ପ୍ରତିକୂଳ ପାଗରେ ପରାକ୍ରମ ଦେଖାଇଲା ବାୟୁସେନା, ବନ୍ଦେ ମାତରମ୍ ଧ୍ୱନିରେ କମ୍ପିଲା ବେଳାଭୂମି

ପୁରୀ: ସମୟ ସକାଳ ୧୦ଟା ୪୫ । ପ୍ରତିକୂଳ ପାଗ, ଏୟାର ଶୋକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସହ ଥିଲା ଉତ୍କଣ୍ଠା । ଚାହୁଁ ଚାହୁଁ ପୁରୀ ବେଳାଭୂମିର ନୀଳଆକାଶ ଚିରି ସମୁଦ୍ର ଉରେ ଘୂରି ବୁଲିଥିଲା ଭାରତୀୟ ବାୟୁ ସେନାର ୯ଟି ଲଢ଼ୁଆ ହକ୍ ବିମାନ । ସମୁଦ୍ର ଉପରେ ବିମାନରେ ଗୋଟିଏ ପରେ ଗୋଟିଏ ରଣକୌଶଳ ଦେଖାଇ ଥିଲେ ବାୟୁସେନା ଯବାନ । ଯାହାକୁ ଦେଖିବାକୁ ସୁଦୀର୍ଘ ବେଳାଭୂମିରେ ଏକାଠି ହୋଇଥିଲେ ହଜାର […]

Continue Reading

ବଡ ଧରଣର ଭୂମିକମ୍ପ, ଧରାଶାୟୀ ବଡ ବଡ କୋଠା

ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି। ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି। ରିକ୍ଟର ସ୍କେଲରେ ଭୂମିକମ୍ପର […]

Continue Reading

୩୨ ବର୍ଷ ପରେ ଘାଟୀରେ ଖୋଲିଲା ସିନେମା ହଲ

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି । ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା ଅଂଚଳରେ ପ୍ରଥମ ଆଇନକ୍ସ ମଲ୍ଟିପ୍ଲେକ୍ସ ଆସନ୍ତା ସପ୍ତାହରେ ଖୋଲାଯିବ ବୋଲି ସେ କହିଥିଲେ । ଏଥିରେ ୫୨୦ ସିଟ କ୍ଷମତା ବିଶିଷ୍ଟ ୩ […]

Continue Reading

କୋଲକାତା ହିଂସା: ଆହତ ବିଜେପି କାଉନସିଲରଙ୍କୁ ଭେଟିଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ

କୋଲକାତା: କୋଲକାତା ଗସ୍ତ କରି ଆହତ ହୋଇଥିବା ବିଜେପି କାଉନସିଲରଙ୍କୁ ଭେଟିଛି ବିଜେପିର ୫ ଜଣିଆ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ । ବିଜେପିର ନବାନ ଚଲୋ ରାଲି ବେଳେ ପୁଲିସ ମାଡରେ ଆହତ ହୋଇଥିବା କର୍ମୀ ଏବଂ ବିଜେପି କାଉନସିଲରଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କ କଥା ପଚାରି ବୁଝିଛନ୍ତି। ବିଜେପି ନେତା ରାଜ୍ୟବର୍ଦ୍ଦନ ସିଂ ରାଠୋର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ସମୀର ଓରାମ , ବିଜେପି ନେତା ସୁନୀଲ ଝାକର ଏହି […]

Continue Reading

ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ନିଆରା ଜନ୍ମଦିନ । ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ନିଆରା ଭାବେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ମୋ କଲେଜ ଅଧ୍ୟକ୍ଷ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସ ନାୟକ ଆଜି ଜନ୍ମଦିନ ପାଳିଛନ୍ତି । ପ୍ରତିବର୍ଷ ଭଳି ଆକାଶ ଦାସ ନାୟକ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଏ ବର୍ଷ ପାଳନ କରିଛନ୍ତି । ଚଳିତ ବର୍ଷ ବରମୁଣ୍ଡା ସୌଭାଗ୍ୟନଗର ସ୍ଥିତ ଜେରିଆଟ୍ରିକ୍ ସେଣ୍ଟରର ଅନ୍ତେବାସୀଙ୍କ ସହିତ […]

