କରୋନା ଚିକିତ୍ସା ପାଇଁ ସହାୟକ ହୋଇପାରେ ‘କାଲୋଞ୍ଜୀ’; ରିପୋର୍ଟ

ସିଡନୀ: କରୋନା ସଂକ୍ରମଣରେ କାଲୋଞ୍ଜୀ ଅର୍ଥାତ୍‌ କଳାଜିରା ବେଶ୍‌ ଉପାଦେୟ ବୋଲି ଅଷ୍ଟ୍ରେଲୀୟ ଅନୁସନ୍ଧାନକାରୀମାନେ ଜଣାପଡ଼ିଛି। ଏହି ଅଧ୍ୟୟନ କ୍ଲିନିକାଲ୍ ଏବଂ ଏକ୍ସପେରିମେଣ୍ଟାଲ୍ ଫାର୍ମାକୋଲୋଜି ଏବଂ ଫିଜିଓଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି। ଉତ୍ତର ଆଫ୍ରିକା ଏବଂ ପଶ୍ଚିମ ଏସିଆର ମୂଳରୁ ଆସିଥିବା ଏହି ଫାୱାରିଙ୍ଗ୍‌ ପ୍ଲାଣ୍ଟ ନିଗେଲା ସାଟିଭା ତଥା କଳା ଜିରା କରୋନା ସଂକ୍ରମଣ ରୋକିବାରେ ବେଶ୍‌ ସହାୟକ ହେଉଛି। ସଂକ୍ରମଣ ସମେତ ଏକାଧିକ ଚିକିତ୍ସା ପାଇଁ ପାରମ୍ପାରିକ ପ୍ରତିକାର ଭାବରେ ଏହାର ବ୍ୟବହୃତ ହୋଇଆସୁଛି। […]

Continue Reading

ଆଜିଠୁ ଦେବୀ ବିରଜା ଦର୍ଶନ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ଭକ୍ତ ପ୍ରବେଶ | ବୁଧବାର ଦିନ ମା ବିରଜା ମନ୍ଦିରକୁ ଭକ୍ତ ମାନେ ପ୍ରବେଶ କରି  କରିବା ସହ ମାଙ୍କ ଦର୍ଶନ କରି ପ୍ରାଥନା କରିଛନ୍ତି | ଦ୍ୱିତୀୟ କରୋନା ଲହରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ମେ ୫ତାରିଖରୁ ଭକ୍ତ ମାନଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା |ରାଜ୍ୟ ସରକାର ଜ଼ିଲ୍ଲାର ଧର୍ମାନୁଷ୍ଠାନ ଖୋଲିବାପାଇଁ ଜ଼ିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିବା ପରେ ଯାଜପୁର ଜ଼ିଲ୍ଲାପାଳ […]

Continue Reading

ପ୍ରଥମ ବନ୍ୟାଜଳ ଛାଡିଲା ରେଙ୍ଗାଲି ଡ୍ୟାମ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଡ୍ୟାମର କର୍ତ୍ତୃପକ୍ଷ ବୁଧବାର ବ୍ରାହ୍ମଣୀ ନଦୀର ପ୍ରଥମ ବନ୍ୟା ଜଳ ଛାଡିଛନ୍ତି। କର୍ତ୍ତୃପକ୍ଷ ସକାଳ ୧୧ ଟାରେ ଡ୍ୟାମର ସ୍ଲୁଇସ୍ ଗେଟ୍ ନଂ-୭ ରୁ ବନ୍ୟା ଜଳ ଛାଡିଥିବା ସୂଚନା ମିଳିଛି। ଜଳଭଣ୍ଡାରକୁ ଜଳ ପ୍ରବାହ ୧୬୨୭ କ୍ୟୁସେକ୍ ହୋଇଥିବାବେଳେ ଆଉଟଫ୍ଲୋ ୧୦୦୦ କ୍ୟୁସେକ୍ ଥିଲା। ସକାଳ ୧୧ଟାରେ ଡ୍ୟାମର ଜଳ ସ୍ତର ସର୍ବାଧିକ ୧୨୫.୫ ମିଟର ତୁଳନାରେ ୧୧୯.୮ ମିଟର ଥିଲା। ବନ୍ୟା ଜଳ ମୁକ୍ତ ହେବା ପୂର୍ବରୁ ଜଳସମ୍ପଦ […]

Continue Reading

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ ପ୍ରବେଶ ପାଇଁ ଛଡ଼ାଯାଉଛି । ମନ୍ଦିର ପରିସରରେ ଏକ କାଳୀନ ଶହେ ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ।ତେବେ ଶ୍ରଦ୍ଧାଳୁ ମାନେ ଜଗମୋହନ ପର୍ଯ୍ୟନ୍ତ […]

Continue Reading

୨୭ରେ ମୁକ୍ତିଲାଭ କରିବ ଦେବ ପଟେଲଙ୍କ ‘ଦ ଗ୍ରୀନ୍ ନାଇଟ୍‌’

