ତଓ୍ୱାଙ୍ଗ ସୀମା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା

ଓ୍ୱାଶିଂଟନ: ଅରୁଣାଚଳପ୍ରଦେଶ ତଓ୍ୱାଙ୍ଗରେ ଚୀନ-ଭାରତୀୟ ସେନା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ ଜଣାଇଲା ଆମେରିକା । ଭାରତୀୟ ସେନାର ପତିଆରାକୁ ପ୍ରଶଂସା କଲା ସୁପରପାଓ୍ୱାର ଆମେରିକା । ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ସୂଚିତ କଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ଓ ଚୀନ ଧ୍ୟରେ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ହ୍ୱାଇଟ୍ ହାଉସ । ଉଭୟ ପକ୍ଷ ଦ୍ୱିପାକ୍ଷିକ ଆଲୋଚନାରେ ସମାଧାନ କରିବାକୁ ଆହ୍ୱାନ କରିଛି ଆମେରିକା । ଡିସେମ୍ୱର […]

Continue Reading

ବିଲ୍‌କିସ୍‌ ବାନୋଙ୍କ ଆବେଦନର ଶୁଣାଣିରୁ ଓହରିଲେ ଜଷ୍ଟିସ ତ୍ରିବେଦୀ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ଆବେଦନର ଶୁଣାଣି ପୁଣି ଘୁଞ୍ଚିଛି। ତାଙ୍କ ଆବେଦନରର ଶୁଣାଣି କରିବାକୁ ଯାଉଥିବା ଖଣ୍ଡପୀଠରୁ ହଠାତ୍‌ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓହରି ଯାଇଛନ୍ତି। ଫଳରେ ଆବେଦନର ଶୁଣାଣି ଆଉ ଗୋଟିଏ ବେଞ୍ଚଙ୍କ ଆଗରେ ଲିଷ୍ଟିଂ କରାଯିବ। ଏହାପରେ ହିଁ ବିଲକିସ ବାନୋଙ୍କ ଆବେଦନର ଶୁଣାଣି ହେବ। ୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି […]

Continue Reading

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ ମଧ୍ୟରେ ବହୁ ସେଲିବ୍ରିଟି ବାବା ବିଶ୍ବନାଥଙ୍କ ଶରଣାଗତ ହୋଇଛନ୍ତି । ତେବେ ଏହି ତାଲିକାରେ ରହିଛନ୍ତି ରଣଭୀର କପୁର, ଆଲିଆ ଭଟ୍ଟ, ଅକ୍ଷୟ କୁମାର, ଅଜୟ ଦେବଗାନ୍, […]

Continue Reading

ରିମାଣ୍ଡର ଶେଷ ଦିନରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ ବାନ୍ଧିଲା ଇଡି

‍‍ଭୁବନେଶ୍ୱର: ଗତ ୭ ଦିନ ଧରି ଜେରା କରିବା ପରେ ଶେଷରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ବାନ୍ଧିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି)। ଆଜି ରିମାଣ୍ଡର ଶେଷ ଦିନରେ ତାଙ୍କୁ ଗିରଫ କରିଛି। ମନି ଲଣ୍ଡରିଂ ଆକ୍ଟରେ ତାଙ୍କୁ ଆକ୍ଟରେ ଅର୍ଚ୍ଚନାଙ୍କୁ ବାନ୍ଧିଛି କରିଛି ଇଡି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା। ଗତ ୬ ତାରିଖରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍‌ କାରବାରକୁ ନେଇ ଇଡି […]

Continue Reading

ବାପାଙ୍କ ଶରୀରକୁ ୩୨ ଖଣ୍ଡ କରି ବୋରୱେଲରେ ଫିଙ୍ଗି ଦେଲା ପୁଅ

ବେଙ୍ଗଳୁରୁ: ଶ୍ରଦ୍ଧା ୱାକରଙ୍କ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରିବାର ମାମଲା ସାମ୍ନାକୁ ଆସୁଛି । ଏବେ ଶ୍ରଦ୍ଧା ୱାକର ଭଳି ଆଉ ଏକ ମାମଲା ଆସିଛି କର୍ଣ୍ଣାଟକରୁ । ବାଗଲକୋଟରେ ଜନ୍ମ କଲା ବାପାର ଶରୀରକୁ ପୁଅ ଅତି ନୃଶଂସ ଭାବେ ୩୨ ଖଣ୍ଡ କରିବା ପରେ ବୋରୱେଲ୍ ଭିତରେ ପକାଇ ଦେଇଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ବିଷୟରେ ଜଣା ପଡ଼ିବା ପରେ ପୋଲିସ ଆର୍ଥ ମୁଭର୍ସ ସହାୟତାରେ ମୃତକଙ୍କ ଶରୀରର ଖଣ୍ଡକୁ ଉଦ୍ଧାର […]

