ଝୁଲା ପୋଲ ଭୁଶୁଡ଼ିବା ଘଟଣା: ଭଗବାନଙ୍କ ଇଚ୍ଛା କହିଲେ ଅଭିଯୁକ୍ତ, ୫ ଯାଏ ରିମାଣ୍ଡରେ ଗଲେ

ମୋର୍ବି: ଗୁଜରାଟ ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ଗିରଫ ଓରେଭା ଗ୍ରୁପ୍‌ର ଜଣେ ମ୍ୟାନେଜର ବଡ଼ ଦାବି କରିଛନ୍ତି। ବ୍ରିଜ ମରାମତି ଦାୟିତ୍ୱରେ ଥିବା କମ୍ପାନୀର ସିନିୟର ମ୍ୟାନେଜର ଦୀପକ ପାରେଖ ପୂରା ଘଟଣାକୁ ଭଗବାନଙ୍କ ଇଚ୍ଛା ବୋଲି କହିଛନ୍ତି। ରିମାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ପୁଲିସ୍‌ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏମଜେ ଖାନଙ୍କ କୋର୍ଟରେ ହାଜର କରିଥିଲା। ଏହି ସମୟରେ ଝୁଲା ପୋଲ ଭୁଶୁଡ଼ିବା ପଛରେ ଭଗବାନଙ୍କ ଇଚ୍ଛା ଥିବା ପାରେଖ କହିଛନ୍ତି। ଗତ ୩୦ […]

Continue Reading

ବାଂଲାଦେଶକୁ ହରାଇ ଟେବୁଲ ଶୀର୍ଷରେ ଭାରତ

ଆଡିଲେଡ: ଚଳିତ ବିଶ୍ୱକପରେ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ସୁପର ୧୨ର ଗୋଟିଏ ମ୍ୟାଚ୍‌ରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମି ଫାଇନାଲରେ ନିଜର ଗୋଟିଏ ପାଦ ସୁଦୃଢ଼ କରିଛି। ଏକଦା ବାଂଲାଦେଶ ହାତରେ ମ୍ୟାଚ୍‌ ଥିବା ବେଳେ କେଏଲ ରାହୁଲଙ୍କ ଡାରେକ୍ଟ ଥ୍ରୋ ଓ ବର୍ଷା ଏହାକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ […]

Continue Reading

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ୪ ସହ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ ସ୍ୱାମୀ ସ୍ୱାମୀ ଜଗବନ୍ଧୁ, ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ରୁଜୁ କରିଛି । ଖଣ୍ଡଗିରି ଥାନା ଓ ନୟାପଲ୍ଲୀ […]

Continue Reading

ଖାରଜ ହେଲା ଜାମିନ,ଜେଲରେ ରହିବେ ମନ୍ତ୍ରୀଙ୍କ ପୁତୁରା

ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଭିଙ୍କିଙ୍କୁ ମିଳିଲା ନାହିଁ ଜାମିନ । ଅଭିଯୁକ୍ତ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜାମିନ ଖାରଜ । ଖାରଜ କଲେ ଜେଏମଏଫସି ରୁରାଲ କୋର୍ଟ । ରାସ୍ତା ରେ ଆଣ୍ଠେଇ ମାଡ ମାରିବା ଅଭିଯୋଗରେ ତାଙ୍କୁ ଜେଲ ନିଆଯାଇଥିଲା । ଏହାପରେ ସେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନକୁ ଖାରଜ କରିଦିଆଯାଇଛି । ବର୍ତ୍ତମାନ ଜେଲ ରେ ରହିବେ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ଭିକି […]

Continue Reading

ପ୍ରଦୂଷଣ ପାଇଁ ନିର୍ମାଣ ବନ୍ଦ, ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦୀପାବଳି ପର ଠାରୁ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ଘରୁ ପଦାକୁ ବାହାରିବା ମାତ୍ରେ ରୁନ୍ଧି ହୋଇ ଯାଉଛି ନିଶ୍ୱାସ । ଫଳରେ ସରକାର ଦିଲ୍ଲୀ-ଏନସିଆରରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ନିର୍ମାଣ କାର୍ଯ୍ୟ ବନ୍ଦ ଯୋଗୁଁ ଘରେ ହାତ ବାନ୍ଧି ବସିଛନ୍ତି ହଜାର ହଜାର ଶ୍ରମିକ । ବାୟୁ ପ୍ରଦୂଷଣକୁ ନେଇ କୋଠର ଆଭିମୁଖ୍ୟ ଗ୍ରହଣ କରିଥିବା କେଜ୍ରିୱାଲ୍ ସରକାର ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ଘୋଷଣା […]

Continue Reading

ଫିକିର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି। ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ପଣ୍ଡା ବର୍ତ୍ତମାନ ଫିକିର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି। ଦେଶର ଶିଳ୍ପ […]

Continue Reading

ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଧାମନଗର : ରାତି ପାହିଲେ ଧାମନଗର ଉପନିର୍ବାଚନ । ଭୋଟ୍ ପଡିବା ପୂର୍ବରୁ ବୁଥ୍ ରିଗିଂ ନେଇ ଆଶଙ୍କା କରିଛି ବିଜେପି । ସ୍ୱଚ୍ଛ ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରୁ ଗୁଣ୍ଡା ମାନେ ଆସି ବୁଥ୍ ଗୁଡିକୁ ରିଗିଂ କରିଥିଲେ । ଜିଲ୍ଲା ପ୍ରଶାସନ ଅବାଧ ଓ ନିରପେକ୍ଷ ଭୋଟିଂ କରାଉନଥିବା ଅଭିଯୋଗ କରି ଆଜି ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ସେହି ବୁଥ୍ ଗୁଡିକୁ ଚିହ୍ନଟ […]

Continue Reading

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ । ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଂଚିବେ । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ସେଠାରୁ ସିଧାସଳଖ ରାଜଭବନ ଯିବେ । ରାଜଭବନରେ ରାତ୍ରି […]

Continue Reading

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧା ପାଦଦର୍ଶନ ପାଇଁ ଲମ୍ବା ଧାଡ଼ି

ଭୁବନେଶ୍ୱର: ୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର ଭକ୍ତଙ୍କ ମନ ମୋହୁଛି । ରାତି ଗୋଟାଏରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତୀ, ବେଶ, ମୈଲମ, ମର୍ଦନ, ଅବକାଶ, ନଟବର ବେଶ, […]

Continue Reading

ଧାମନଗରରେ ନବୀନଙ୍କ ଭର୍ଚୁଆଲ ପ୍ରଚାର: ଭୋଟରଙ୍କୁ ଦେଲେ ଲଲିପପ୍‌

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଭର୍ଚୁଆଲ ମୋଡରେ ଧାମନଗରର ୧୩ଟି ସ୍ଥାନରେ ନବୀନ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଆଉ ନିଜର ପୁରୁଣା ଢଙ୍ଗରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ପାଟକୁରା ସମେତ ବିଜେପୁର, ପିପିଲି ଓ ବାଲେଶ୍ୱର ଆଦି ବିଧାନସଭା ଉପନିର୍ବାଚନରେ […]

Continue Reading