ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ କଲ୍ୟାଣୀ

ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛି। ସେ ଓଡ଼ିଶାର ଦୁଇ ପୁରସ୍କୃତଙ୍କ ମଧ୍ୟରୁ ଅନ୍ୟତମ ଯିଏକି ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୬୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ପ୍ରତିଭା […]

Continue Reading

ଆସନ୍ତା ସପ୍ତାହରେ ବିଜେପିରେ ମିଶିବେ ଅମରିନ୍ଦର ସିଂହ !

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ଆସନ୍ତା ସପ୍ତାହରେ ବିଜେପିରେ ମିଶିପାରନ୍ତି। ଏ ସମ୍ପର୍କରେ ଦଳର ମୁଖପାତ୍ର ସୂଚନା ଦେଇଛନ୍ତି। ସେହିପରି ନୂଆକରି ଗଠନ କରିଥିବା ଅମରିନ୍ଦର ସିଂହଙ୍କ ନୂଆ ଦଳକୁ ବିଜେପିରେ ବିଲୀନ କରିଦେବେ। ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ଅମରିନ୍ଦର ପଞ୍ଜାବ ଲୋକ କଂଗ୍ରେସ ନାମରେ ନୂଆ ଦଳ ଗଠନ କରିଛନ୍ତି। ଆସନ୍ତା ସପ୍ତାହରେ ଅମରିନ୍ଦର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପିରେ […]

Continue Reading

ଲାଇଟ୍ ଲିଭାଇବାକୁ ନେଇ କାନ କାମୁଡ଼ି ଛିଣ୍ଡାଇ ଦେଲେ

ସୋନପୁର: ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଅଭାବନୀୟ ଘଟଣା ଘଟିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ କଲାପଥର ଗାଁରେ । ଗୁରୁବାର ଗାଁରେ ଲାଇଟ୍ ଲିଭାକୁ ନେଇ ୨ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ ଯୁବକ ଅନ୍ୟ ଜଣଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି । କଲାପଥର ଗାଁର ଜିବର୍ଦ୍ଧନ ଗରିଆଙ୍କ କାନ ଛିଣ୍ଡି ଯାଇଥିବା ବେଳେ ସେହି ଗାଁର ଦାଶରଥି କର୍ଣ୍ଣ କାମୁଡ଼ି ଥିବା ଅଭିଯୋଗ […]

Continue Reading

ସ୍କୁଲରେ ଅଘଟଣ: ଗେଟ୍ ପଡ଼ିବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ଗୁଣପୁର: ସ୍କୁଲ ଗେଟ୍ ପଡ଼ି ପଞ୍ଚାମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ କରିଥିବା ଜଣାପଡିଛି । ପଦ୍ମପୁର ବ୍ଲକ ବିଚିକୋଟ ଉ.ପ୍ରା.ସ୍କୁଲରେ ଏହି ଅଘଟଣା ଘଟିଥିବା ଜଣାପଡିଛି । ସୂଚନା ମୁତାବକ, ରିସେସରେ ଗଲା ବେଳେ ଛାତ୍ର ଉପନରେ ଗେଟ୍ ପଡ଼ିଯାଇଥିଲା । ଗୁଣପୁର ମେଡିକାଲରେ ଛାତ୍ରଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ମୃତ ଛାତ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Continue Reading

ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ ତରଫରୁ ରାଘବ ଚଡ୍ଡାଙ୍କୁ ମିଳିପାରେ ବଡ ଦାୟୀତ୍ୱ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ବି ଏବେଠାରୁ ରାଜ୍ୟରେ ନିର୍ବାଚନୀ ମାହୋଲ ଜୋର ଧରିଛି । ଏହି କ୍ରମରେ ସେଠାରେ ବିଜେପି କଂଗ୍ରେସ ପରିବର୍ତ୍ତେ ଏଥର ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତ କରି ଦଳର ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଏବେ […]

