରୁ ଓ […]

Continue Reading

ତୃତୀୟ ଲହରରେ ବେଶି ପ୍ରଭାବିତ ହେବେନି ଶିଶୁ!

ନୂଆଦିଲ୍ଲୀ: ଅନ୍ୟ ଦେଶମାନଙ୍କ ଦ୍ବାରା କରାଯାଇଥିବା ସେରୋ ସର୍ବେକ୍ଷଣକୁ ଦର୍ଶାଇ ହୁ ମୁଖ୍ୟ ‌ବୈଜ୍ଞାନିକ କହିଛନ୍ତି ଯେ ସମ୍ଭାବ୍ୟ ତୃତୀୟ ଲହର ପିଲାମାନଙ୍କୁ ସଂକ୍ରମିତ କରିପାରେ ଏବଂ ସେମାନେ ଅନ୍ୟମାନଙ୍କୁ ସଂକ୍ରମଣ ମଧ୍ୟ କରିପାରନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ ହୋଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁବ୍‌ କମ୍‌ ପ୍ରତିଶତ ଲୋକ ଏହାର ଶିକାର ହୋଇପାରନ୍ତି ଏବଂ ଏହାଦ୍ବାରା ମୃତ୍ୟୁବରଣ କରିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ରହିବ। ସେ କହିଛନ୍ତି, “କିନ୍ତୁ […]

Continue Reading

କଠୋର ହେଲା ଟ୍ରାଫିକ ନିୟମ, ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ଵର: ଏଣିକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ ।ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ। ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ  ରାଜ୍ୟ ର ସବୁ ପରିବହନ ଅଧିକାରୀ ଓ ଆରଟିଓ କୁ ଚିଠି ଲେଖିଲେ ପରିବହନ କମିଶନର। ୮ ନିୟମ ଭାଙ୍ଗିଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ। ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଲାଇଲେ […]

Continue Reading

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ ବୋଲି ଅନେକ ଲୋକ ସୋସିଆଲ ମିଡିଆରେ ଦାବି କରିଛନ୍ତି । ହେଲେ କେତେ ସତ ଏହି ଦାବି ?

Continue Reading