ରାହୁଲ ଗାନ୍ଧି ଏବେ ସଦାମ ହୁସେନ ଭଳି ଦେଖାଯାଉଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ: ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ ହୁସେନ ଭଳି ଦେଖାଯାଉଥିବା ତାଚ୍ଛଲ୍ୟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ସଦାନ ହୁସେନଙ୍କ ପରିବର୍ତ୍ତେ ନିଜର ଚେହେରାକୁ ସର୍ଦ୍ଦାର ପଟେଲ, ଜବାହରଲାଲ ନେହରୁ କିମ୍ବା ମହାତ୍ମା ଗାନ୍ଧିଙ୍କ ଭଳି କଲେ ଭଲ ବୋଲି ମଧ୍ୟ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ରାହୁଲ ଗାନ୍ଧି ଭାରତ […]
Continue Reading