Continue Reading

ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲା, ୪୦ଟି ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଅବକରୀ ନୀତି ଘୋଟାଲା ମାମଲାରେ ଇଡି ସକ୍ରିୟ ହୋଇଛି। ଏହି ମାମଲାରେ ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଚେନ୍ନାଇ ସମେତ ଦେଶର ୪୦ ଟି ସ୍ଥାନରେ ଚଢ଼ାଉ କରିଛି। କେବଳ ହାଇଦ୍ରାବାଦର ୨୫ ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ଇଡି ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ଇଡି ଜେରା କରିବ ବୋଲି ସୂଚନା ରହିଛି। ଗୁରୁବାର ସିବିଆଇର ସ୍ୱତନ୍ତ୍ର ବିଚାରପତି ସତ୍ୟନ୍ଦ୍ର ଜୈନଙ୍କୁ ପଚରାଉଚରା କରିବାକୁ ଅନୁମତି ଦେଇଥିଲେ। […]

Continue Reading

ଅକ୍ଟୋବର ୧ରୁ ଗଣିବେ ଜରିମାନା, ଯଦି ଗାଡିରେ ନଥିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ନିୟମ ଭାଙ୍ଗିଲେ ୫ ହଜାର ଫାଇନ୍

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ସରକାର । ପୁରୁଣା ଗାଡି ନମ୍ବର ବଦଳରେ ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ତେଣୁ ଆପଣ ଯଦି, ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ବର ପାଇଁ ସ୍ଲଟ୍ ବୁକ୍ କରିନାହାଁନ୍ତି? ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଅକ୍ଟୋବର ୧ ତାରିଖ ପୂର୍ବରୁ ଆପଣ ନିଜର ଗାଡିରେ ନୂଆ ନମ୍ବର ପ୍ଲେଟ୍ […]

Continue Reading

ବର୍ଷାଙ୍କୁ ଟ୍ୱିଟ ବାଣ ମାରିଲେ ଅନୁଭବ, ପଚାରିଲେ- ଅଡ଼ିଓ କ୍ଲିପ୍‌ ପଛର ସତ କ’ଣ ?

କଟକ: କିଛି ଦିନର ନୀରବତା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍‌ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରରେ ସଫା ସଫା ପ୍ରଶ୍ନ ପଚାରିଛନ୍ତି ଅନୁଭବ। ହେଲେ ଅପରପକ୍ଷରୁ ମିଳିନି କିଛି ଉତ୍ତର। ଉଭୟ ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନିଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ […]

Continue Reading

୧୩ ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଦାୟିତ୍ୱ ଗ୍ରହଣ କରିବା ପରେ ପଡ଼ି ରହିଥିବା ମାମଲାର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ୧୪ ଦିନ କାର୍ଯ୍ୟକାଳ ମଧ୍ୟରେ ୫୦୦୦ ରୁ ଅଧିକ ମାମଲା ସୁପ୍ରିମକୋର୍ଟରେ ସମାଧାନ ହୋଇସାରିଛି। ବିଚାରାଧୀନ ମାମଲାର ଭାର ହ୍ରାସ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏବେ ୧୩ ହଜାରରୁ ଅଧିକ ଆବେଦନ ଶୁଣାଣି ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୧୯, ୨୦୧୪ […]

Continue Reading

ଚାଳି ଚାଲି ଯିବା ପାଇଁ ଜାତୀୟ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରାକ୍‌

ଭୁବନେଶ୍ୱର:  ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ୱତନ୍ତ୍ର ଟ୍ରକ୍‌। ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ରହିବ ସ୍ୱତନ୍ତ୍ର ଟ୍ରାକ୍‌। କିନ୍ତୁ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡକରେ ଏଭଳି ଡିଜାଇନ୍ ରହିବ। ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍‌ ଆକ୍ଟ ୧୯୯୩ରେ ସଂଶୋଧନ କରି ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ବିଭାଗ ପ୍ରସ୍ତୁତ କରିଛି […]

Continue Reading