Continue Reading

ସରକାରଙ୍କ ବିରୁଦ୍ଧରେ ହାଇକୋର୍ଟ ଗଲା ଓସିଏ ସମ୍ପାଦକଙ୍କ କମ୍ପାନୀ

ଭୁବନେଶ୍ୱର: ପୁଞ୍ଜିନିବେଶଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଶ୍ରୁତି ଦେବା ସହ ଦେଶବ୍ୟାପୀ ରୋଡ୍ ଶୋ’ ଓ ନିବେଶକ ସମ୍ମିଳନୀ କରି ଓଡ଼ିଶା ପୁଞ୍ଜିନିବେଶକଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ପ୍ରଚାର କରୁଛନ୍ତି । ମାତ୍ର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଥିବା ଓଡ଼ିଆ ପୁଞ୍ଜିନିବେଶକଙ୍କୁ ସରକାରୀ କଳର ହତାଦାରର ଏକ ନୂଆ ତଥ୍ୟ ପଦାକୁ ଆସିଛି । ଏପରିକି ରାଜ୍ୟ ସରକାରଙ୍କ ସହ […]

Continue Reading

ଚା’ ବାଲାରୁ ଦେଶର ଚୌକିଦାର, ସ୍ୱଂୟସେବକରୁ ପ୍ରଧାନସେବକ । ମାତ୍ର ୧୭ ବର୍ଷ ବୟସରେ ସ୍ୱୟଂସେବକ, ୨୦୦୧ରେ ମୁଖ୍ୟମନ୍ତ୍ରୀ, ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ସନ୍ୟାସୀ ହେଇପାରିଲେନି ହେଲେ ଦେଶରେ ସେ ସରକାର ଗଢିଲେ । ହାତକୁ ହଟେଇଲେ, ଆଉ ପଦ୍ମକୁ ସାରା ଦେଶରେ ଫୁଟେଇଲେ । ନରେନ୍ଦ୍ର ଦାମୋଦର ଦାସ ମୋଦୀ, ବାସ୍ ଏ ନା ହିଁ କାଫି, ତାଙ୍କୁ ଜାଣିବା ଆଉ ଚିହ୍ନିବା ପାଇଁ… • ୧୯୫୦ରେ ଜନ୍ମ • ୧୭ ବର୍ଷରେ ସ୍ୱଂୟସେବକ • ୨୦୦୧ରେ ମୁଖ୍ୟମନ୍ତ୍ରୀ ଆଉ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ମୋଦୀ ଏମିତି ଜଣେ ନେତା ଯିଏ ଲୋକପ୍ରିୟତା […]

Continue Reading

VSSUT ର ହେବ ରୂପାନ୍ତରୀକରଣ: 2026 ସୁଦ୍ଧା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT) ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । 2026ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ 2000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି […]

Continue Reading

ବଢ଼ିଲା ତେଜସ୍ୱୀଙ୍କ ଅଡୁଆ, ଜାମିନ ଖାରଜ କରିବା ପାଇଁ ଅନୁରୋଧ କଲା ସିବିଆଇ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ ମାମଲାରେ ଲାଲୁ ପ୍ରସାଦ ଯାଦଭ, ରାବ୍ରୀ ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୨୦୦୪ରେ ରେଳମନ୍ତ୍ରୀ ଲାଲୁ […]

Continue Reading

ଫୁଟ୍‌ବଲ ଖେଳ ଚାଲିଥିଲା, ହେଲା ବଜ୍ରପାତ

ବାରିପଦା: ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳ ପଡ଼ିଆରେ ବଜ୍ରପାତ ହେଲା। ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଥିଲା ବିଶ୍ୱକର୍ମା ପୂଜା। ପ୍ରତିବର୍ଷ ପରି ଏଥର ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଚାଲିଥିଲା ଫୁଟ୍‌ବଲ୍‌ ମ୍ୟାଚ୍‌। ଖେଳ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲା। ପଡ଼ିଆ ଭିତରେ ଘମାଘୋଟ୍‌ ଖେଳ ଚାଲିଥିବା […]

Continue Reading