ଥଣ୍ଡାରେ କଫ୍ ସିରପ ଓ ନିଶା ବଟିକା ପଞ୍ଚ କରୁଥିଲେ ବାପ-ପୁଅ!
ବଲାଙ୍ଗିର: ପଞ୍ଚ କରୁଥିଲେ ବାପ ଓ ପୁଅ। ଥଣ୍ଡା ପାନୀୟରେ କଫ୍ ସରିପ ଓ ନିଶା ବଟିକା ମିଶାଉଥିଲେ। ପରେ ତାକୁ ପ୍ୟାକିଙ୍ଗ କରି ଗ୍ରାମାଞ୍ଚଳରେ ଥିବା ଦୋକାନରେ ବିକ୍ରି କରୁଥିଲେ। ଲୋକମାନେ ଅଜାଣତରେ ଥଣ୍ଡା ପାନୀୟ ଭାବି ସେହି ନିଶାକୁ ସେବନ କରୁଥିଲେ। ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ଆସିଛି ଏପରି ଅଭିଯୋଗ। ଟାଉନ୍ ଥାନା ବରପାଲି ପଡ଼ାରେ ବାସ କରନ୍ତି ପ୍ରଶାନ୍ତ ଜେନା। ସେ ସେହି ପଡ଼ାରେ ଗୋଟିଏ ଘର ଭଡ଼ା ନେଇ କରୁଥିଲେ […]
Continue Reading
