ଚିନ୍ତା ବଢ଼ାଉଛି ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୪୫ ହଜାର ପଜିଟିଭ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସର୍ବାଧିକ ୧,୪୫,୩୮୪ ଜଣ ବ୍ୟକ୍ତି ନୂଆ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୭୯୪ ଜଣ ପ୍ରାଣ ହରାଇଛନ୍ତି । ଯାହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]

Continue Reading

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରର ୱେଲଟ୍ରିଟ୍ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଶୁକ୍ରବାର ରାତି ପ୍ରାୟ ୮ଟାରେ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଥିଲା । […]

Continue Reading

ଉଦଘାଟନୀ ମ୍ୟାଚ୍ ହାରିବା ପରେ ଏମିତି କହିଲେ ରୋହିତ ଶର୍ମା…

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ରେ ନବମ ଥର ପାଇଁ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ହାରକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆମେ ନିରାଶ ନୁହଁ । କାରଣ ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ ।’ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଠାରୁ ୨ ୱିକେଟରେ ଆଇପିଏଲ୍ ଉଦଘାଟନୀ ମ୍ୟାଚରେ ହାରିବା ପରେ ରୋହିତ କହିଛନ୍ତି ‘ଚାମ୍ପିଅନସିପ୍ ଜିତିବା ମହତ୍ତ୍ୱପୂର୍ଣ୍ଣ, ମ୍ୟାଚ୍ ନୁହେଁ । ମ୍ୟାଚରେ ବହୁତ […]

Continue Reading

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ମତଦାନ ସକାଳ ୭ଟାରୁ ଚାଲିଛି । ୫ ଜିଲ୍ଲାର ୪୪ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ମୈଦାନରେ ୩୭୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍ ମୁକାବିଲାରେ ବିଜେପିର ୨ ସାଂସଦ, ବିଧାୟକ ହେବା ପାଇଁ ନିର୍ବାଚନ ଲଢ଼ୁଛନ୍ତି । କେନ୍ଦ୍ରୀ ମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କ ଠାରୁ ନେଇ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଅରୂପ ବିଶ୍ୱାସଙ୍କ ସହ […]

Continue Reading

ଅନୁମିତା ବିନା ଆମେରିକା ନୌସେନାର ଭାରତୀୟ ସମୁଦ୍ର ସୀମାରେ ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ନୌସେନା ଭାରତୀୟ ଲକ୍ଷାଦ୍ୱୀପର ବିନା ଅନୁମତିର ଅଭ୍ୟାସ କରିଛି । ଭାରତ ଏକସକ୍ଲ୍ୟୁଜିଭ ଇକୋନୋମିକ ଜୋନରେ ସମର ଅଭ୍ୟାସ ପାଇଁ ଭାରତର ଅନୁମତି ନେବା ଆବଶ୍ୟକ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ ନିୟମ ଅନୁସାରେ ଏ ଭଳି ଅଭ୍ୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ଆମେରିକା ନୌସେନା କହିଛି । ୭ ଏପ୍ରିଲରେ ଯୁଦ୍ଧ ଜାହାଜ ୟୁଏସଏସ ଜନ ପଲ ଜୋନ୍ସ ଲକ୍ଷାଦ୍ୱୀପ ସମୁଦ୍ର କୂଳରୁ ୧୩୦ କିଲୋମିଟର […]

Continue Reading

ପିପିଲି ବାଇପୋଲ୍‌; ଆସନ୍ତା ୧୨ରେ ପ୍ରଚାର ‌ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୧୨ ରେ ଆଗାମୀ ପିପିଲି ବାଇପୋଲରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରାଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ମନ୍ତ୍ରୀ ସମୀର ରଂଜନ ଦାଶ ଶୁକ୍ରବାର ସୂଚନା ଦେଇଛନ୍ତି। ନବୀନ ଭର୍ଚୁଆଲ ମୋଡରେ ଏହି ପ୍ରଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାପୂର୍ବରୁ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲା ପରିଷଦରେ ବଡ଼ ଏଲଇଡି ଟିଭି ଲଗାଯିବ ଯାହା ଫଳରେ ଲୋକମାନେ ସିଏମଙ୍କ ସମ୍ବୋଧନ ଶୁଣିବାକୁ […]

Continue Reading

ଦିଲ୍ଲୀ (AIIMS)ର ୩୫ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ରେ ୩୫ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପୂର୍ବରୁ ଗୁରୁବାର ଦିନ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଡାକ୍ତରଖାନାର ସୂତ୍ରରୁ ପ୍ରକାଶ।

Continue Reading

ସମଲେଇ ବିକାଶ ଯୋଜନା: ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା । ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ବରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ […]

Continue Reading

ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ଏବଂ ପ୍ଲସ୍ ୨ ପରୀକ୍ଷା; ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ କରୋନାର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ମାଟ୍ରିକ୍ ଏବଂ ପ୍ଲସ୍ ୨ ପରୀକ୍ଷା ପୁନଃସ୍ଥିର କରିବାର କୌଣସି ଯୋଜନା ନାହିଁ। ସେ କହିଛନ୍ତି, “ପୂର୍ବରୁ ଘୋଷିତ ତାରିଖ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ମାଟ୍ରିକ ପରୀକ୍ଷା ମେ ୩ ରୁ ୧୫ ପର୍ଯ୍ୟନ୍ତ ଏବଂ ଏପ୍ରିଲ୍ ୨୮ ରୁ ପ୍ରାକ୍ଟିକାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ପ୍ଲସ୍ ୨ […]

Continue Reading

ପ୍ରଫେସର କମଲ ଜିତ୍‌ ସିଂଙ୍କୁ କଟକ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀ ଲାଲ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପ୍ରଫେସର କମଲ ଜିତ୍‌ ସିଂଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଫେସର ସିଂ ଚାରି ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ସିଂ ବର୍ତ୍ତମାନ ହିମାଚଳ ପ୍ରଦେଶ ବେସରକାରୀ ଶିକ୍ଷାନୁଷ୍ଠାନ ନିୟାମକ ଆୟୋଗର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୨୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏହାସହିତ ସେ ଦୁଇଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ସେ […]

Continue Reading