Continue Reading

ଭାରତ ସହ ସଂଘର୍ଷ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଚାଇନା

ବେଜିଂ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛି ବେଜିଂ। ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସେନା ଏଲଏସି ନିକଟରେ ମାରପିଟ୍‌ ହୋଇଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଚାଇନା ସରକାର ସୀମାରେ ସବୁ କିଛି ସ୍ଥିର ରହିଥିବା କହିଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, “ଆମେ ଯାହା ବର୍ତ୍ତମାନ ଯାଏ ବୁଝିଛୁ ଚାଇନା-ଭାରତ ସୀମାରେ ପରିସ୍ଥିତି […]

Continue Reading

କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି, ସାମିଲ ହେବେ ଯୁକ୍ତ ୩, ପିଜି ଛାତ୍ର

ଭୁବନେଶ୍ୱର : କଲେଜ ସ୍ତରରେ ଆସିବ ଷ୍ଟାର୍ଟଅପ୍ ପଲିସି । ଉଭୟ ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା । ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଓଁକାର ରାୟ ଏଥିରେ ଉପସ୍ଥିତ ଥିଲେ । ବିଦେଶୀ କମ୍ପାନୀ ଫ୍ରଷ୍ଟ ଆଣ୍ଡ୍ ସଲିଭେନ ଉପସ୍ଥିତ ଥିଲା । ଆମର ସେଣ୍ଟର ଅଫ୍ […]

Continue Reading

ରାଉରକେଲାରେ ବାଣିଜ୍ୟିକ ବିମାନ ସେବା

ଭୁବନେଶ୍ୱର:ଏବେ ଆଷ୍ଟ୍ରୋଟର୍ଫ ଉପରେ ହକି ବଲ ତୀବ୍ରଗତିରେ ଗଡ଼ିଲା ଭଳି ରାଉରକେଲା ବିମାନ ବନ୍ଦରର ବାକି ରହିଯାଇଥିବା କାମଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦିଆସରିଛି। ଭାରତୀୟ ଇସ୍ପାତ ପ୍ରାଧିକରଣ (SAIL) ଏବଂ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ମଧ୍ୟରେ ନୂଆଦିଲ୍ଲୀରେ ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ରାଉରକେଲା ବିମାନ ବନ୍ଦରକୁ ବ୍ୟାବସାୟିକ ବ୍ୟବହାର କରିବା ପାଇଁ କାର୍ଯ୍ୟ ଓ ପରିଚାଳନା (O&M) ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଫଳରେ ଉଡ଼ାନ ଯୋଜନାରେ ରାଉରକେଲା ଇସ୍ପାତ କାରଖାନା […]

Continue Reading

ଚୀନକୁ ଚାଲେଞ୍ଜ ଦେଲେ ଅମିତ ଶାହ, କହିଲେ ‘ମୋଦି ସରକାରରେ ଇଞ୍ଚେ ବି ଜମି ନେଇ ପାରିବନି’

ନୂଆଦିଲ୍ଲୀ: ଭାରତର ଇଞ୍ଚେ ବି ଜମି କାହାକୁ ଦେବୁନି । ମୋଦି ସରକାର ସମୟରେ ଶତ୍ରୁପକ୍ଷ ଚାହିଁଲେ ବି ଗୋଟିଏ ଇଞ୍ଚ ଜମି ନେଇ ପାରିବେ ନାହିଁ । ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ସାହ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗଠାରେ ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହେବାର ଚିତ୍ର ସାଟେଲାଇଟ ଫୁଟେଜରୁ ସାମ୍ନାକୁ ଆସିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।   ଜିନପିଙ୍ଗ୍ […]

Continue Reading

ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୂଣ୍ଣ ହେଉଥିବା ଅଭିଯୋଗ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ଏଲ୍ଇଡି ଲାଇଟ୍‌ ବନ୍ଦ ହେଲା। ASI ସର୍କଲ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍‌। ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୂଣ୍ଣ ହେଉଥିବା ଅଭିଯୋଗ ପରେ ବନ୍ଦ ହେଲା। ଏଲ୍ଇଡି ଲାଇଟ୍‌କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିରୋଧ କରୁଥିଲେ। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଆଲୋକୀକରଣ ନାଁରେ ଏହି ପ୍ରାଚୀନ ଐତିହ୍ୟକୁ ଏଏସଆଇ ବିକୃତ କରିଥିବା ଅଭିଯୋଗ ଆଣି ଟ୍ୱିଟ୍‌ କରିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା […]

Continue Reading