ଟ୍ୱିନ୍‌ ସିଟିରେ ପ୍ରବଳ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ‌ ନେଇ ଆଇଏମଡି ପୂର୍ବାନୁମାନ କରିଛି ଯେ ସହରରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମାନ ପାଣିପାଗ ପରିସ୍ଥିତି ରହିବ। ରାଜ୍ୟର ୨୨ ଟି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, […]

Continue Reading

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ

ଭୁବନେଶ୍ୱର: ପ୍ରସ୍ତାବ ଉପରେ ଲାଗିଛି ମୋହର । ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ । ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଏଏସ୍‌ଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଓ ୪ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ପ୍ରଭୁଙ୍କ ସିଂହଦ୍ୱାର ପାଇଁ ରୂପା କବାଟ ଲାଗିବା ନେଇ […]

Continue Reading

୩୮ମିଲିୟନ ମାଇକ୍ରୋସଫ୍ଟ ୟୁଜର୍ସଙ୍କ ଲିକ୍ ହେଲା ଡାଟା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ଏକ ଆପ ବିଲ୍ଡିଂ ଟୁଲର ଡିଫଲ୍ଟ ସେଟିଂ ଯୋଗୁ ୩୮ ମିଲିୟନ ୟୁଜର୍ସଙ୍କ ଡାଟା ଲିକ ହୋଇଛି । ସିକ୍ୟୁରିଟି ଫର୍ମ ଅପଗାର୍ଡ ଏହା ପ୍ରକାଶ କରିଛି । ୟୁଜରଙ୍କ ଡାଟା ମାଇକ୍ରୋସଫ୍ଟ ସର୍ଭିସ ଷ୍ଟୋରରେ ଭୁଲରେ ରହିବା ଯୋଗୁ ଏହା ଲିକ୍ ହୋଇ ଯାଇଥିଲା । ପାୱାର ଆପ୍ସ ଟୁଲ ୱେବସାଇଟ ଓ ମୋବାଇଲ ଆପ ଦ୍ୱାରା କମ୍ପାନୀ ଲୋକଙ୍କ ସିଧା କଥାବାର୍ତା କରିବାକୁ ଅନୁମତି ଦେଇଥାଏ । ଏମଏସର ଏହି ଭୁଲ […]

Continue Reading

ବିରଞ୍ଚି ଫସିଲେ, ଅନେକ ଖସିଲେ !

ଭୁବନେଶ୍ଵର: ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନର କିରାଣୀ ବିରଞ୍ଚି ବାବୁଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାଜ୍ୟ ଉଠିଲା, ପଡ଼ିଲା । ବିରଞ୍ଚିଙ୍କ ଘରୁ ପୁଣି ପ୍ରାର୍ଥୀମାନଙ୍କ ଆଡ଼ମିଟ୍‍ କାର୍ଡ଼ ମିଳିବା ଏହି ଘଟଣାକୁ ଆଉରି ଭୟଙ୍କର ମୋଡ଼ ଦେଲା । ରାଜ୍ୟରେ ସରକରୀ ନିଯୁକ୍ତି ସଂସ୍ଥାଗୁଡ଼ିକ ଯେ, ଦୁର୍ନୀତିରେ ସ୍ପଷ୍ଟ ସମ୍ପୃକ୍ତ ତାହାର ଉଦାହରଣ ଜଳଜଳ ହୋଇ ସାମ୍ନାକୁ ଆସିଲା । ଅନେକ ଆଶ୍ଚର୍ଯ୍ୟ ବି ହେଲେ । ଏଡ଼େ ବଡ଼ ସଂସ୍ଥାରେ ଏମିତି ହେଉଥିବ, […]

Continue Reading

ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି । ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୟଦ ଅହମଦ ଶାହ ଶାହାଦତ । ନିକଟରେ ସୟଦଙ୍କୁ ଜର୍ମାନୀ ରାସ୍ତାରେ ଦେଖିବାକୁ ମିଳିଛି । ପ୍ରାୟ ବର୍ଷେ ପୂର୍ବରୁ ସେ ଆଫଗାନିସ୍ତାନ ଛାଡିଥିଲାବେଳେ ଜର୍ମାନୀର ଲିପ୍‌ଜିଗ୍‌ଠାରେ ପିଜା […]

Continue Reading

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର: ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି ଓ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି । ସୋମନାଥ ମହାନ୍ତି ଏୟାରପୋର୍ଟରେ ସଲମାନ୍‌ଙ୍କୁ ଅଟକାଇ ନିଜ ଦାୟିତ୍ୱ ପୂରା କରିଥିଲେ । ଏଣୁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । କିନ୍ତୁ ପରେ […]

Continue Reading

ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡ଼ିଶାରୁ ଦୀପଜ୍ୟୋତି ମୁଣ୍ଡ ମନୋନୀତ

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୀପଜ୍ୟୋତି ମୁଣ୍ଡ । ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଦୀପଜ୍ୟୋତି ମୁଣ୍ଡଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟା ଓ ରାଜ୍ୟ ସଭାପତି ସମୀର […]

Continue Reading

ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଆଇସିୟୁ ଓ ମେଡିକାଲର ଅନ୍ୟ ଭିତ୍ତିଭୂମିକୁ ଯାଞ୍ଚ କରାଯାଇଛି । ଆଗାମୀ ଦିନରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ […]

Continue Reading

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ, ପାସ୍‌ ହାର ୮୦.୮୩ ପ୍ରତିଶତ

କଟକ : ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସେହିପରି ମୋଟ୍ ପାସ ହାର ରହିଛି ୮୦.୮୩ % । ମୋଟ ୩୧୦୦ ପୁଅ ଓ ୨୧୩୩ ଜଣ ପାସ କରିଛନ୍ତି । A-1ରେ ୪୨, A-2ରେ ୨୫୫ ଜଣ, B-1ରେ ୩୪୮ ଜଣ, B-2ରେ ୪୫୮, C-ରେ ୫୯୯ […]

Continue Reading

ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ଚିତ୍ରଡା ଫାଣ୍ଡି ନିକଟରେ ଅଘଟଣ। ଥାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତଶ୍ରାବ ହେଉଥିଲା। ଫାଣ୍ଡି ଅଧିକାରୀ ସୁନ୍ଦର ମୋହନ ବାରିକ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ହସ୍ପି ଟାଲକୁ ପଠାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଟିଆଁସି ଗାଁ ରୁ ପ୍ରାୟ ୫ କିଲୋମିଟର ରାସ୍ତା ଚାଲିଚାଲି […]

Continue Reading