ମୁମ୍ବାଇ: ଦେବ ପଟେଲଙ୍କ ଅଭିନୀତ ଫିଲ୍ମ ଦ ଗ୍ରୀନ୍ ନାଇଟ୍ ଅଗଷ୍ଟ ୨୭ରେ ମୁକ୍ତିଲାଭ କରିବ। ସାରା ବିଶ୍ୱରେ ଥିବା ଦେବଙ୍କ ପ୍ରଶଂସକ ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଚଳଚ୍ଚିତ୍ର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦେବ ପଟେଲ, ଆଲିସିଆ ଭିକାଣ୍ଡର, ଜୋଏଲ୍ ଏଡଗର୍ଟନ୍, ସରିତା ଚୌଧୁରୀ, ସଚିନ ହାରିସ୍, କେଟ୍ ଡିକି, ବରୀ କିଓଗାନ୍, ଏବଂ ରାଲ୍ଫ ଇନେସନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଗ୍ରୀନ୍ ନାଇଟ୍ […]

Continue Reading

ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି

ବଲାଙ୍ଗିର: ଗଙ୍ଗାଧର କେନାଲ କାମରେ ମହା ଦୁର୍ନୀତି । ବଲାଙ୍ଗିର ବେଲପଡା ବ୍ଲକର ଗଙ୍ଗାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଚାଲିଥିବା କେନାଲ କାମରେ ବ୍ୟାପକ ଅନିୟମିତତା । କାମ ନିମ୍ନ ମାନର ହୋଇଥିବାରୁ କେନାଲ କାମର କଂକ୍ରିଟ ଭୁଷୁଡି ପଡିଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ଡିଭିଜନର ଖପ୍ରାଖୋଲ ସବଡିଭିଜନ ପକ୍ଷରୁ ଏହି କାମ କରାଯାଉଛି । ପ୍ରକଳ୍ପରେ ମୋଟ ୨୨ କିମି କେନାଲ କାମ ରହିଛି ଯେଉଁଥି ପାଇଁ ୬ କୋଟି ୮୭ ଲକ୍ଷ ୫୮ […]

Continue Reading

ଆର୍ଥିକ ସଙ୍କଟ ଦୂର ପାଇଁ ଭଡାରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ସରକାରୀ ବାସଭବନକୁ ଭଡା ଦିଆଯାଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଶାସକ ତେହେରିକ-ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସରକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରୀ ବାସଭବନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଯୋଜନା କରିଥିଲେ। ଏହା ପରେ ଇମ୍ରାନ ଖାନ ତାଙ୍କ ଘର ଖାଲି କରିଦେଇଥିଲେ। ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଲୋକଙ୍କୁ ଇସଲାମାବାଦର ରେଡ୍ ଜୋନ୍‌ରେ ଅବସ୍ଥିତ ଥିବା ପାକିସ୍ତାନ  […]

Continue Reading

କାଲିଠୁ କୋରାପୁଟରେ ଖୋଲିବ ଧର୍ମାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍

କୋରାପୁଟ : କୋରାପୁଟ ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ । ହେଲେ ଏଥିପାଇଁ କିଛି ଗାଇଡଲାଇନ୍ ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଷେଶକରି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ରହିବ । ଏହାସହ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ସଂପୁର୍ଣ୍ଣ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭୋଗ କିମ୍ବା ପ୍ରସାଦ […]

Continue Reading

ଜାତୀୟ ରାଜପଥ ଟ୍ରାଫିକ୍ ଥାନା ଉଦଘାଟିତ

କଟକ: ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଜାତୀୟ ରାଜପଥ ଟ୍ରାଫିକ୍ ଥାନା । କଟକ- ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଠାରେ ଏହି ଥାନାକୁ ଉଦଘାଟନ କରିଛନ୍ତି ପୋଲିସ୍ ଡିଜିପି ଶ୍ରୀ ଅଭୟ। ଜାତୀୟ ରାଜପଥରେ ପ୍ରତ୍ୟକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଦୁର୍ଘଟଣା ଏବଂ ଟ୍ରାଫିକ ସମସ୍ୟାକୁ ଏଡାଇବା ପାଇଁ ଥାନାର ଆବଶ୍ୟକତା ରହିଛି । ପୁର୍ବରୁ ଏହି ଥାନା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । […]

Continue Reading

ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ତାଲିକାରେ ଭାରତୀୟ ଆମେରିକୀୟ ଛାତ୍ରୀ ନତାଶା ପେରୀ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି ଭାରତୀୟ ଆମେରିକୀୟ ଛାତ୍ରୀ ନତାଶା ପେରୀ । ୮୪ଟି ରାଷ୍ଟ୍ରର ୧୯ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ଆକଳନରେ ଏହି ସଫଳତା ହାସଲ କରିଛନ୍ତି ୧୧ ବର୍ଷ ବୟସ୍କା ନତାଶା । ଆମେରିକାର ଜନ୍ ହପକିନସ ସେଣ୍ଟର ଫର ଟାଲେଣ୍ଟେଡ୍ ୟୁଥ୍ ପକ୍ଷରୁ ହୋଇଥିବା ଆକଳନରେ ନତାଶା ଏହି ଗୌରବ ହାସଲ କରିଛନ୍ତି । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଏହି ପ୍ରତିଷ୍ଠାନ ପକ୍ଷରୁ […]

Continue Reading